ଏବେ ଏବେ ଆସିଲା ଦୁଃଖଦ ଖବର । ଓଡ଼ିଆ ସିନେ ଜଗତରେ ପ୍ରାଣ ହରେଇଲେ ଆଉ ଏକ ହିରୋଇନ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଓଡ଼ିଆ ଫିଲ୍ମ ଜଗତ ପାଇଁ ଆସିଲା ଆଉ ଏକ ଦୁଃଖଦ ଖବର । ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ର ଘଟିଛି ପରଲୋକ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଓଡ଼ିଶାରେ ଶହେ ରୁ ଶତକଡା ଲୋକ ଓଡ଼ିଆ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ଓଡ଼ିଆ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ତେବେ କେହି ଅଭିନେତା ବା ଅଭିନେତ୍ରୀ ଙ୍କ ପ-ର-ଲୋ-କ ସିନେମା ଜଗତ ପାଇଁ ଏକ ପ୍ରକାର ଶୋକ ପ୍ରକାଶ ଜନିତ ଖବର ହୋଇଥାଏ । 

 

ସେହିପରି ଏକ ଦୁଃ-ଖ-ଦ ଖବର ଆସି ପହଞ୍ଚିଛି ଆମ ସମସ୍ତଙ୍କ ପାଖରେ । ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ପ-ର-ଲୋ-କ ରେ ଅନେକ କଳାକାର ମାନେ ଦୁ-ଖଃ ପ୍ରକାଶ କରିଛନ୍ତି । ଏବଂ ସିନେମା ଜଗତ ରେ ଶୋ-କ ର ଛାୟା ଖେଳି ଯାଇଛି ।ଓଡ଼ିଶା ପାଇଁ ସେ ଥିଲେ ଗର୍ବ । ଉତ୍ତର ପୂର୍ବ ଓଡ଼ିଶା ର ଗଞ୍ଜାମ ଜିଲ୍ଲା ରୁ ଏହି ଅଭିନେତ୍ରୀ ଜଣକ । ତେବେ କିଛି ଦିନ ଧରି ଏହି ଅଭିନେତ୍ରୀ ଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନ ରହିବା ରୁ ପରିବାର ଲୋକ ମାନେ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିଲେ । 

 

ଡାକ୍ତର ତାଙ୍କୁ ଚିକିତ୍ସା କରିବା ସମୟ ରେ ପରିବାର ବର୍ଗ ଙ୍କୁ ଫୁଡ୍ ପ-ୟ-ଜ-ନ ହୋଇ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏପରି ହୋଇଥିବା କଥା ଜଣାଇଥିଲେ । ତେବେ ତାଙ୍କ ନାମ ପ୍ରିୟଙ୍କା । ପରେ ପ୍ରିୟାଙ୍କା ଙ୍କୁ ପରିବାର ଲୋକ ମାନେ ଡାକ୍ତରଖାନା ରୁ ଘରକୁ ନେଇ ଚାଲି ଆସିଥିଲେ । ହେଲେ ପରବର୍ତ୍ତୀ କାଳ ରେ ଘରେ ତାଙ୍କର ପ-ର-ଲୋ-କ ହୋଇଥିବା ବୋଲି ପରିବାର ଲୋକ ମାନେ ପ୍ରକାଶ କରିଛନ୍ତି । ତେବେ ପ୍ରିୟଙ୍କା ୨୦୧୯ ମସିହା ରେ ମିସ୍ ଗଞାମ୍ ଟାଇଟେଲ ଜିତିଥିଲେ । ଏବଂ ୨୦୨୧ ରେ ସେ ମିସ୍ ଫେସନ ଆଇକନ୍ ହୋଇଥିଲେ । ଫେସନ ଡିଜାଇନର ସେ ଶିଖୁଥିଲେ । ତେବେ ଫେସନ ଡିଯାଇନିଂ ସହିତ ତାଙ୍କର ପାଠପଢା ରେ ବି ରୁଚି ରହିଥିଲା ।

 

ତେବେ ବର୍ତମାନ ର ସମୟ ଯେମିତି ହୋଇ ସାରିଲାଣି କାହାର କେତେବେଳେ ପ-ର-ଲୋ-କ ଘଟି ଯାଉଚି କେହି ଜାଣିନାହାନ୍ତି । ମ-ର-ଣ ଯେତେବେଳେ ଆସୁଛି , ବୟସ , ସମୟ , ଭଲ ଲୋକ, ଖ-ରା-ପ ଲୋକ ଦେଖୁନାହିଁ । ତେବେ ଗଞାମ୍ ସୁନ୍ଦରୀ ଙ୍କ ଅ-କା-ଳ ବି-ୟୋ-ଗ ପରେ ପ୍ରଶଂସକ ଏବଂ ଓଲିଉଡ ଜଗତ ର କିଛି କଳାକାର ମାନେ ବି ତାଙ୍କର ଏହି ପ-ର-ଲୋ-କ ରେ ଦୁ-ଖଃ ପ୍ରକାଶ କରିଛନ୍ତି । ଶୋ-କ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମସ୍ତେ ଶାନ୍ତ୍ବନା ଦେଇଛନ୍ତି । ତେବେ ସେ ବୋଧ ହୁଏ ଭବିଷ୍ୟତ ଥିଲେ ଫ୍ୟାସନ ଜଗତ ରେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *