ଡିସେମ୍ବର 4 ରେ ସୂର୍ଯ୍ୟ ପରାଗ । ଜାଣନ୍ତୁ ନିୟମ କେତେବେଳେ ପାଳନ ହେବ…6 ରାଶି କୁ ବିପଦ..

 

 ବନ୍ଧୁଗଣ ଚଳିତ ବର୍ଷ ର ପ୍ରଥମ ସୂର୍ଯ୍ୟ ପରାଗ 10 ଜୁନ ରେ ହୋଇ ଥିଲା ,ଗତ19 ନଭେମ୍ବର କୁ ଚନ୍ଦ୍ର ଗ୍ରହଣ ଲାଗିଲା ଏହା ପରେ 4 ଡିସେମ୍ବର କୁ ଏହି ବର୍ଷ ର ଶେଷ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ତେବେ ଏହି ସମୟ ରେ ମଙ୍ଗଳ ଗ୍ରହ ନିଜର ରାଶି ବଦଳେଇବେ ଏବଂ ଏହି ସମୟ ରେ ରାହୁ ଓ କେତୁ ବକ୍ରି ସ୍ଥିତି ରେ ରହିବେ । ସେହି ସମୟ ରେ ତୁଳା ରେ ମଙ୍ଗଳ ରହିବ ,ଚନ୍ଦ୍ରମା ,ବୁଧ ଏବଂ ସୂର୍ଯ୍ୟ ଧନୁ ରାଶି ରେ ରହିବେ,ମକର ଏବଂ କୁମ୍ଭ ରାଶି ରେ ଶନି ରହିବେ । ତେବେ ସେହି ଗ୍ରହଣ ଟି କିଛି ରାଶିଙ୍କ ପାଇଁ ବହୁତ୍ ଶୁଭ ରହିବ । ତେବେ ଗ୍ରହମାନଙ୍କ ର ସ୍ଥିତି ରେ ପରିବର୍ତ୍ତନ କାରଣ ରୁ ଏହାର ପ୍ରଭାବ ସମସ୍ତ ରାଶି ଗୁଡ଼ିକ ଉପରେ ପଡ଼ିବ ।

 

 

ଜ୍ୟୋତିଷ ମାନଙ୍କ ଦୃଷ୍ଟି ରୁ ଏହି ଗ୍ରହଣ ଟି ବହୁତ୍ ମହତ୍ତ୍ଵ ପୂର୍ଣ୍ଣ ଅଟେ । ତେବେ ଏହି ଗ୍ରହଣ ଟି ଅମାବାସ୍ୟା ରେ ପଡ଼ୁଛି । ବନ୍ଧୁଗଣ 19 ନଭେମ୍ବର ରେ ଚନ୍ଦ୍ର ଗ୍ରହଣ ଗଲା ଏବଂ 4 ଡିସେମ୍ବର କୁ ସୂର୍ଯ୍ୟ ପରାଗ ଲାଗୁଛି ,ତେବେ ମାତ୍ର 15 ଦିନ ଭିତରେ ଦୁଇଟି ଗ୍ରହଣ ଲାଗୁଛି ସେଥିପାଇଁ ଏହି ଗ୍ରହଣ କିଛି ଅଜବ ସଂଯୋଗ ନେଇ ଆସୁଛି । ଜ୍ୟୋତିଷ ମାନଙ୍କ ଦୃଷ୍ଟି ରେ ଏହି ଗ୍ରହଣ ଟି ବହୁତ୍ ଖରାପ ପ୍ରଭାବ ନେଇ ଆସୁଛି । ଆଉ ମଧ୍ୟ ଏମିତି କିଛି ରାଶି ଅଛନ୍ତି ଯେଉଁ ମାନେ କି ଏହି ଗ୍ରହଣ ରେ ମାଲା ମାଲ୍ ହେବାକୁ ଯାଉଛନ୍ତି । ତେବେ ଏହି ଗ୍ରହଣ ର ପ୍ରଭାବ କେଉଁ ସବୁ ରାଶି ଉପରେ କିପରି ରହିବ ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଭଲ ଭାବରେ ଜାଣି ପାରିବେ। 

 

ତେବେ ବନ୍ଧୁଗଣ ଏହି ସୂର୍ଯ୍ୟ ପରାଗ ଶେଷ ହେବା ପରେ ଶୁଦ୍ଧ ଜଳ ରେ ସ୍ନାନ କରି କୌଣସି ବି କାର୍ଯ୍ୟ  କରନ୍ତୁ । ତେବେ ସେହି ଦିନ ଧାତୁ ତଥା ପିତଳ ର ଦାନ କରନ୍ତୁ । ଗ୍ରହଣ ପରେ ଗାଈ ଙ୍କୁ ଘାସ , ଗରିବ ଙ୍କୁ ବସ୍ତ୍ର ଦାନ କରିବା ଉଚିତ୍ ।ଦର୍ଶକ ବନ୍ଧୁ ଗ୍ରହଣ ର ସମୟ ହେଉଛି 4 ଡିସେମ୍ବର ସକାଳ 10 ଟା ବାଜି 59 ମିନିଟ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା 3 ଟା ବାଜି 7 ମିନିଟ ପର୍ଯ୍ୟନ୍ତ ରହିବ । ତେବେ ପୁରା 4 ଘଣ୍ଟା 8 ମିନିଟ ପର୍ଯ୍ୟନ୍ତ ଏହି ସୂର୍ଯ୍ୟ ପରାଗ ରହିବ ,ଯାହାକି ବହୁତ୍ ପ୍ରଭାବଶାଳୀ ସୂର୍ଯ୍ୟ ପରାଗ ଅଟେ ।

 

ତେବେ ଗ୍ରହଣ ଲାଗିବା ସମୟ ରେ କୌଣସି ପ୍ରକାରର ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ଏହି ସମୟ ରେ ବାଳକ ଏବଂ ବୃଦ୍ଧ ବ୍ୟକ୍ତି ଙ୍କୁ ଛାଡି ଅନ୍ୟ କାହାକୁ ଭୋଜନ କରିବା ଉଚିତ୍ ନୁହେଁ । ଏହା ସହିତ ମଧ୍ୟ ଛୁରୀ ରେ ପନି ପାରିବା କାଟ ନ୍ତୁ ନାହିଁ । ଏହା ଗର୍ଭବତୀ ମହିଳା ଙ୍କ ପାଇଁ ଶୁଭ ନୁହେଁ । ତେବେ ଗ୍ରହଣ ସମୟ ରେ ଗର୍ଭବତୀ ମହିଳା ଙ୍କୁ ବାହାରକୁ ଆସିବା ଉଚିତ୍ ନୁହେଁ । ଗ୍ରହଣ ସମୟ ରେ ଭୋଜନ ପ୍ରସ୍ତୁତ କରିବା ଉଚିତ୍ ନୁହେଁ । ଗ୍ରହଣ ର ପ୍ରଭାବ ରୁ ରକ୍ଷା ପାଇବା ପାଇଁ ମହା ମୃତୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ୍ ।

 

 ତେବେ ଏହି ଗ୍ରହଣ ସମୟ ରେ ମିଥୁନ ରାଶି ର ବ୍ୟକ୍ତି ମାନଙ୍କୁ ଶ- ତ୍ରୁ ମାନେ ହଇରାଣ କରିବେ । କିନ୍ତୁ ଏହି ବ୍ୟକ୍ତି ମାନେ ଶତ୍ରୁ ଙ୍କ ଠାରୁ ବିଜୟ ପ୍ରାପ୍ତ କରିବେ । ତେବେ ଗ୍ରହଣ ସମୟ ରେ ଏହାର ପ୍ରଭାବ କର୍କଟ ରାଶି ର ବ୍ୟକ୍ତି ମାନଙ୍କ ପ୍ରେମ ଜୀବନ ଉପରେ  ପଡ଼ିବ । କିନ୍ତୁ ଏହି ସମୟ ରେ ଆପଣ ଏକ ଭଲ ବ୍ୟକ୍ତି ଭାବରେ ପରିଚୟ ପାଇବେ। ଗ୍ରହଣ ର ପ୍ରଭାବ ପଡିବା ଦ୍ଵାରା କନ୍ୟା ରାଶି ର ବ୍ୟକ୍ତି ମାନେ ପରିବାର କୁ ନେଇ ଚିନ୍ତିତ ରହିବେ । ଆପଣଙ୍କର ଭାଇ ଭଉଣୀ ଙ୍କ ସହିତ ମତଭେଦ ହୋଇପାରେ । 

 

ତେବେ ଏହି ସମୟ ରେ କୁମ୍ଭ ରାଶି ର ବ୍ୟକ୍ତି ମାନଙ୍କୁ ବିଦେଶ ରୁ କିଛି ଭଲ ଖବର ଶୁଣିବାକୁ ମିଳିବ। କିନ୍ତୁ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଆପଣ ଟିକେ ଭାବିବେ । ତେବେ ଏହି ଗ୍ରହଣ ଟି ମୀନ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ବହୁତ୍ ହି ଭଲ ରହିବ । ଆପଣଙ୍କୁ ହଠାତ୍ ଧନ ର ଲାଭ ହେବ । ତେବେ ବିଛା ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ର ପ୍ରଭାବ ସାମାନ୍ୟ ଖରାପ ରହିବ । ଧନ ମାମଲା ରେ ଆପଣଙ୍କୁ କୌଣସି ସମସ୍ୟା ଦେଖା ଦେଇପାରେ ।

Leave a Reply

Your email address will not be published. Required fields are marked *