ସବୁଦିନ ରାତିରେ ବିଛଣାରେ ଭୁଲ ମାଗୁଛନ୍ତି Aisoriya ଙ୍କୁ Abhsekh । କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ବାମୀ ସ୍ତ୍ରୀ ଙ୍କ କ-ଳି କୁ ନେଇ ବଲିଉଡ ର ଏହି ଦମ୍ପତି କଣ କହିଲେ ଶୁଣନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରେ ଏକ ଲୋକପ୍ରିୟ ଚର୍ଚ୍ଚିତ ଯୋଡି ହେଉଛି ଅଭିଷେକ ବଚ୍ଚନ ଏବଂ ଐଶର୍ଯ୍ୟା ରାୟଙ୍କ ଯୋଡି । ଅଭିନୟ ଦୁନିଆରେ ଦୁହେଁ ବେଶ୍‌ ମାହିର ଥିବା ବେଳେ, ଉଭୟେ ଉଭୟଙ୍କୁ ଖୁବ ଭଲ ପାଆନ୍ତି। ନିକଟରେ ଏକ ସାକ୍ଷାତକାରରେ ଐଶର୍ଯ୍ୟା କହିଥିଲେ ଯେ, ପ୍ରତି ସ୍ତ୍ରୀ-ସ୍ବାମୀଙ୍କ ଭଳି ଆମ ଭିତରେ ମଧ୍ୟ ଝ-ଗ-ଡା ହୁଏ । ଯେତେବେଳେ ଗୋଟେ କଥାକୁ ନେଇ ଦୁହିଁଙ୍କ ସହମତି ନଥାଏ ସେତେବେଳେ ଏମିତି ହୁଏ । ହେଲେ ଆଜି ଯାଏ ଦୁହିଁଙ୍କ ମଧ୍ୟରେ ସେମିତି ସିରିଏସ ଝ-ଗ-ଡା କେବେ ବି ହୋଇ ନାହିଁ ।

 

ଠିକ ସେମିତି ଅଭିଷେକ ଏକ ସାକ୍ଷାତକାରରେ କହିଥିଲେ ଯେ, ଯଦି ଏମିତି ଝଗଡା ନ ହୁଅନ୍ତା ତେବେ ଆମ ବିବାହ ଜୀବନ ବୋରିଂ ହୋଇ ଯାଇଥାଆନ୍ତା । ଯେତେବେଳେ ବି ଦୁହିଁଙ୍କ ମଧ୍ୟରେ ଝ-ଗ-ଡା ହୁଏ , ସବୁବେଳେ ରାତିରେ ଶୋଇବା ପୂର୍ବରୁ ଅଭିଷେକ ଐଶର୍ଯ୍ୟାଙ୍କୁ କ୍ଷ-ମା ମାଗନ୍ତି । କାହିଁକି ନାଁ ସେ ଚାହାଁନ୍ତି ପରଦିନ ସକାଳର ଆରମ୍ଭ ଖୁବ୍‌ ଭଲରେ ହେଉ । ଏକ ସାକ୍ଷାତ କାର ରେ ଅଭିଷେକ ଓ ଐଶ୍ୱରିୟା ଏକଥା ମଧ୍ୟ କହିଛନ୍ତି ଯେ, ସାଧାରଣତଃ ମହିଳା ମାନେ ପ୍ରଥମେ ନିଜର ଭୁ-ଲ ମାନନ୍ତି ନାହିଁ ସେଥିପାଇଁ ଝ-ଗ-ଡାରେ ସବୁବେଳେ ନିଜେ ଅଭିଷେକ ପ୍ରଥମେ କ୍ଷ-ମା ମାଗି ନିଅନ୍ତି । ଐଶ୍ୱର୍ଯ୍ୟା ଏକ ଖବର ରେ ପ୍ରକାଶ କରିଛନ୍ତି ଯେ ପ୍ରତ୍ୟେକ ଦମ୍ପତିଙ୍କ ପରି ସେମାନଙ୍କର ମଧ୍ୟ ଝ-ଗ-ଡା ହୁଏ । 

 

ଉଭୟ କୌଣସି ବି ବିଷୟ ଉପରେ ଝ-ଗ-ଡା କରନ୍ତି। ଯେତେବେଳେ ଉଭୟ କୌଣସି ଗୋଟିଏ ଜିନିଷ ଉପରେ ରାଜି ହୁଅନ୍ତି ନାହିଁ, ସେତେବେଳେ ଏହା ଘଟେ । କିନ୍ତୁ ଆଜି ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କୌଣସି ଗମ୍ଭୀର ଝଗଡା ହୋଇନାହିଁ । ତେବେ ସେମାନେ ଉଭୟ ବିବାହ ସମୟରେ ଏକ ନିୟମ କରିଥିଲେ । ଏହି ନିୟମ ଅନୁଯାୟୀ, ଯେତେବେଳେ ବି ସେମାନଙ୍କର ଝଗଡା କିମ୍ବା କୌଣସି ପ୍ରକାରର ଯୁକ୍ତି ହୁଏ, ସେମାନେ ପରସ୍ପରଠାରୁ କ୍ଷ-ମା ମାଗିନିଅନ୍ତି । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ କ୍ଷ-ମା ମାଗନ୍ତି । ଯାହାଫଳରେ ପରଦିନ ଭଲରେ ଆରମ୍ଭ ହୋଇପାରିବ । ଅଭିଷେକଙ୍କ ଅନୁଯାୟୀ ମହିଳାମାନେ କୌଣସି ପ୍ରକାରେ ନିଜ ଭୁଲକୁ ସ୍ୱୀକାର କରନ୍ତି ନାହିଁ, ତେଣୁ ଅଧିକାଂଶ ସମୟରେ ସେ କ୍ଷ-ମା ମାଗି ନିଅନ୍ତି । 

 

ସ୍ବାମୀ ସ୍ତ୍ରୀ ମିଶି ରହିଲେ କଳି ଝ-ଗ-ଡା ହୋଇଥାଏ । ଏହା ଅତ୍ୟନ୍ତ ସାଧାରଣ ଘଟଣା । ତେବେ ବଲିଉଡର ସବୁଠାରୁ କ୍ୟୁଟ୍ କପଲ୍ ଏଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ପରସ୍ପରକୁ ମଧ୍ୟ ବହୁତ ଭଲ ପାଆନ୍ତି । ବିଭିନ୍ନ ଫିଲ୍ମ ବା ରିଆଲିଟି ଶୋ ରେ ଦମ୍ପତ୍ତି ଙ୍କ ମଧ୍ୟରେ ଯେପରି ଝ-ଗ-ଡା ହୁଏ, ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ମଧ୍ୟରେ ଏପରି ଘଟଣା କେବେ ଦେଖାଯାଇ ନାହିଁ । ଦୁହେଁ ପବ୍ଲିକରେ କୌଣସି ବି-ବା-ଦ ଭିତରକୁ ଯିବାକୁ ଏଡାନ୍ତି । ସେଥିପାଇଁ ନିଜ ଭିତରେ ବୁଝାମଣା ଠିକ୍ ରଖିବାକୁ ଯାଇ ଅଭିଷେକ ତାଙ୍କ ପତ୍ନୀ ଙ୍କ ପାଖରେ ଭୁ-ଲ ମାଗି ନିଅନ୍ତି । ଯାହା ଫଳରେ ଉଭୟ ଙ୍କ ଭିତରେ ଆଉ ଗୁରୁତର ଝ-ଗ-ଡା ହୁଏନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *