ଦର୍ଶକ ଙ୍କ ମୁଁହରେ ପରିସ୍ରା କଲେ ଲେଡି ସିଙ୍ଗର Live Show ରେ । ଆସନ୍ତୁ ଦେଖିବା ସେହି Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦର୍ଶକ ଙ୍କ ମୁଁହ ରେ ପରିସ୍ରା କରି ଅଡ଼ୁଆ ରେ ପଡିଲେ ଏହି ଗାୟିକା । କଣ କହିଲେ ନିଜେ ଦେଖନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଗାୟକ ଗାୟିକା ନଥିଲେ ମନୋରଞ୍ଜନ ହୋଇପାରନ୍ତା ନାହିଁ କେବେ ହେଲେ । ତେଣୁ ଦର୍ଶକ ମାନେ ହେଉଛନ୍ତି ସେମାନଙ୍କ ପାଇଁ ଭଗବାନ ସଦୃଶ । ଅନେକ ସ୍ଥାନ ରେ କୌଣସି ପର୍ବ ପର୍ବାଣୀ ସମୟ ରେ ମ୍ୟୁଜିକଲ୍ ସୋ ହୋଇଥାଏ । ଅନେକ ଗାୟକ ଗାୟିକା ଆସି ଗୀତ ଗାଇ ଦର୍ଶକ ଙ୍କ ମନୋରଞ୍ଜନ କରିଥାନ୍ତି । ଆଉ କେତେବେଳେ ନୃତ୍ୟାଙ୍ଗନା ମାନେ ଆସି ନାଚି କରି ଲୋକ ଙ୍କ ମନୋରଞ୍ଜନ କରନ୍ତି । ଅନେକ ସମୟ ରେ କମେଡିଆନ ଆସି ନିଜ ହସ କଥା କହି ଦର୍ଶକ ଙ୍କୁ ହସାଇଥାଏ । ବେଳେ ବେଳେ ଭଲ ପରଫାର୍ମନ୍ସ ଦେଇ ଷ୍ଟେଜ ଉପରେ ବାଃ ବାଃ ସାଉଁଟି ଥାନ୍ତି ତ ଆଉ କେତେବେଳେ ଆପତ୍ତି ଜଣକ କଥା କହି ବା କାର୍ଯ୍ୟ କରି ଅଡ଼ୁଆ ରେ ପଡିଥାନ୍ତି କଳାକାର ମାନେ । 

 

ଆମେରିକାର ଜଣେ ପ୍ରସିଦ୍ଧ ଗାୟିକା ଏକ ଲାଇଭ୍ କନ୍‌ସର୍ଟରେ ତାଙ୍କ ଫ୍ୟାନ୍ସମାନଙ୍କ ସହ ଏଭଳି କିଛି କରିଥିଲେ ଯେଉଁଥି ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ଗାୟିକାଙ୍କୁ ନେଇ ବର୍ତ୍ତମାନ ସବୁଆଡେ ସମାଲୋଚନା କରାଯାଉଛି । ଆମେରିକା ରେ ଏହି ଗାୟିକା ନିଜେ ତାଙ୍କର ଏଭଳି ଘୃଣ୍ୟ କାର୍ଯ୍ୟ ପାଇଁ କ୍ଷ-ମା ପ୍ରାର୍ଥନା ମଧ୍ୟ ମାଗିଥିଲେ । ଘଟଣା ଟି ହେଉଛି ବାସ୍ତବରେ, ପ୍ରସିଦ୍ଧ ଗାୟିକା ତଥା ଗୀତିକାର ସୋଫିଆ ଉରିସ୍ତା ତାଙ୍କ କାର୍ଯ୍ୟକ୍ରମ ସମୟରେ ଜଣେ ପ୍ରଶଂସକଙ୍କ ମୁହଁରେ ପରିସ୍ରା କରିଦେଇଥିଲେ । ଯାହାକି ତାଙ୍କର ଏହି ଭିଡିଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବା ପରେ ଗାୟିକଙ୍କୁ ଟାର୍ଗେଟ କରାଯାଇଥିଲା । 

 

ଘଟଣା ଅନୁସାରେ ଗାୟିକା ସୋଫିଆ ଉରିସ୍ତା କିଛି ଦିନ ପୂର୍ବରୁ ଏକ ଲାଇଭ୍ କନ୍ସର୍ଟ ସମୟରେ ଷ୍ଟେଜ୍‌ରେ ତାଙ୍କର ଜଣେ ପ୍ରଶଂସକଙ୍କୁ ଡାକି ତାଙ୍କୁ ତଲେ  ଶୁଆଇ ତାଙ୍କ ଉପରେ ପରିସ୍ରା କରି ଦେଇଥିଲେ । ଏହି ଭିଡିଓ ଟି ସମସ୍ତେ ନିଜ ମୋବାଇଲ ରେ ଉଠାଇ ନେଇଥିଲେ । ବର୍ତମାନ ଏହିଁ ଭିଡିଓ ଏବେ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହାକୁ ନେଇ ଲୋକମାନେ ରା-ଗି-ଯା-ଇ ବହୁ ସମାଲୋଚନା କରିଛନ୍ତି । ଏହା ପରେ ସୋଫିଆ ଶେଷରେ ତାଙ୍କର ଏହି କାର୍ଯ୍ୟକଳାପ ପାଇଁ କ୍ଷ-ମା ମାଗିଛନ୍ତି । ତଥାପି ମଧ୍ୟ ଦର୍ଶକ ମାନେ ତାଙ୍କ ଉପରେ ରା-ଗି ରହିଛନ୍ତି । ଅନେକ ସମାଲୋଚନା କରୁଛନ୍ତି ।

 

ତେବେ ସେ ନିଜ ସୋ-ସି-ଆ-ଲ ମି-ଡି-ଆରେ ଲେଖିଛନ୍ତି ଯେ  ସେ ନିଜେ ସବୁବେଳେ ମଞ୍ଚ ଉପରେ ନିଜ ସୀମା ମଧ୍ୟରେ ରୁହନ୍ତି ଏବଂ ସେ ତାଙ୍କ ଚତ୍ମକାର ପ୍ରଦର୍ଶନ ଓ  ସଙ୍ଗୀତ ମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପସନ୍ଦ କରନ୍ତି । ହେଲେ  ସେତେବେଳେ ଯାହା କିଛି ବି ଘଟିଲା ସେଥିପାଇଁ ବହୁତ ଦୁଃ-ଖି-ତ ଓ ଏହିଁ ଘଟଣା ପାଇଁ ସେ କ୍ଷ-ମା ମାଗିଛନ୍ତି । ଏପରି ଘଟଣା ଘଟାଇ ନାନା ସମୟ ରେ ଅନେକ କଳାକାର ଲୋକ ଲଜ୍ୟା ର ଶିକାର ହୋଇଥାନ୍ତି । ଅନେକ ଲୋକ ଙ୍କ ଭଲ ପାଇବା ହରାଇଥାନ୍ତି । ତେବେ ନିଜ ସୀମା ମଧ୍ୟରେ ରହିବା ଉଚିତ୍ ବୋଲି ଦର୍ଶକ ମାନେ କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *