ଭଗବାନ ବଞ୍ଚେଇଲେ ଏହି ଯୁବକ ଙ୍କୁ । ଭଗବାନ ଙ୍କୁ ମାନୁଥିଲେ ଏହି Video ନିଶ୍ଚୟ ଦେଖନ୍ତୁ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଭଗବାନ୍ କିପରି ଭାବରେ ବଞ୍ଚାଇଦେଲେ ଏକ ଯୁବକ ର ଜୀବନ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି ଏକ ଏପରି ଭିଡିଓ ଯାହାକୁ ଦେଖୁ ଦେଖୁ ଲୋକ ମାନେ ଈଶ୍ୱର ଙ୍କୁ ହିଁ ପ୍ରାଥନା କରୁଛନ୍ତି। ବର୍ତ୍ତମାନ ସମୟ ରେ ସେହି ଭିଡିଓ ଟି ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହୋଇ ସାରିଲାଣି। ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ସେହି ଭିଡିଓ ଟି ରେ ଏମିତି କଣ ରହିଛି ।

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ସେହି ଭିଡିଓ ଟି ରେ ଏହା ଦେଖିବାକୁ ମିଳିଛି ଯେ ଏକ ଯୁବକ ଜଣକ ଜଳ ସ୍ରୋତ ରେ ଭାସି ଯାଉଛନ୍ତି । ତେବେ ଦର୍ଶକ ବନ୍ଧୁ ଏହି ଘଟଣା ଟି ଘଟିଛି ଆନ୍ଧ୍ର ପ୍ରଦେଶର ଏକ ଅଞ୍ଚଳ ରେ ।ତେବେ ଦର୍ଶକ ବନ୍ଧୁ ସୂଚନା ଯୋଗ୍ୟ କଥା ଏହା ଯେ , ଗତ କିଛି ଦିନ ହୋଇଯିବ ଆନ୍ଧ୍ର ପ୍ରଦେଶ ରେ ବହୁତ ପରିମାଣ ରେ ବର୍ଷା ହୋଇଥିବା କାରଣ ରୁ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ରେ ଦେଖା ଦେଇଛି ଜଳ ପ୍ର ଳ-ୟ । 

 

ତେବେ ଏହି ଲଘୁଚାପ ଦ୍ଵାରା ଆନ୍ଧ୍ର ପ୍ରଦେଶର ଅନେକ ଅଞ୍ଚଳ ଏବେ ଜଳମୟ ହୋଇ ଯାଇଛି । ତେବେ ଏକ ଯୁବକ ଜଣକ ସେହି ଜଳ ରେ ଭାସି ଯାଉଥିବାର ଦେଖା ଯାଇଛି । ହୁଏତ ଏହା ଭଗବାନ୍ ଙ୍କ ଚମତ୍କାର ହୋଇପାରେ ଏହା ପରେ ଭାସି ଭାସି ଯାଉଥିବା ଯୁବକ ଜଣକ ଯାଇ କୂଳ ରେ ଲାଗିଗଲା ଆଉ ଏହା ଶୁଭ ଖବର ଯେ ସେ ଯୁବକ ଜଣକ ଜୀବିତ ଅଛନ୍ତି । ତେବେ ସେହି ଯୁବକ ଜଣ କୁ ଭଗବାନ୍ ବଞ୍ଚାଇ ଦେଇଛନ୍ତି ବୋଲି ଅନେକ ଲୋକ ମାନେ କହୁଛନ୍ତି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *