ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମହିଳା ଙ୍କ ଗୁପ୍ତ ଜାଗାରେ ହାତ ମାରି ଫ-ସି-ଲେ ଯୁବକ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ଓ ଦେଖିବା Video।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ନାରୀ ମାନକୁଁ ଆମ ସମାଜରେ ପୂଜ୍ୟ ରୂପରେ ଗଣନା କରାଯାଏ । ସବୁ ସ୍ଥାନ ରେ ସବୁ ଜାଗା ରେ ନାରୀ ମାନ କୁ ଉଚ୍ଚଶୋନ ଦିଆ ଯାଇଥାଏ । ଆଉ ଏହି ଭଳି ପରିସ୍ଥିତି ରେ ଆମେ ନାରୀ ମାନକୋ ସମ୍ମାନ କୁ ସବୁଠୁ ଅଧିକ ଗୁରୁତ୍ଵ ଦେଇଥାଉ। ଆଉ ସମସ୍ତ କୁ ମହିଳା ମାନ କୁ ସମ୍ମାନ ଦେବା କହିଥାଉ କିନ୍ତୁ କାମ ରେ କେହି ଏହାକୁ ପାଳନ କରନ୍ତି ନାହିଁ ।
ସେଥିପାଇଁ ସମାଜ ରେ ଦିନ କୁ ଦିନ ଅ-ପ-ରା-ଧ ର ମାତ୍ରା ବଢ଼ି ବଢି ଚାଲିଛି। କୋଉଠି ଜୋ-ର-ଜ-ବ-ର-ଦ-ସ୍ତି ହୋଉଛି ଟା ଆଉ କାଉଥି ନାରୀ ର ସମ୍ମାନ କୁ ନେଇ ଆଙ୍ଗୁଳି ଉଠା ଯାଇଛି। ଯାହା ଦ୍ଵାରା ଅପ ଘଟଣା ଇତ୍ୟାଦି ବଢ଼ି ବଢି ଚାଲିଛି। ଯାହା ଦ୍ବାରା ଜଣେ ନାରୀ ସୁରକ୍ଷିତ ହୋଇ ପାରୁନାହିଁ ।ସେ ଘରୁ ଏକ ବାହାରିବାକୁ ମଧ୍ୟ ଭୟ କରୁଚି। ସେ ଆସନ୍ତୁ ଜାଣିବା ଏକ ଏହି ପରି ଘଟଣା ଯାହା ଶୁଣିବା ମାତ୍ରେ ଆପଣ ବି ଚକିତ ହେଇଯିବେ ।
ଘଟଣାଟି ଘଟିଛି ଉଗାଣ୍ଡା ରେ ଯାହା ଶୁଣିଲେ ଆପଣ ବି ଆଶ୍ଚ୍ଯ୍ୟ ହେଇଯିବେ। ଉଗାଣ୍ଡା ର ଜଣେ ମହିଳା ଭରାନିକା ଲୁଗାୟା ଯିଏ କି ଜଣେ ପପ୍ ଦନ୍ସର୍ ସେ ଥରେ ଏକ ସ୍ଥାନ ରେ ଷ୍ଟେଜ ପ୍ରଗରମ୍ କରୁଥିଲେ । ଆଉ ଠିକ୍ ଏହି ସମୟ ରେ ଜଣେ ଦର୍ଶକ ତାଙ୍କ ଗୁପ୍ତ ଜାଗାକୁ ଛୁଇଁବାକୁ ଚେଷ୍ଟା କରିଥିଲେ । ଯାହା ତାଙ୍କୁ ବହୁତ ଅ-ପ-ମା-ନ ଲାଗିଥିଲା। ଏହା ପରେ ଭରାନିକା ଲୁଗାୟା ସଙ୍ଗେ ସଙ୍ଗେ ସେହି ଯୁବକ କୁ ଗୋଇଠା ମାରିଥିଲେ।
ଆଉ ତାକୁ କିପରି ଉଚିତ୍ ଦ-ଣ୍ଡ ଦିଆଯିବ ସେ ବ୍ୟବସ୍ଥା ମଧ୍ୟ କରିଥିଲେ । ଆମ ଦେଶ ବାହା ରେ ମହିଳା ମାନେ ତାଙ୍କ ଵ ଯା ର ସୁରକ୍ଷା ଅନେକ ଭଲ ଭାବରେ କରି ପାରନ୍ତି ।ଏ ଠାରେ ମହିଳା ମାନେ ନିଜ ସମ୍ମାନ ପାଈ ଜଗନ୍ତି କଲେ ତାଙ୍କୁ କେହି କିଛି କହିଦେବ ବୋଲି କିନ୍ତୁ ବାହାରେ ମହିଳା ମାନେ ନିଜେ ଅ-ପ-ମା-ନ ର ହିସାବ ନିଜେ କରନ୍ତି । ଆଉ ଦୋ-ଷୀ କୁ ଉଚିତ୍ ଦ-ଣ୍ଡ ମଧ୍ୟ ଦିଅନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।