ଯଦି ଏହି Video କ୍ୟାମେରା ରେ କଏଦ ନହେଇଥାନ୍ତା କେହି ବିଶ୍ୱାସ କରି ନଥାନ୍ତେ । ଛୋଟ ପିଲା ଦେଖିବା ମନା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏହି ଝିଅଟି ଯାହା କଲା ନା ଦେଖିଲେ ଆପଣ ଚମକି ପଡିବେ, ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତମାନ ଭାରତ ବର୍ଷ ର ଜନସଂଖ୍ୟା ର ପ୍ରାୟ ୯୦-୯୫ ପ୍ରତିଶତ ଲୋକ ଙ୍କ ପାଖରେ ସ୍ମାର୍ଟ ଫୋନ୍ ରହିଛି । ଯାହାଦ୍ବାରା ସେମାନେ ବର୍ତମାନ ଦେଶ ବିଦେଶ ଖବର ଜାଣିପାରୁଛନ୍ତି ତଥା ସୋ-ସି-ଆ-ଲ ମି-ଡ଼ି-ଆ ରେ ମଧ୍ୟ ଏକ୍ଟିଭ ରହି ପାରୁଛନ୍ତି । ତେବେ ଏହି ସୋ-ସି-ଆ-ଲ ମି-ଡ଼ି-ଆ ର ଅନେକ ଭଲ ଦିଗ ଥିବା ବେଳେ ଅନେକ ଖ-ରା-ପ ଦିଗ ମଧ୍ୟ ରହୁଚି । ଅନେକ ସ୍ଥାନ ରେ ଏହା କେବଳ ସମୟ ର ଅପଚୟ କରିଥାଏ । କିନ୍ତୁ ବର୍ତମାନ ଏହା ଏକ ପ୍ରତିଭା ବିକାଶ କରୁଥିବା ପ୍ଲାଟଫର୍ମ ଭାବେ ପରିଗଣିତ ହେଉଛି । ଏହି ସୋ-ସି-ଆ-ଲ ମି-ଡି-ଆ ରେ  ଗୀତ ସହିତ ତାଳେ ତାଳେ ନାଚି ଭିଡିଓ କରୁଛନ୍ତି ଯୁବକ ଯୁବତୀ , ତଥା ଛୋଟ ଛୋଟ ନାଟକ ମଧ୍ୟ କରୁଛନ୍ତି । 

 

ସୋସିଆଲ ମିଡ଼ିଆ ଏବେ ମଧ୍ୟ ଏକ ପ୍ଲାଟଫର୍ମ ହୋଇ ଉଠୁଚି ଯେଉଁଠି ପିଲା ମାନେ ନିଜ ନିଜ ପ୍ରତିଭା ଦେଖାଇ ପାରୁଛନ୍ତି । ଯାହା ଦ୍ଵାରା ପ୍ରତିଭା ର ମଧ୍ୟ ବିକଶିତ ହେଉଛି । ଦେଶ ରେ ପ୍ରତି ଟି କୋଣ ଅନୁକୋଣ ରେ ସମସ୍ତେ ସୋ-ସି-ଆ-ଲ ମି-ଡି-ଆ ସହିତ ସମ୍ପୂର୍ଣ୍ଣ ଭାବେ ଜଡ଼ିତ । ବର୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଅନେକ କିଛି ଭିଡିଓ ଦେଖିବାକୁ ପାଇଛୁ ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭିଡିଓ ଟି ରେ ଜଣେ ଝିଅ ପଞ୍ଚ ମା-ରି-ବା-ର ନଜର ଆସୁଛି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଝିଅର ପଞ୍ଚ ଏତେ ଫାଷ୍ଟ ଅଛି ଯେ ତାହା ନଜର ଆସୁ ନାହିଁ । 

 

ସେଥି ପାଇଁ ସେ ହାତ ରେ ପାଉଡର ଭଳି କିଛି ପଦାର୍ଥ ଲଗାଇ ପଞ୍ଚ ଟି ମାରୁଚି ଯାହା ଫଳରେ ଆମ ପଞ୍ଚ ଟି ତ ତୀବ୍ରତା ଦେଖି ପାରିବୁ । ଏହା ପରେ ଆଉ ଗୋଟେ ଭିଡିଓ ରେ ଦେଖା ଯାଇଛି ଯେ କିଛି ଲୋକ ଦଉଡ଼ି ଓ ପର୍ବତାରୋହଣ ଜିନିଷ ବ୍ୟବହାର ନ କରି ପର୍ବତ ଆରୋହଣ କରିଛନ୍ତି । ଅନେକ ଲୋକ ଙ୍କ ଇଚ୍ଛା ଥାଏ ଏପରି , ଏଣୁ ସେଥିପାଇଁ ସେମାନେ ଏପରି ଦୁଃ-ଶା-ହ-ସି-କ କାର୍ଯ୍ୟ କରିଥାନ୍ତି । ଆଉ ଗୋଟେ ଭିଡ଼ିଅ ରେ ଦେଖା ଯାଇଛି ଯେ ନୂତନ ଟେକ୍ନୋଲୋଜି କୁ ବ୍ୟବହାର କରି କେହି ଜଣେ ବାଥ୍ ଟବ୍ ରେ ଆକାଶ ରେ ଉଡ଼ି ଯାଉଛନ୍ତି।

 

ଏପରି ନାନା ଭିଡିଓ ବର୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଆମେ ଦେଖିବାକୁ ପାଇଛୁ ।ତା ପରେ ଆଉ ଏକ ଭିଡିଓ ରେ ଆମେ ଦେଖୁଛୁ ଯେ ବ୍ୟାକ ଫ୍ଲିପ କରୁଥିବା ଅନେକ ଲୋକଙ୍କୁ । ଲୋକେ ପବନରେ ମାତ୍ର ଗୋଟିଏ ଥର ବ୍ୟାକ ଫ୍ଲିପ କରିପାରନ୍ତି ହେଲେ ଏହି ଭିଡିଓ ରେ ବ୍ୟକ୍ତି ଜଣକ ଏପରି କଳା ଯୁକ୍ତ ଲୋକ ଯିଏ ପବନରେ ଦୁଇ ଥର ବ୍ୟାକ ଫ୍ଲିପ ମାରିପାରିବେ । ଭା-ଇ-ରା-ଲ ଭିଡିଓ ଗୁଡ଼ିକ ଆମେ ସୋ-ସି-ଆ-ଲ ମି-ଡି-ଆ ରେ ଦେଖିଥାଉ । ଫେସବୁକ୍ ହେଉ ବା ୟୁଟ୍ୟୁବରେ ଆମେ ଏପରି ନା ନା ପ୍ରକାର ଭିଡିଓ ଦେଖିବାକୁ ପାଉ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *