ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଦୁଃଖଭରା ମନ ରେ ଅନୁଭବ ମହାନ୍ତି କେଉଁ ସବୁ କଥା କହିଛନ୍ତି ସମସ୍ତ ପୁରୁଷ ସମାଜ କୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଓଲିଉଡ ର ଜଣେ ଜଣାଶୁଣା ଅଭିନେତା ତଥା କେନ୍ଦ୍ରାପଡା ର ସାଂସଦ ଅନୁଭବ ମହାନ୍ତି ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ଛନ୍ତି । ତେବେ ନିକଟରେ ଅନୁଭବ ମହାନ୍ତି ଦୁଃଖ ଭରା ମନ ରେ ସମଗ୍ର ପୁରୁଷ ସମାଜ କୁ କହିଛନ୍ତି ଏପରି କିଛି କଥା ଯାହାକି ପୁରୁଷ ମାନଙ୍କୁ ଜାଣିବା ଦରକାର । ତେବେ ବନ୍ଧୁଗଣ ଅନୁଭବ କହିଥିବା ସେହି ସବୁ କଥା କୁ ଆସନ୍ତୁ ଜାଣି ନେବା।
ଓଲିଉଡ ର ଅଭିନେତା ଅନୁଭବ ମହାନ୍ତି ପ୍ରଥମେ ଏହା କହିଥିଲେ ଯେ ,ଟିକେ ଧୈର୍ଯ୍ୟ ରଖ ସବୁ କିଛି ଠିକ୍ ହୋଇଯିବ । ଜୀବନ ରେ ଯାହା ବି କିଛି ଭୁଲ କିମ୍ବା ଅସୁବିଧା ଅଛି କିଛି ସମୟ ଧୈର୍ଯ୍ୟ ରଖିବା ଦ୍ଵାରା ସେ ସମୟ ଚାଲି ଯାଇ ପୁଣି ସବୁ କିଛି ଠିକ୍ ହୋଇଯିବ ।ଯଦି ଘା ଅଧିକ ଗଭୀର ଅଟେ, ତାହେଲେ ବି ବ୍ୟସ୍ତ ହୁଅ ନାହିଁ କାହିଁକି ନା ସମୟ ଅଛି ତାହା ମଧ୍ୟ ପୂରଣ ହୋଇଯିବ।
ଏହା ପରେ ପୁଣି ଅନୁଭବ ମହାନ୍ତି ସମସ୍ତ ପୁରୁଷ ଜାତି କୁ ଏହା କହିଛନ୍ତି ଯେ , ତୁମେ ମାନେ ପୁରୁଷ ନା କି ତୁମେ ମହିଳା ଯେ ସବୁ ଦୁଃଖ ରେ କାନ୍ଦି ପକାଇବ ।ନିଜର ଦୁଃଖ ତଥା ନିଜ ଭିତରେ ଥିବା ଯ ନ୍ତ୍ର-ଣା ଉପରେ କାବୁ ରଖ କାହିଁକି ନା ଏକ ପ୍ରକୃତ ପୁରୁଷ କୁ ନିଜ ଦୁଃଖ ତଥା ନିଜ ଯ ନ୍ତ୍ର-ଣା ରେ ଭାଙ୍ଗି ନ ପଡି ଧୈର୍ଯ୍ୟ ର ସହିତ କାର୍ଯ୍ୟ କରିବାକୁ ହୋଇଥାଏ ।ଏହା ପରେ ମଧ୍ୟ କହିଛନ୍ତି ଯେ ଏକ ପ୍ରକୃତ ପୁରୁଷ ହେବାକୁ ଚାହୁଁ ଅଛ ଯଦି ତାହେଲେ ସର୍ବଦା ଚୁପ୍ ରହିବାକୁ ଚେଷ୍ଟା କର ।
ଶେଷ ରେ ଏମିତି କହିଛନ୍ତି ଯେ , ଯଦି ତୁମେ କାହାକୁ ପ୍ରେମ କରି ତା ପାଇଁ ଜୀବନ ବି ଦେଇଦେବ ତାହେଲେ ମଧ୍ୟ ତମକୁ ଧୋକାବାଜ୍ ବୋଲି କୁହାଯିବ ।ଏହା ପରେ କହିଛନ୍ତି ଯେ , ଅପେକ୍ଷା ର ବୋଝ ରେ କେତେ ଦିନ ଆଉ ଦାବି ହୋଇ ରହିବ , ବିଶ୍ୱାସ ର ପାହାଡ ହୋଇ କେତେ ଦିନ ଯାଏ ହୋଇ ରହିବ । ଏହା କୁହ କି ମୁଁ ପୁରୁଷ ଅଟେ ,ଆଉ ଭ ୟ ମତେ ବି ଲାଗିଥାଏ ,ଆଉ ମୋ ମନ କୁ ବି ଦୁଃଖ ହୋଇଥାଏ। ତେବେ ଦୁଃଖିତ ମନ ରେ ଏହିପରି କଥା କହି ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।