ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶଶୁର ଙ୍କ ସହିତ ଡାନ୍ସ ରେ ଠୁମକା ମିଶାଇଲେ ବୋହୂ । ତା ପରେ କଣ ଘଟିଲା ଘଟଣା ଟି ଜାଣନ୍ତୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସୋ-ସି-ଆ-ଲ ମି-ଡି-ଆ ବର୍ତମାନ ଦୁନିଆ ର ଏକ ଅଙ୍ଗ ହୋଇ ଉଠିଲାଣି । ବର୍ତମାନ ସୋ-ସି-ଆ-ଲ ମି-ଡି-ଆ ଏକ ଏପରି ପ୍ଲାଟଫର୍ମ ହୋଇ ଉଠିଲାଣି , ସମସ୍ତ ପ୍ରକାର ଶିକ୍ଷା ଆଜି କାଲି ସୋ-ସି-ଆ-ଲ ମି-ଡି-ଆରେ ଉପଲବ୍ଧ ହେଉଛି । ରୋଷେଇ ଘରେ କୌଣସି ଖାଦ୍ୟ ପଦାର୍ଥ ତିଆରି କରିବା ପ୍ରଣାଳି ଠୁ ଆରମ୍ଭ କରି ଦେଶ ବିଦେଶ ଖବର ଆମେ ସୋ-ସି-ଆ-ଲ ମି-ଡି-ଆ ରୁ ପାଇ ପାରୁଚୁ । ଅନେକ ଲୋକ ଏହି ସୋ-ସି-ଆ-ଲ ଠୁ ରୋଜଗାର କରି ପରିବାର ପୋଷଣ ମଧ୍ୟ କରୁଛନ୍ତି ତ ଅନେକ ପିଲା ଆଜି କାଲି ଏହି ସୋ-ସି-ଆ-ଲ ମି-ଡ଼ି-ଆ ରେ ପାଠ ପଢ଼ୁଛନ୍ତି ।
ଏହା ସହିତ ଏହି ସୋ-ସି-ଆ-ଲ ମି-ଡ଼ି-ଆ ଏବେ ମଧ୍ୟ ଏକ ପ୍ଲାଟଫର୍ମ ହୋଇ ଉଠୁଚି ଯେଉଁଠି ପିଲା ମାନେ ନିଜ ନିଜ ପ୍ରତିଭା ଦେଖାଇ ପାରୁଛନ୍ତି । ଯାହା ଦ୍ଵାରା ପ୍ରତିଭା ର ମଧ୍ୟ ବିକଶିତ ହେଉଛି । କିଛି ଭଲ ଓ କିଛି ଖ-ରା-ପ ଭିଡିଓ ଆମେ ସୋ-ସି-ଆ-ଲ ମି-ଡି-ଆ ରେ ଦେଖିବାକୁ ପାଇଥାଉ । ଦେଶ ରେ ପ୍ରତି ଟି କୋଣ ଅନୁକୋଣ ରେ ସମସ୍ତେ ସୋ-ସି-ଆ-ଲ ମି-ଡି-ଆ ସହିତ ସମ୍ପୂର୍ଣ୍ଣ ଭାବେ ଜଡ଼ିତ । ତେବେ ସବୁ ଦିନ ନାନା ପ୍ରକାର ଭିଡିଓ ଆସିଥାଏ । ଆମେ ମଧ୍ୟ ଦେଖି ନାଚ , ଗୀତ , କୁ ଉପଭଗ କରିଥାଉ । ତେବେ ଭାଇ – ଭଉଣୀ ନଚିବା ହେଉ କିମ୍ବା ସ୍ବାମୀ ସ୍ତ୍ରୀ ନାଚିବ ହେଉ । ଏପରି ଅନେକ ଭିଡିଓ ଭା-ଇ-ରା-ଲ୍ ହେଉଛି ନିତିଦିନ ।
କିନ୍ତୁ ଆଜି ଯେଉଁ ଭିଡିଓ ବିଷୟ ରେ କୁହା ହଉଚି ତାହା ଏକ ଆଶ୍ଚର୍ଯ୍ୟ ବୋଲି ସାଧାରଣ ଲୋକେ ମଧ୍ୟ କହିଛନ୍ତି। ଭିଡିଓ ଟି ରେ ଦେଖା ହୋଇଛି ବୋହୂ ଟି ଶଶୁରଙ୍କ ସହିତ ନଚିବାରେ । ଶଶୁର ହେଉଛନ୍ତି ବାପା ଙ୍କ ପରି । ସେ ସମ୍ମାନନୀୟ ପଦ ଧାରି ସଂପର୍କ । କିନ୍ତୁ ଏପରି କର୍ମ କାର୍ଯ୍ୟ ରେ ତାଙ୍କ ପ୍ରତି କୌଣସି ଭକ୍ତି ବା ସମ୍ମାନ ନ ରହିବା କଥା ସମସ୍ତେ କହିଛନ୍ତି ।ଭିଡିଓ ଟି ଭା-ଇ-ରା-ଲ୍ ହେଉଛି ଓ ଲୋକ ମାନେ ଦେଖି ନାନା ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ କହୁଛନ୍ତି କି ବର୍ତମାନ ସମୟ ପରିବର୍ତ୍ତନ ହୋଇଛି ।
ତେଣୁ ଏହା ଏକ ସାଧାରଣ ଘଟଣା ତ ଆଉ କିଏ କିଏ କେତେବେଳେ କହୁଛନ୍ତି ଯେ ଉପଯୁକ୍ତ ଶିକ୍ଷା ଅଭାବ ରେ ସମାଜ ନିମ୍ନ ଦିଗ ରେ ଗତି କରୁଛି ଯାହା ର ନିଦର୍ଶନ ହେଉଛି ଏପରି ଭିଡିଓ ସମସ୍ତ । ତେବେ ବୋହୂ ଟି ଉପଯୁକ୍ତ ଶିକ୍ଷା ବା ଉଚିତ୍ ଶିକ୍ଷା ପାଇଥିଲେ କେବେ ହେଲେ ନିଜ ଶଶୁର ଙ୍କ ସହିତ ନାଚି ପାରି ନଥାନ୍ତା ବୋଲି ସମସ୍ତେ କହିଛନ୍ତି । ଏପରି ନା ନା ଭିଡିଓ ଭା-ଇ-ରା-ଲ ହୋଇ ସମାଜ ର ବର୍ତମାନ ର ଅବସ୍ଥା ବିଷୟ ରେ ଜଣାଇ ଦିଆ ଯାଇଛି । ଏପରି ଯଦି ଉଚିତ୍ ଶିକ୍ଷା ଅଭାବ ରହିବ , ଭବିଷ୍ୟତ ବଡ଼ ଭ-ୟା-ନ-କ ହେବ ବୋଲି ସମସ୍ତଙ୍କ ମତ ରହିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।