ପାକିସ୍ତାନୀ ଲେଡି MLA ଙ୍କ Video ହେଲା Viral । ସୋସିଆଲ ମିଡ଼ିଆ ରେ Viral Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅ-ଶ୍ଳୀ-ଳ ଭାବେ ଭା-ଇ-ରା-ଲ ହେଲେ ପାକିସ୍ତାନ ର ଏହି ବିଧାୟିକା । ଜାଣନ୍ତୁ କିଏ ସେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତମାନ ର ସମୟ ଭାରି ଜଟିଳତର । ସମାଜ ନାରୀ ମାନଙ୍କୁ ଖେଳନା ଭାବେ ଦେଖୁଚି । ନାରୀ ମାନଙ୍କ ଇଜ୍ଜତ୍ ବର୍ତମାନ ବଜାର ରେ ଘୁରି ବୁଲୁଛି । ତେବେ ସମସ୍ତ ଦୁର୍ଘଟଣା ମଧ୍ୟରେ ନାରୀ ଙ୍କ ସହିତ ହେଉଥିବା ଏପରି କାର୍ଯ୍ୟ ମଧ୍ୟ ଏକ ଅ-ଭା-ବ-ନୀ-ୟ ଘଟଣା । ପ୍ରତି ଟି ମୁହୂର୍ତ୍ତ ରେ ଅ-ଭା-ବ-ନୀ-ୟ ଘଟଣା ଆଖି ଖୋଲି ଚାହିଁ ରହିଛି । ଜୀବନ ରେ ବହୁତ୍ କିଛି ଅ-ଭା-ବ-ନୀ-ୟ ଘଟଣା ଘଟିଥାଏ ଯାହା କୁ କେବେ ଭି କଳନା କରାଯାଇ ପାରିନାହିଁ । ଏହି କିଛି ଘଟଣା ଜୀବନ ରେ ଘଟିବା କୁ ଯାଉଚି ତାହା କେବେ ଭି ଆଶା କରାଯାଇ ନ ଥାଏ । ସତ କହିବା ପାଇଁ ଗଲେ ବି-ପ-ଦ ଯେତେବେଳେ ଆସିଥାଏ ତାହା ନ କହି ଆସିଥାଏ । 

 

ଘରେ ଲୁଚି ବସିଲେ ଭି ବି-ପ-ଦ ଯଦି ପଡ଼ିବାର ଥାଏ ତେବେ ତାହା କୌଣସି ମୋତେ ଆସି ଯାଇଥାଏ ଯେତେ ସତର୍କତା ଅବଲମ୍ବନ କରିଲେ ଭି । ତେଣୁ ଆମେ ସଦା ସର୍ବଦା ବିଶ୍ୱାସ କରିଥାଉ କି ଜୀବନ କେତେବେଳେ କଣ ବିପଦ ପଡ଼ିବ ତାହା ଜଣା ନାହିଁ ।ସମାଜ ରେ ନାରୀ ଙ୍କୁ ଯେତେ ସମ୍ମାନ ଦିଆଯିବ , ସେତେ ସେହି ସମାଜ ସମୃଦ୍ଧି ଶୀଳ ହୋଇଥାଏ । କିନ୍ତୁ ବର୍ତମାନ ର ସମୟ ରେ ନାରୀ ମାନଙ୍କ ଇ-ଯ-ତ୍ ଲୁ-ଟି ବଜାର ରେ ଛାଡ଼ିବା ସହିତ ପ୍ରତିଦିନ ଜୋରଜବରଦସ୍ତି ହେଉଛି । ଅନେକ ଅଛନ୍ତି ଏହାର ପ୍ର-ତି-ବା-ଦ କରିଥାନ୍ତି । କିନ୍ତୁ ଅନେକ ନାରୀ କେବଳ ଚୁପ୍ ହୋଇ ରହିଯାନ୍ତି । ତେବେ ବର୍ତମାନ ଏକ ଘଟଣା ଚାନ୍ଚଲ୍ୟ ସୃଷ୍ଟି କରିଛି । 

 

ପାକିସ୍ତାନର ଜଣେ ବିଧାୟିକାଙ୍କ ଅ-ଶ୍ଳୀ-ଳ ଭିଡିଓ ଭା-ଇ-ରା-ଲ ହେବାରେ ଲାଗିଛି । ପଞ୍ଜାବର ତକ୍ଷଶିଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ପାକିସ୍ତାନ ମୁସଲିମ ଲିଗ୍-ନୱାଜ ର ବିଧାୟିକା ସାନିଆ ଆଶିକ୍ ଆରକ୍ଷୀ ଅଧିକାରୀ ନିକଟରେ ଏହି ଘଟଣା ଟି ଅ-ଭି-ଯୋ-ଗ କରିଛନ୍ତି । ତେବେ ଏହି ଘଟଣା ପାଇଁ ଆରକ୍ଷୀ ଅଧିକାରୀ ଜଣକୁ ଗି-ର-ଫ କରିଛି । ତେବେ ଏ ଘଟଣା ନେଇ ନେଇ ସେ ଅକ୍ଟୋବର ୨୬ରେ ସରକାର ଏବଂ କେନ୍ଦ୍ରୀୟ ତ-ଦ-ନ୍ତ-କା-ରୀ ଏଜେନ୍ସିକୁ ସୂଚନା ଦେଇଛନ୍ତି । ପାକିସ୍ତାନର ‘ଆରି ନ୍ୟୁଜ୍’ ର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୬ରେ ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି ରେ ସାନିଆ ଆଶିକ୍ ଅ-ଭି-ଯୋ-ଗ କରିଥିଲେ ଓ ଏହାର ଏକ ଲେଖା ସେ ନିଜ ସୋ-ସି-ଆ-ଲ ମି-ଡି-ଆରେ ଛାଡିଥିଲେ । 

 

ତେବେ ସୋନିଆ ଙ୍କ ଏହି ଅ-ଭି-ଯୋ-ଗ ପରେ ପଞ୍ଜାବ ପ୍ରଦେଶ ଆରକ୍ଷୀ ଅଧିକାରୀ ଏବଂ ଏଫଆଇଆର ତ-ଦ-ନ୍ତ ଆରମ୍ଭ କରିଛି । ପ୍ରାୟ ତିନି ସପ୍ତାହ ଧରି ତ-ଦ-ନ୍ତ ପରେ ଆରକ୍ଷୀ ଅଧିକାରୀ ଲାହୋରରୁ ଜଣେ ବ୍ୟକ୍ତିଙ୍କୁ ଗି-ର-ଫ କରିଛି । ତେବେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ । ଆରକ୍ଷୀ ଅଧିକାରୀ ମଧ୍ୟ ଆନୁଷଙ୍ଗିକ ହିସାବ ରେ କିଛି ବକ୍ତବ୍ୟ ରଖିନାହାନ୍ତି । ତେବେ ମୋର କିଛି ଫୋଟ ମଧ୍ୟ ଭା-ଇ-ରା-ଲ୍ ହୋଇଛି। ସେବେଠାରୁ ମୋତେ ଫୋନ୍ କଲ୍ ମାଧ୍ୟମରେ ଧ-ମ-କ ଦିଆଯାଉଥିଲା ବୋଲି ନିଜେ ସାନିଆ ଅ-ଭି-ଯୋ-ଗ କରି କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *