ଅନୁଭବ ଓ ଜାଗୃତି ଙ୍କ ଫଟୋ ରେ Fan ହେଲେ କିନ୍ତୁ ଆପଣଙ୍କର ଟିକେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପୁଣି ଚର୍ଚ୍ଚାକୁ ଆସିଲେ ଓଲିଉଡ୍ ର ସୁପରଷ୍ଟାର ଅନୁଭବ ମହାନ୍ତି, ସୋ-ସି-ଆ-ଲ ମି-ଡ଼ି-ଆ-ରେ ଭା-ଇ-ରା-ଲ୍ ହେଉଛି ଅନୁଭବ ଏବଂ ଜାଗୃତିଙ୍କର କିଛି ଏପରି ଭିଡିଓ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆମ  ଓଡିଆ ଇଣ୍ଡଷ୍ଟ୍ରି ରେ ଏପରି ବହୁତ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ନିଜର ଅଭିନୟ ପାଇଁ ବହୁତ୍ କମ୍ ଦିନ ରେ ଲୋକ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି। ଭଲ ଟଙ୍କା ରୋଜଗାର କରିବା ପାଇଁ ଏବଂ ନିଜର ନାମ କରିବା ପାଇଁ ଅଭିନୟ ହିଁ ହେଉଛି ଏକ ବଡ ମାଧ୍ୟମ। ଯେଉଁ ଠାରେ ଭଲ ଅଭିନୟ ଏବଂ ଟିକେ ସୁନ୍ଦର ହୋଇଥିଲେ ଆପଣ ଙ୍କ ପାଇଁ ସେହି ରାସ୍ତା ଟି ବହୁତ ସହଜ ହୋଇଯାଇଥାଏ। ତେବେ ଯଦି ସୁନ୍ଦର ହୋଇଥିବେ ଏବଂ ଅଭିନୟ ଭଲ କରୁଥିବେ ତାହା ହେଲେ ଲୋକ ମାନଙ୍କ ପାଖରେ ସେମାନେ ବହୁତ ଜଲ୍ଦି ଲୋକପ୍ରିୟ ହୋଇଯାଆନ୍ତି । 

ଲୋକ ମାନେ ସେମାନଙ୍କ ବିଷୟ ରେ ଅଧିକ ରୁ ଅଧିକ କଥା ଜାଣିବା ପାଇଁ ଚେଷ୍ଟା କରନ୍ତି। ବହୁତ ଲୋକ ଙ୍କ ସ୍ୱପ୍ନ ଥାଏ କି ସେ ଜଣେ ଭଲ ଅଭିନେତା ଏବଂ ଅଭିନେତ୍ରୀ ହେବା ପାଇଁ। ସେଥିପାଇଁ ସେମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱପ୍ନ କୁ ହାସଲ କରିପାରନ୍ତି ଏବଂ ଭବିଷ୍ୟତରେ ଏକ ଭଲ ଅଭିନେତା କି ଅଭିନେତ୍ରୀ ହୋଇପାରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ସେହିପରି ଜଣେ ସଫଳ ଅଭିନେତା ଙ୍କ ସମ୍ପର୍କରେ କହିବୁ। 

 

ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ତ ଅନେକ ସଫଳ ଅଭିନେତା ଅଛନ୍ତି ଯେଉଁମାନେ କି ନିଜ ନିଜର ସୁନ୍ଦର ଅଭିନୟ, ଡ୍ୟାନ୍ସ, ଆକ୍ସନ୍ ଆଦି ପାଇଁ ଲୋକ ମାନଙ୍କ ପାଖରେ ବହୁତ ଜଣାଶୁଣା ଏବଂ ବହୁତ ଭଲପାଇବା ମଧ୍ୟ ସାଉଁଟିଛନ୍ତି ଦର୍ଶକ ମାନଙ୍କ ପାଖରୁ। ତେବେ ସେହିପରି ଜଣେ ସଫଳ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି, ଅନୁଭବ ନିଜର ଅଭିନୟ ସହିତ ରାଜନୀତି ରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି। ସେ କେନ୍ଦ୍ରାପଡ଼ା ର ସାଂସଦ ମଧ୍ୟ ଅଛନ୍ତି। ତେବେ ସେ ନିଜର ଷ୍ଟାଇଲ୍, ଆକ୍ଟିଙ୍ଗ୍, ଆକ୍ସନ୍ ଆଦି ପାଇଁ ଲୋକ ମାନଙ୍କ ପାଖରେ ବହୁତ ପରିଚିତ। ଅନୁଭବ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି ହୁଏତ ନିଜର ଫିଲ୍ମ କୁ ନେଇ କିମ୍ବା ନିଜର ରାଜନୀତି କୁ ନେଇ। ହେଲେ ଏହି କିଛିଦିନ ହେବ ସେ ନିଜର ବୈବାହିକ ବି-ବା-ଦକୁ ନେଇ ଚର୍ଚ୍ଚାରେ ଆସୁଥିଲେ।  

 

ଓଲିଉଡ୍ ର ସୁନ୍ଦରୀ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି କିଛି ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ, ହେଲେ ଏହି କିଛିଦିନ ହେବ ସେମାନେ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଯାହା ପାଇଁ ସେ ସାରା ଓଡ଼ିଶା ପାଇଁ ଏକ ବଡ ଚର୍ଚ୍ଚାର ବିଷୟ ପାଲଟିଥିଲେ।ଏବେ କିଛିଦିନ ହେବ ସେମାନଙ୍କର ଖବର ଥମିଥିଲା, ହେଲେ ଏବେ ସୋ-ସି-ଆ-ଲ୍ ମି-ଡି-ଆ-ରେ ପୁଣିଥରେ ଏକ ଭିଡିଓ ଦେଖିବାକୁ ମିଳିଛି, ଯାହା ପାଇଁ ଅନୁଭବ ମହାନ୍ତି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନୂଆଦିଲ୍ଲୀର ଓକିଲ ଜାଗୃତି, ଜାଗୃତି ଆଉ ଅନୁଭବ ପୁଣିଥରେ ଏକାଠି ଦେଖିବାକୁ ମିଳିଛନ୍ତି। ସୋ-ସି-ଆ-ଲ ମି-ଡ଼ି-ଆରେ ଏକ ଭିଡିଓ ଭା-ଇ-ରା-ଲ୍ ହେଉଛି, ଯେଉଁଥିରେ ସେମାନେ ଏକାଠି ଖାଉଥିବାର ଦେଖିବାକୁ ମିଳୁଛନ୍ତି। ସେମାନେ ଏକାଠି ବହୁତ ଖୁସିଥିବାର ମଧ୍ୟ ଦେଖିବାକୁ ମିଳୁଛନ୍ତି । ଅନୁଭବ ସେହି ପୋଷ୍ଟ ଇଂସ୍ଟଗ୍ରାମ ରେ କରିଥିଲେ Fans ମାନେ ବହୁତ ଖରାପ କମେଣ୍ଟ କରିଥିଲେ – ଜଣେ Fans ଲେଖିଥିଲେ ‘ ସାର ମୁ ଆପଣଙ୍କର ବଡ Fan ହେଲେ ଆପଣଙ୍କର ଟିକେ ନାଳ ଅଂଶ ରହୁଛି…

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *