ଫୁଣି ପ୍ରକୁତି ଙ୍କ HOT ଡ୍ୟାନ୍ସ ଭାଇରଲ । ଏହି ଡ୍ୟାନ୍ସ ଦେଖିଲେ ସମ୍ଭାଳି ପାରିବେନି ନିଜେ ନିଜକୁ..

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଃ କି ଡ୍ୟାନ୍ସ ! ପୁଣି ଆଜି ସୋ-ସି-ଆ-ଲ ମି-ଡି-ଆରେ ନିଜର ସୁନ୍ଦର ଲୁକ୍ ରେ ଭା-ଇ-ରା-ଲ ହେଲେ ପ୍ରକୃତି ମିଶ୍ର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆପଣ ମାନେ ତ ଜାଣିଛନ୍ତି ଯେ ଆଜିର କାଲି ର ପ୍ରତେକ ବ୍ୟକ୍ତି ସୋ-ସି-ଆ-ଲ ମି-ଡ଼ି-ଆ ସହିତ ଜଡ଼ିତ ଏବଂ ଏହି ସୋ-ସି-ଆ-ଲ ମି-ଡ଼ି-ଆ ରେ ଅନେକ ଲୋକ ଅନେକ ଭିଡ଼ିଓ ଉପଲୋଡ କରି ଥାଆନ୍ତି । ତେବେ ସାଧାରଣ ଲୋକ ଙ୍କ ଠାରୁ ସେଲିବ୍ରେଟି ମାନଙ୍କର ଭିଡ଼ିଓ କିଛି ନିଆରା ଲାଗି ଥାଏ । ଆମ ଓଡ଼ିଆ ଜଗତ ରେ ଅନେକ ସେଲିବ୍ରେଟି ମାନେ ଅଛନ୍ତି ଯେଉଁ ମାନଙ୍କୁ ଆମେ ବେସ ଭଲ ମଧ୍ୟ ପାଇ ଥାଉ ।

 

ଏହି ସେଲିବ୍ରେଟି ଙ୍କ ଜୀବନ ସାଧାରଣ ଲୋକ ଙ୍କ ଠାରୁ କିଛି ଭିନ୍ନ ହୋଇ ଥାଏ, ଅର୍ଥାତ ଟିକେ ଷ୍ଟାଇଲିସ ଜୀବନ ଯାପନ ସେମାନେ କରି ଥାଆନ୍ତି | ତାଙ୍କ ରହିବା ଖାଇବା ଓ ପିନ୍ଧିବା ରେ ଆମକୁ କିଛି ଅଲଗା ଭାବରେ ନଜର ଆସି ଥାଏ । ତେବେ ତାଙ୍କର କିଛି କିଛି ମୁହୂର୍ତ୍ତ କି ସେମାନେ ସୋ-ସି-ଆ-ଲ ମି-ଡ଼ି-ଆ ରେ ହିଁ ସେୟାର କରି ଥାଆନ୍ତି ଯାହାକୁ ତାଙ୍କର ଫ୍ୟାନ ମାନେ ଦେଖିବା ପାଇଁ ଚାହିଁ ରହି ଥାଆନ୍ତି ।ଓଲିଉଡରୁ ବଲିଉଡ଼ରେ ପାଦ ଥାପିଥିବା ଓଡ଼ିଆ ଝିଅ ପ୍ରକୃତୀ ମିଶ୍ର ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚ୍ଚାରେ ରହୁଛନ୍ତି। 

 

ସେ ବିଭିନ୍ନ ସମୟରେ ନିଜର ଫୋଟୋ ଏବଂ ଭିଡ଼ିଓ ଗୁଡ଼ିକୁ ଇଣ୍ଟରନେଟରେ ଅପଲୋଡ଼ କରୁଥିବା ବେଳେ ଏହା ତାଙ୍କ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସୁଛି। ତେବେ, ପ୍ରକୃତୀଙ୍କର ଏକ ନୂଆ ଡ୍ୟାନ୍ସ ଭିଡ଼ିଓ ବେସ୍ ଭା-ଇ-ରା-ଲ ହେବାରେ ଲାଗିଛି।ତେବେ କିଛି ଦିନ ତଳେ ତାଙ୍କର ଏକ ଡ୍ୟାନ୍ସ ଭିଡ଼ିଓ ଖୁବ ଭା-ଇ-ରା-ଲ ହୋଇ ଥିଲା ଯେଉଁଥିରେ ସେ ବହୁତ ହ-ଟ ଦେଖା ଯାଉ ଥିଲେ । ତେବେ ପୁଣି କିଛି ସେଭଳି ଭିଡ଼ିଓ ଦେଖିବାକୁ ମିଳିଛି ଯାହାକୁ ନେଇ ସେ ଏବେ ଖୁବ ଚର୍ଚ୍ଚା ରେ ଅଛନ୍ତି ।

 

ତେବେ ଏକ ଭିଡ଼ିଓ ରେ ଦେଖିବାକୁ ମିଳି ଥିଲା ଯେ ସେ ଏକ ସୁଇମିଙ୍ଗ ଫୁଲ ରେ ଏକ ହ-ଟ ଡ୍ରେସ ପିନ୍ଧି ପାଣିରେ ପହଁରୁ ଥିଲେ ଯାହାକୁ ଦେଖି ଅନେକ ଲୋକ ସେହି ଭିଡ଼ିଓ ଟିକୁ ପସନ୍ଦ କରିଛନ୍ତି ।ସେହିଭଳି ଆଉ ଏକ ଭିଡ଼ିଓ ରେ ତାଙ୍କ ଡ୍ୟାନ୍ସ ର ଜଲବା ଦେଖିବାକୁ ମିଳି ଥିଲା ଯେଉଁଥିରେ ସେ ଏକ ସୁନ୍ଦର ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରୁ ଥିଲେ ।ତେବେ ସେ ଯେପରି ମନ କୁ ଝୁମେଇ ସୁନ୍ଦର ଭାବରେ ନାଚୁ ଥିଲେ ତାହା ସବୁଠୁ ହିଁ ମନଲୋଭା ଦୃଶ୍ୟ ଥିଲା । ତେବେ ପ୍ରକୃତି ମିଶ୍ର ଏବେ ତାଙ୍କର ଏହି ହ-ଟ ଡ୍ୟାନ୍ସ ଭିଡ଼ିଓ କୁ ନେଇ ଖୁବ ଚର୍ଚ୍ଚା ରେ ଅଛନ୍ତି ଏବଂ ଲୋକ ଏହାକୁ ପସନ୍ଦ କରିବା ସହ ଅନେକ ଭଲ ଭଲ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *