ଏହି ଝିଅଟି ଯାହା କହିଲା ଏହି Video ରେ କେବଳ ଝିଅ ମାନେ ଦେଖନ୍ତୁ…ପୁଅ ମାନେ ଜମା ଦେଖନ୍ତୁ ନାହିଁ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ଏମିତି ଏକ Video ଏହି ଝିଅର ଯାହାକୁ ସବୁ ଝିଅ ଦେଖିବା ଓ ଜାଣିବା ଦରକାର । ଦେବେ ଆସନ୍ତୁ ଖବର ସମ୍ପର୍କ ରେ କିଛି ଜାଣିବା ଓ ଭିଡ଼ିଓ ଦେଖିବା ।

ଆଜି କାଲି ଦୁନିଆରେ ପ୍ରେମ ବିବାହ ଏକ ବହୁତ ଛୋଟ କଥା ହେଇଗଲାଣି । ଯିଏ ଯାହାକୁ ପସନ୍ଦ କରୁଛି ତାକୁ ବହା ହେଇପଡୁଛି ଜୀବନସାଥୀ ର ଘର ଦ୍ୱାର ବାପା ମା ଜାତି ଗୋତ୍ର କିଛି ଜଣା ନଥିଲେ ବି ବାହା ହେଇ ପଡୁଛନ୍ତି ଯୁବ ପିଢ଼ି । ଏହାକୁ ନେଇ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଉପୁଜୁଛି ହେଲେ ବି ସୋସିଆଲ ମିଡିଆରେ

ଏହାର ଅନେକ ଉଦାହରଣ ଦେଖୁଥିଲେ ମଧ୍ୟ ସଚେତେନ ହେଉନାହାନ୍ତି । ବାପା ମା ଯିଏ ଏ ଦୁନିଆରେ ମଣିଷ କରୁଛନ୍ତି ତାକୁ ବି ପଚାରୁ ନାହାନ୍ତି । ଯୁବ ପିଢ଼ି ଓ ପିତା ମାତା ଙ୍କୁ ଏହି ଭିଡ଼ିଓ ରେ ଝିଅଟି ଉଚିତ କଥା କହିଛି ।

ଝିଅଟି କହିଛି ଯେ ଯଦି ଆମେ ଆମ ପସନ୍ଦର ପୁଅ କି ଝିଅ କୁ ବିବାହ କରିଥାଉ ଯଦି ପଛରେ କିଛି ଅସୁବିଧା ହୋଇଥାଏ ବାପା ମା କିଛି ନବୁଝି ଆମକୁ ଦୋଷ ଦେଇଥାନ୍ତି । ତୁ ତୋ ପସନ୍ଦର ବାହା ହେଇଥିଲୁ ଏବେ କଣ ହେଲା । ଯଦି ଆମେ ବାପା ମା ଙ୍କ ପସନ୍ଦର ବାହା ହେଉଥାଉ ତାପରେ କିଛି ବି ଅସୁବିଧା ହୋଇଥାଏ ତାହେଲେ ବାପା ମା ଆମ ଭାଗ୍ୟ କୁ ଦୋଷୀ କରଥାନ୍ତି । ଝିଅ ଟି ଏମିତି କହି ଚର୍ଚ୍ଚାରେ ।

ଯଦି ଏହି ଝିଅ କହିଥିବା କଥା ଆପଣଙ୍କୁ ଠିକ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ କରିବେ ଓ ଏହି ଖବର କୁ ନିଶ୍ଚିତ Share କରିବେ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *