E – Shrama କାର୍ଡ ରେ ମିଳିବ ଟଙ୍କା । ଆସିଲା List ଦେଖନ୍ତୁ ଆପଣଙ୍କ ନାମ List ରେ ଅଛି କି ନାହିଁ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , କେବେ ଓ କେଉଁ ମାନଙ୍କୁ ଇ ଶ୍ରମ କାର୍ଡ ରେ ପଇସା ମିଳିବାକୁ ଯାଉଛି। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ବନ୍ଧୁଗଣ ଇ ଶ୍ରମ କାର୍ଡ ବିଷୟ ରେ ଆପଣ ମାନଙ୍କୁ ସମସ୍ତଙ୍କୁ ତ ବେଶ୍ ଭଲ ଭାବରେ ଜଣା ଥିବ । ତେବେ ବନ୍ଧୁଗଣ ଗତ ମାସ ରେ ସରକାର ଜାରି କରିଥିବା ଏହି ଇ ଶ୍ରମ କାର୍ଡ କୁ ନେଇ ସରକାର ବର୍ତ୍ତମାନ 5000 ଟଙ୍କା କାର୍ଡ ଅଧିକାରୀ ଙ୍କ ଖାତା ଦେବାକୁ ଯାଉଛନ୍ତି । ତେବେ ଦର୍ଶକ ବନ୍ଧୁ ଏହି ଟଙ୍କା କାହାକୁ ମିଳିବ ଏବଂ କଣ ରହିଛି ସଂପୂର୍ଣ୍ଣ ତଥ୍ୟ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଭଲ ଭାବରେ ବୁଝି ପାରିବେ ।

ତେବେ ଅସଙ୍ଗଠିତ ଶ୍ରମୀକ ମାନଙ୍କ ପାଇଁ ପୂର୍ବରୁ ଆମ ରାଜ୍ୟ ସରକାର ଏକ ଲେବର କାର୍ଡ ଜାରି କରିଥିଲେ ସେହିପରି ଗତ ମାସ ରେ କେନ୍ଦ୍ର ସରକାର ମଧ୍ୟ ଶ୍ରମୀକ ମାନଙ୍କ ପାଇଁ ଇ ଶ୍ରମ କାର୍ଡ ଜାରି କରିଛନ୍ତି । ତେବେ ଲେବର କାର୍ଡ ଦ୍ଵାରା ପଇସା ମିଳିବା ସହିତ କାର୍ଡ ଥିବା ବ୍ୟକ୍ତି ଙ୍କ ପିଲା ଛୁଆ ପାଠ ପଢା ପାଇଁ ପଇସା ମଧ୍ୟ ମିଳୁଛି । 

ତେବେ ଏହି ଇ ଶ୍ରମ କାର୍ଡ ଟି କୁ 16 ରୁ 59 ବର୍ଷ ମଧ୍ୟରେ ରହିଥିବା ଅସଙ୍ଗଠିତ ଶ୍ରମୀକ ମାନେ ବନାଇ ପାରିବେ । ଏଣିକି ଏହି ଇ ଶ୍ରମ କାର୍ଡ ରେ ମଧ୍ୟ ପଇସା ମିଳିବ ବୋଲି ସୂଚନା ରହିଛି । ଯଦି ଆପଣ ଏହି ଇ ଶ୍ରମ କାର୍ଡ କୁ ବନାଇ ଥିବେ ତାହେଲେ ଆପଣ ମଧ୍ୟ ଏହାର ଲାଭ ଉଠାଇ ପାରିବେ ।

ସୂଚନା ଯୋଗ୍ୟ କଥା ଏହା ଯେ , ବର୍ତ୍ତମାନ ସମୟ ରେ ଏହା ସୂଚନା ରୁ ଜଣା ପଡ଼ିଛି ଯେ ଇ ଶ୍ରମ କାର୍ଡ ଥିବା ବ୍ୟକ୍ତି ମାନଙ୍କ ଖାତା କୁ ଆସିବ 5000 ଟଙ୍କା । କିନ୍ତୁ ଏହି ପଇସା କେବେ ଆସିବ ତାହା ନିର୍ଦ୍ଧିଷ୍ଟ ହୋଇ ନାହିଁ ହେଲେ ସୂଚନା ରୁ ଜଣା ପଡ଼ୁଛି ଯେ ପ୍ରାୟ ଆସନ୍ତା ମାସ ମଧ୍ୟରେ ଏହି ପଇସା ଆସିଯିବ । ତେବେ ବନ୍ଧୁଗଣ ଇ ଶ୍ରମ କାର୍ଡ ରେ ଆପଣଙ୍କ ନାମ ଠିକ୍ ଠାକ୍ ରହିଛି କି ନାହିଁ ଆପଣ ମାନେ ଏହା ଚେକ୍ କରି ନିଅନ୍ତୁ ଯଦି କୌଣସି ଭୁଲ ଥିବ ତାହେଲେ ପଇସା ଆସିବ ନାହିଁ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *