ଫୁଣି କ୍ରିକେଟ ପଡ଼ିଆରେ ଘଟିଲା ଭୟଙ୍କର ଅଘଟଣ । ଦେଖ ସେହି ସମୟର Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଫିଲ୍ଡିଙ୍ଗ ବେଳେ ମୁଁହ ରେ ବାଜିଲା ଵଲ୍ । ପଡିଆ ରୁ ସିଧା ଡାକ୍ତରଖାନା ଗଲେ ଏହି ଖେଳାଳି ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କ୍ରିକେଟ ଖେଳ କାହାକୁ ବା ଭଲ ନ ଲାଗିଥାଏ । ସମସ୍ତେ ସମୟ ପାଇଲେ ଯେପରି କ୍ରିକେଟ ଖେଳନ୍ତି , ସେପରି ଖେଳ ଦେଖି ବି ଥାନ୍ତି । ଛୋଟ ପିଲା ମାନେ ମଧ୍ୟ ପଡିଆ କୁ ସମୟ ପାଇଲେ କ୍ରିକେଟ ଖେଳିବାକୁ ଚାଲିଯାଆନ୍ତି । ତେବେ ବର୍ତମାନ ଆମେ ଜାଣିଚୁ ଯେ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଛି ଟେଷ୍ଟ ସିରିଜ । ଆଉ ଗଲ୍‌ରେ ଆରମ୍ଭ ହୋଇଥିବା ଟେଷ୍ଟର ପ୍ରଥମ ଦିନରେ ଘଟିଛି କିଛି ଏପରି ଅ-ଭା-ବ-ନୀ-ୟ ଘଟଣା । ନିଜର ଟେଷ୍ଟ ଡେବ୍ୟୁ କରୁଥିବା ଜେରେମି ସୋଲୋଜାନୋଙ୍କୁ ସର୍ଟ ଲେଗ୍‌ରେ ଫିଲ୍ଡିଂ କରିବା ବେଳେ ଆ-ଘା-ତ ଲାଗିଛି । 

 

ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲ ନେବାକୁ ପଡିଛି । ୨୬ ବର୍ଷୀୟ ସୋଲୋଜାନୋ ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ବ୍ୟାଟିଂରେ ଆହତ ହୋଇଛନ୍ତି।  ସର୍ଟଲେଗରେ ଫିଲ୍ଡିଂ କରିବା ସମୟରେ ବଲ ମୁହଁରେ ବାଜିଥିଲା।ସୋଲୋଜାନୋ ତୁରନ୍ତ ନିଜର ହେଲମେଟ୍‌ ବାହାର କରିବା ମାତ୍ରେ ହଠାତ୍‌ ତଳେ ଖସି ପଡିଥିଲେ । ସେଦିନ ମ୍ୟାଚ୍‌ର ୨୪ ଓଭରରେ ଓଭରରେ ରୋଷ୍ଟେନ୍ ଚେଜଙ୍କ ଚତୁର୍ଥ ବଲ୍‌କୁ ଶ୍ରୀଲଙ୍କାର ଅଧିନାୟକ ଦିମୁଥ୍ କରୁଣାରତ୍ନେ ଲେଗସାଇଡ୍‌ରେ ଏକ ଜବରଦସ୍ତ ପୁଲ୍ ସଟ୍ ମା-ରି-ଥି-ଲେ । ଏହାପରେ ବଲ୍ ସର୍ଟ ଲେଗ୍ ଉପରେ ଥିବା ସୋଲୋଜାନୋ ହେଲମେଟ୍‌ର ଗ୍ରିଲରେ ମାଡ ହୋଇଥିଲା । ସୋଲୋଜାନୋ ତୁରନ୍ତ ନିଜର ହେଲମେଟ୍‌ ବାହାର କରିବା ମାତ୍ରେ ହଠାତ୍‌ ତଳେ ଖସି ପଡିଥିଲେ । 

 

ତାଙ୍କୁ ସଙ୍ଗେ ସଙ୍ଗେ ସମସ୍ତେ ଆସି ଉଠାଇଥିଲେ , ତେବେ ତାଙ୍କ ଅବସ୍ଥା ଭଲ ନ ରହିବା ରୁ ତାଙ୍କୁ ଷ୍ଟ୍ରେଚର ଯୋଗେ ଡାକ୍ତରଖାନା କୁ ନିଆଯାଇଥିଲା । ସୋଲୋଜାନୋଙ୍କ ଆ-ହ-ତ ହେବା ପରେ ସାଇ ହୋପ ତାଙ୍କ ସ୍ଥାନରେ ଫିଲ୍ଡିଂ କରିଥିଲେ । ଏହାପରେ ଟିମ୍‌ର ଫିଜିଓ ମୈଦାନକୁ ଓହ୍ଲାଇଥିଲେ । ଏହି ସମୟରେ ସୋଲୋଜାନୋ ତଳେ ପଡିଯାଇଥିଲେ । ପୁରା ୱେଷ୍ଟଇଣ୍ଡିଜ୍ ଟିମ୍ ସହିତ ଶ୍ରୀଲଙ୍କାର ବ୍ୟାଟସମ୍ୟାନ୍ ତାଙ୍କୁ ଘେରି ଯାଇଥିଲେ । ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ସୋଲୋଜାନୋଙ୍କ ସୁସ୍ଥ କାମନା କରିବା ପାଇଁ ପ୍ରାର୍ଥନା କରି ଟ୍ଵିଟ୍‌ କରି ଜଣାଇଛି । ଗଲ୍‌ ଟେଷ୍ଟରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଖବର ଲେଖାହେବା ବେଳକୁ ଶ୍ରୀଲଙ୍କା ପ୍ରଥମ ଦିନରେ ୫୭ ଓଭରରେ ଗୋଟେ ଓ୍ଵି-କେ-ଟ ହରାଇ ୧୬୩ ରନ୍‌ କରିଛି । 

 

ଶ୍ରୀଲଙ୍କା ଅଧିନାୟକ କରୁଣାରତ୍ନେ ୮୯ ରନ୍‌ କରି ଖେଳୁଛନ୍ତି । ପଥୁମ ନିସାନକା ୫୬ ରନ୍‌ କରି ଆଉଟ ହୋଇଛନ୍ତି । ତେବେ କ୍ରିକେଟ ଖେଳ ଏପରି ଏକ ଖେଳ ଯେଉଁଥିରେ ଅନେକ ସ-ତ-ର୍କ-ତା ର ସହିତେ ଖେଳିବାକୁ ପଡ଼ିଥାଏ । ପ୍ରଥମ କଥା ହେଲା ଅନେକ ପ୍ରକାର ସ-ତ-ର୍କ-ତା ର ଗାର୍ଡ ପିନ୍ଧି ଖେଳିବାକୁ ପଡ଼ିଥାଏ । ମୁଁହ ରେ ବଲ୍ ନ ବାଜିବା ପାଇଁ ହେଲମେଟ ପିନ୍ଧିବାକୁ ମଧ୍ୟ ପଡ଼ିଥାଏ । ତେବେ ସୋଲୋଜାନୋ ଙ୍କୁ ବଲ ଟି ଫିଲ୍ଡିଂ କରିବା ବେଳେ ବାଜିଛି । ଯେଉଁଠି ପାଇଁ ସେ ଅଧିକ ଭାବେ ଆ-ଘା-ତ ପାଇଛନ୍ତି । ତେବେ ସେ ଯଥା ଶୀଘ୍ର ଭଲ ହୋଇଯିବେ ବୋଲି ଆଶା କରୁଛୁ । ସେ ଯେତେ ଶୀଘ୍ର ଭଲ ହୋଇ ଉଠିବେ , ସେତେ ଶୀଘ୍ର ପୁଣି ଖେଳ ପଡିଆ କୁ ଓହ୍ଲାଇ ଆସିବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *