ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଆସୁଛି ବାତ୍ୟା । କଣ ଆସିଲା ବାତ୍ୟା ର ସ୍ପଷ୍ଟ ଚିତ୍ର ଆସନ୍ତୁ ଜାଣିବା ଓ ଏହାର ପ୍ରଭାବ କେଉଁ ଜିଲ୍ଲା ଉପରେ ପଡିବ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଏହି ସୁନ୍ଦର ପୃଥିବୀ ପ୍ରକୃତି କୁ ନେଇ ଗଠିତ । ପ୍ରକୃତି ଆଗରେ ସର୍ବଦା ନତମସ୍ତକ ହୋଇ ରହେ ମଣିଷ । ଏହି ପ୍ରକୃତି କେତେବେଳେ ମା ହୋଇ ଆଦରି ନେଇ ଥାଏ ତ କେତେବଳେ ଦେଖାଇ ଥାଏ ତାର କରାଳ ରୂପ । ପାଲଟି ଯାଇଥାଏ ହିଂ-ସ୍ର । ହିଂ-ସ୍ର ରୂପ ଦେଖାଇ ବହୁ ଧନ ଜୀବନ କ୍ଷ-ତି କରି ଦେଇ ଥାଏ । ତେବେ ପ୍ରକୃତି ର ଅନେକ ଭ-ୟ-ଙ୍କ-ର ରୂପ ଦେଖିବାକୁ ମିଳି ଥାଏ । ଭୂମିକମ୍ପ , ବାତ୍ୟା, ଆଦି ହୋଇ ବହୁ ଧନ ଜୀବନ କ୍ଷ-ତି ହୋଇ ଥାଏ । ତେବେ ଏହି ପ୍ରାକୃତିକ ବି-ପ-ର୍ଯ୍ୟ-ୟ ର କାରଣ ହେଉଛି ପରିବେଶ ଓ ପରିବେଶ ରେ ରହୁଥିବା ମନୁଷ୍ୟ । ମନୁଷ୍ୟ ମାନେ ପରିବେଶ କୁ ନିଜ ଆବଶ୍ୟକତା ପାଇଁ ନ-ଷ୍ଟ କରି ଥାନ୍ତି । ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କରି ପ୍ରକୃତି କୁ ନ-ଷ୍ଟ କରିଥାନ୍ତି ସେଥି ପାଇଁ ବିଭିନ୍ନ ବି-ପ-ର୍ଯ୍ୟ-ୟ ଦେଖିବାକୁ ମିଳିଥାଏ ।
ପ୍ରକୃତି କୁ ନେଇ ପୃଥିବୀ ସୃଷ୍ଟି। ମଣିଷ ଙ୍କ ଜୀବନ ଶୈଳୀ ମଧ୍ୟ ଏହା ଉପରେ ନିର୍ଭର କର। ପରିବେଶ ଉପରେ ପ୍ରକୃତି ର ପ୍ରଭାବ ପକାଇ ଥାଏ। ମୌସୁମୀ ହେଉଛି ପ୍ରକୃତି ର ଅଂଶ । ଏହି ମୌସୁମୀ ରେ ଅଧିକ ବର୍ଷା ହୋଇ ସୃଷ୍ଟି ହୋଇ ଥାଏ ବାତ୍ୟା । ତେବେ ଶୁଣିବାକୁ ମିଳୁଛି ଯେ ଦକ୍ଷିଣ ଚିନ ସାଗରରେ ଏକ ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ଯାହା ଭିଏତନାମ ,ମିଆଁମାର ଓ ଥାଇଲ୍ୟାଣ୍ଡ ଅତିକ୍ରମ କରି ବଙ୍ଗୋପସାଗରରେ ପ୍ରବେଶ କରିବ । ଏହାକୁ ନେଇ ପାଣିପାଗ ବିଭାଗ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦେଇ ନାହାନ୍ତି । ଏହି ବାତ୍ୟା ଟି ଦୁଇ ଟି ଅଂଶ ରେ ପରିଣତ ହେବ । ପ୍ରଥମ ଅଂଶ ୯ ତାରିଖ ରେ ମିଆଁମାର ପାଖ ପାଖି ରହିବ ବୋଲି ସୂଚନା ମିଳିଛି ।
ଏହାର ପ୍ରଭାବ ଓଡ଼ିଶାର ଦକ୍ଷିଣ ଉପକୂଳରେ ପରିଲକ୍ଷିତ ହେବ । ଯାହା ଫଳରେ ରାଜ୍ୟ ରେ ପ୍ରବଳ ବର୍ଷା ହେବାର ଆ-ଶ-ଙ୍କା ରହିଛି । ଅନ୍ୟ ଅଂଶ ଟି ଦକ୍ଷିଣ ଚିନ ସାଗର ଅତିକ୍ରମ କରି ଭିଏତନାମ ଓ ଥାଇଲ୍ୟାଣ୍ଡ ରେ ଅତିକ୍ରମ କରିବ । ଫଳରେ ପ୍ରବଳ ବର୍ଷା ହେବ । ଏହି ବାତ୍ୟା ର ନାମ ‘ Jayod ‘ ରଖା ଯାଇଛି । ଏହା ଏବେ ଅତି ଭୀଷଣ ବାତ୍ୟା ରେ ସମୁଦ୍ର ରେ ପରିଣତ ହେଉଛି । ଏହାର ପ୍ରଭାବ ପୁରୀ ରେ ଅଧିକ ଦେଖିବା ମିଳିବ ଓ କେନ୍ଦ୍ରାପଡା, ଜଗସିଂପୁର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର ରେ ଏହାର ପ୍ରଭାବ ପଡିବାର ର ଏବେ ପର୍ଯ୍ୟନ୍ତ ସୂଚନା ମିଳିଛି । ତେବେ ଏହି ବାତ୍ୟା ଦୁଇ ଦିନ ମଧ୍ୟରେ ବଙ୍ଗୋପସାଗର ରେ ପ୍ରବେଶ କରିବାକୁ ଯାଉଛି । ଉତ୍ତର ପଶ୍ଚିମ ଦିଗ ରୁ ପ୍ରବଳ ବେଗରେ ପବନ ବୋହିବାର ସମ୍ଭାବନା ମଧ୍ୟ ରହିଛି । ଏହି ବାୟୁ ଆଗାମୀ ସମୟ ରେ ଘନୀଭୂତ ହେବାର ସମ୍ଭାବନା ରହିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।