ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ କ୍ରିକେଟ ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା କେବେ ଧୋନି ଖେଳିବେ ଶେଷ ମ୍ୟାଚ ନିଜେ କହିଛନ୍ତି । ଆସନ୍ତୁ ଖବର କୁ ପଢିବା ।
ଧୋନି ଭାରତ କ୍ରିକେଟ ର କିମ୍ବଦନ୍ତୀ ବୋଲି ମାନିଥାନ୍ତି କ୍ରିକେଟ ପ୍ରେମୀ ଧୋନି ଙ୍କୁ ଭାରତ ର ପୁରୁଣା ଖେଳାଳି ମଧ୍ୟ ଧୋନି ଙ୍କ କିମ୍ବଦନ୍ତୀ ବୋଲି ମାନିଥାନ୍ତି । କପିଳ ଦେବ,ଗଭାସ୍କର ମଧ୍ୟ ଧୋନି ଙ୍କ ର ବଡ଼ ଫାନ୍ସ । ଧୋନି ଗତ କାଲି CSK ର ଆୟୋଜନ ସମ୍ବର୍ଦ୍ଧନା ସଭାରେ ଧୋନି ଖୁଲାସା କରିଛନ୍ତି ।
ଧୋନି କହିଛନ୍ତି ଭାରତ ର ଲୋକ ମତେ ବହୁତ ଭଲ ପାଇଛନ୍ତି । ଆଉ ବହୁତ ସପୋର୍ଟ କରିଛନ୍ତି ଯାହା ପାଇଁ ମୁଁ ଆଜି ଏଭଳି ଜାଗାରେ ପହଂଚିଛି । ମୋର ସଫଳତା ର ସବୁ ଶ୍ରେୟ ମୁ ମୋର ସାଥି ଖେଳାଳି ଓ ମୋର ଭାରତୀୟ କ୍ରିକେଟ ପ୍ରେମୀ ଦର୍ଶକ ବନ୍ଧୁଙ୍କୁ ଦେବୀ । CSK ଦଳ କୁ ବହୁତ ସପୋର୍ଟ କରିଛନ୍ତି ମୋର ଫାନ୍ସ ମାନେ ମୁଁ ମୋର IPL ର ଶେଷ ମ୍ୟାଚ…
ଚେନ୍ନାଇ ପାଇଁ ଚେନ୍ନାଇ ଗ୍ରାଉଣ୍ଡ ରେ ଖେଳିବି ତାହା ହେବ ମୋର ଶେଷ ମ୍ୟାଚ । ଯଦି ଧୋନି ଙ୍କ ଫାନ୍ସ ଆପଣ ହୋଇଥିବେ ତାହେଲେ ତଳେ ଗୋଟିଏ ଲାଇକ କରିବେ ।