କପିଲ ଶର୍ମାଙ୍କ ବାରମ୍ବାର ଡାକିବା ପରେ ମଧ୍ୟ କପିଲ ଶର୍ମା ଶୋ କୁ ଆସୁ ନାହାଁନ୍ତି ମହେନ୍ଦ୍ର ସିଂହ ଧୋନି, ଜାଣନ୍ତୁ ବଡ଼ କାରଣ ।

 

ଦର୍ଶକ ବନ୍ଧୁ ଆପଣ ମାନେ ତ କପିଲ ଶର୍ମା କମେଡି ଶୋ କୁ ନିଶ୍ଚିନ୍ତ ଭାବରେ ଦେଖିଥିବେ ।ଦେଖିଥିବେ କି ସେହି ଶୋ ରେ ଅନେକ ସେଲିବ୍ରେଟି ,କ୍ରିକେଟର ସବୁ ଆସିଥାନ୍ତି। ବନ୍ଧୁଗଣ କରୋନା ସମୟ ରେ କୋରୋନା ଯୋଦ୍ଧା ମାନଙ୍କୁ ସେହି ଶୋ ରେ ନିମନ୍ତ୍ରଣ କରା ଯାଇଥିଲା । ମହାଭାରତ ଧାରାବାହିକ ର ଜଣେ ତାରକା  ବି. ଆର.ଚୋପଡ଼ା ମଧ୍ୟ ସେହି ଶୋ ରେ ଦେଖିବାକୁ ମିଳିଥିଲେ । 

 

କିନ୍ତୁ ସେହି ମହାଭାରତ ଧାରାବାହିକ ରେ ଅଭିନୟ କରିଥିବା ଅଭିନେତା ମୁକେଶ ଖାନ୍ନା ଯେ କି ଭୀଷ୍ମ ପିତାମହ ରୋଲ ପ୍ଲେ କରିଥିଲେ , ସେ ଏହି ଶୋ କୁ ଆସି ନଥିଲେ ଏବଂ ସେ ନ ଆସିବାର କାରଣ ଏହା ଥିଲା ଯେ  ଶୋରେ ପୁରୁଷ ମହିଳା ମାନଙ୍କ ପୋଷାକ ପିନ୍ଧି କରି ଅ ଶ୍ଳୀ-ଳ ଅଭିନୟ କରିଥାନ୍ତି । ତେବେ ଦର୍ଶକ ବନ୍ଧୁ କେବଳ ଏହି ଅଭିନେତା ନୁହନ୍ତି ଆହୁରି ଅନେକ ଅଭିନେତା ମଧ୍ୟ ଅଛନ୍ତି ଯେଉଁ ମାନେ କି ଏହି ଶୋ କୁ ଆସିବାକୁ ମନା କରିଦେଇଛନ୍ତି ।

 

ସୂଚନା ଯୋଗ୍ୟ କଥା ଏହା ଯେ, ଧୋନୀଙ୍କ ବାୟୋପିକ ଏମ.ଏସ.ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି ସିନେମା ଯେତେବେଳେ ରିଲିଜ୍ ହୋଇଥିଲା ,ତେବେ ସେହି ସମୟ ରେ କପିଲ୍ ଶର୍ମା ଶୋ ରେ ଧୋନି ଙ୍କୁ ନିମନ୍ତ୍ରଣ କରା ଯାଇଥିଲା। କିନ୍ତୁ ସେହି ସମୟ ରେ ଧୋନି ଆସି ନଥିଲେ । ତେବେ ସେହି ସମୟ ରେ ଧୋନି ଟିମ୍ ର ଅଧିନାୟକ ଥିଲେ ।

 

ତେବେ ବନ୍ଧୁଗଣ ଧୋନି ଏହି ଶୋ କୁ ଆସିବା ପାଇଁ ମନା କରିବା ପରେ ସେହି ସମୟରେ ସାମ୍ନା କୁ ଆସିଥିଲା ଅନେକ ପ୍ରକାରର କାରଣ । ତେବେ ଦର୍ଶକ ବନ୍ଧୁ ଏହା ପଛରେ ଥିବା ମୁଖ୍ୟ କାରଣ ଟି ହେଉଛି ସେହି ଶୋ କୁ ଯିବା ପାଇଁ ଧୋନି ଙ୍କ ମନ ରେ ଇଚ୍ଛା ନଥିଲା। ସେହି ସମୟ ରେ ମଧ୍ୟ ଭାରତୀୟ ଦଳ ର ଅଧିନାୟକ ଥିଲେ ଏବଂ ସେତେବେଳେ ମଧ୍ୟ ବ୍ରାଣ୍ଡ ଏଣ୍ଡୋସମେଣ୍ଟ ଥିବା କାରଣ ଯୋଗୁଁ ଧୋନି ବ୍ୟସ୍ତତା ମଧ୍ୟରେ ରହୁଥିଲେ ଆଉ ସେଥିପାଇଁ ବ୍ୟସ୍ତତା ମଧ୍ୟରେ ଆସିବାକୁ ଇଚ୍ଛା ହୋଇ ନଥାଏ ।

 

 ତେବେ ଆଉ ମଧ୍ୟ ଅନେକ ଷ୍ଟାର୍ ମାନେ କପିଲ ଶର୍ମା ଶୋ ରେ ଆସିବାକୁ ମନା କରିଦେଇଛନ୍ତି। ଧୋନି ଙ୍କ ପରି ସଚିନ ମଧ୍ୟ କେବେବି କପିଲ ଶର୍ମାଙ୍କ ଶୋ କୁ ଆସି ନାହାଁନ୍ତି କାରଣ ସେ ନିଜର ବ୍ୟସ୍ତତା ପାଇଁ ଆସି ପାରନ୍ତି ନାହିଁ । ଏମାନଙ୍କ ସହ ମଧ୍ୟ ବଲିଉଡ୍ ର ଜଣେ ଜଣାଶୁଣା ଅଭିନେତା ଅମିର ଖାନ ମଧ୍ୟ କେବେ ଏହି ଶୋକୁ କେବେ ହେଲେ ଆସିନାହାନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *