କୋଚ୍ ହେବାପରେ ଆଗାମୀ ବିଶ୍ୱକପ ପାଇଁ ଦ୍ରାବିଡ଼ ଙ୍କ ବଡ଼ ନିଷ୍ପତି । କହିଲେ ଏହି 3 ଖେଳାଳି ଙ୍କୁ ମୁଁ ଖେଳେଇବି….

ନମସ୍କାର କ୍ରିକେଟ ପ୍ରେମୀ ବନ୍ଧୁଗଣ ଆମ ସ୍ୱାଗତ କରୁଛୁ Cricket News 24×7 କୁ ଆଜି ଆମେ ଜାଣିବା ରାହୁଲ ଦ୍ରାବିଡ଼ ଙ୍କ ବୟାନ ବିଷୟରେ । କୋଚ୍ ଦ୍ରାବିଡ଼ ଙ୍କ ସନ୍ଦେଶ ଆଗାମୀ ବିଶ୍ୱକପ ରେ ଏହି 3 ନୂଆ ପ୍ଲେୟାର ଙ୍କୁ ଚାନ୍ସ ଦିଆଯିବ ।

ଭାରତୀୟ କ୍ରିକେଟ ର ବିଶ୍ୱକପ ରେ ଲଜ୍ୟାଜନକ ବିଫଳତା ପରେ ରବି ଶାସ୍ତ୍ରୀ ଙ୍କ ବଦଳରେ ଦ୍ରାବିଡ଼ ଙ୍କୁ ମୁଖ୍ୟ କୋଚ୍ ବିବେଚିତ କରିଛନ୍ତି । ବର୍ତ୍ତମାନ ରୋହିତ ଓ ଦ୍ରାବିଡ଼ ଙ୍କ ଯୋଡି ଭାରତ କ୍ରିକେଟ କୁ କେତେ ଆଗକୁ ନେବେ ତାହା ର ଝଲକ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦେଖିବାକୁ ମିଳିଛି ।

ଭାରତୀୟ ବଡ ବଡ଼ କିମ୍ବଦନ୍ତୀ ଙ୍କ କହିବା ଅନୁସାରେ । ଦ୍ରାବିଡ଼ ଓ ରୋହିତ ଙ୍କ ଯୋଡି ଭାରତ କୁ ବିଶ୍ୱକପ ଜିତେଇବା ର ସକ୍ଷମ ହୋଇ ପାରିବେ । ଦ୍ରାବିଡ଼ ଙ୍କ କୋଚ୍ ହେବା ପରେ କହିଛନ୍ତି ଯେ ଆଗାମୀ ବିଶ୍ୱକପ ପାଇଁ ଏହି 3 ଟି ପ୍ଲେୟାର ଙ୍କୁ ଚାନ୍ସ ଦିଆଯିବ ।

ପ୍ରଥମ csk ର ଋତୁରାଜ ଗୈକ୍ୱାର୍ଡ, ଦ୍ୱିତୀୟରେ Kkr ର ଭେଙ୍କେତେଶ ଅୟର ଓ ତୃତୀୟ ରେ ଦିଲ୍ଲୀ ର ଆବେଶ ଖାଁ । ଦ୍ରାବିଡ଼ ଙ୍କ କହିବା ହିସାବରେ ଏହି 3 ପ୍ଲେୟାର ଙ୍କୁ ଖେଳାଯିବ ଆଗାମୀ ବିଶ୍ୱକପ ରେ ।

ଯଦି ଆଗକୁ ଆପଣ ଏଭଳି ଖବର ଜାଣିବାକୁ ଇଛୁକ ତାହେଲେ ତଳେ ଗୋଟିଏ ଲାଇକ କରିଦିଅନ୍ତୁ । ଆମେ ସବୁବେଳେ ଏହି ଭଳି ଖବର ଆପଣଙ୍କ ପାଖକୁ ନେଇ ଆସିବୁ ।

Leave a Reply

Your email address will not be published. Required fields are marked *