ମହିଳା ଙ୍କ ସହ ପୋଲିସ କରିବସିଲେ ଏମିତି କାଣ୍ଡ । ଦେଖ ସେହି Viral Video…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମହିଳା ଙ୍କୁ ଜୋ-ର-ଜ-ବ-ର-ଦ-ସ୍ତି ।  ଆରକ୍ଷୀ ଅଧିକାରୀ କରିଲେ ମହିଳା ଙ୍କ ଅ-ଶ୍ଳୀ-ଳ ଭିଡ଼ିଓ । ତେବେ କଣ ଘଟିଛି ଘଟଣା ଆସନ୍ତୁ ଜାଣିବା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ଏବେ ତ ସମାଜ ରେ ସବୁବେଳେ ସେଇ ଗୋଟିଏ କଥା ଲୋକ ଙ୍କ ମୁହଁ ରେ ଚର୍ଚ୍ଚା ର ବିଷୟ ପାଲଟୁଛି ଏବଂ ଆଜି କାଲି ସେହି କେସ୍ ରେ ଆମ ଦେଶ ବି ଉଠୁଛି ପଡୁଛି ବି । ତେବେ ସେହି କେସ୍ ଟି କଣ, “ନାରୀ ଜୋ-ର-ଜ-ବ-ର-ଦ-ସ୍ତି”। ତେବେ ଏହି ଗୋଟିଏ କାମ ଯାହାକି ଆମ ଦେଶରେ ବହୁ ଚର୍ଚ୍ଚା ର ବିଷୟ ପାଲଟିଛି, ଏହା ପାଇଁ ଅନେକ ଲୋକ ଙ୍କ ମୁହଁ ରୁ ହସ ହଜିଯାଇଛି ଏବଂ ଏହା ପାଇଁ ହଜାର ହଜାର ଝିଅ ମାନଙ୍କ ର ଇଜ୍ଜତ୍ ଲୁ-ଟ୍ ହେଉଛି ଏବଂ ହଜାର ହଜାର ଝିଅ ଭବିଷ୍ୟତ ନ-ଷ୍ଟ ହେଉଛି ଏବଂ ଜୀବନ ମଧ୍ୟ ଯାଉଛି । 

ଆଜି କାଲି ର ଦୁନିଆରେ ଲୋକ ମାନେ ଆଉ ମଣିଷ ହୋଇ ନାହାଁନ୍ତି ପଶୁ ପାଲଟି ଗଲେଣି।ଆମେ ମାନେ ତ ସମସ୍ତେ ଶୁଣି ପାରୁଥିବା କି କିପରି ଭାବରେ ଆମ ଦେଶରେ ଝିଅ ମାନଙ୍କ ଦିନ କୁ ଦିନ ଇ-ଜ୍ଜ-ତ୍ ଲୁଟ୍, ସେମାନଙ୍କ ଜୋ-ର-ଜ-ବ-ର-ଦ-ସ୍ତି  ଆଦି ଘଟଣା ବଢିବାରେ ଲାଗିଛି ।  ପ୍ରତିଦିନ ତ ସୋ-ସି-ଆ-ଲ୍ ମି-ଡି-ଆ ରେ ଏହି ପରି ହଜାର ହଜାର ଫଟୋ, ପୋଷ୍ଟ ଏବଂ ଭିଡିଓ ସବୁ ଦେଖିବାକୁ ମିଳୁଛି । ଏବେ ବି ସୋ-ସି-ଆ-ଲ ମି-ଡ଼ି-ଆ ରେ ସେହିପରି ଏକ ଭିଡିଓ ଭା-ଇ-ରା-ଲ୍ ହେଉଛି । ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ସମ୍ପର୍କରେ। 

ଘଟଣା ଟି ଏଟାଳ ଜିଲ୍ଲା ର ବରାହ ଆରକ୍ଷୀ ଷ୍ଟେସନ ଅଧୀନ ରେ ଥିବା ଏକ ଗ୍ରାମ ରେ ଘଟିଛି ଏହି ଘଟଣା । ଜଣେ ମହିଳା ଙ୍କୁ ଜୋ-ର-ଜ-ବ-ର-ଦ-ସ୍ତି କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ମଙ୍ଗଳବାର ଦିନ ଆରକ୍ଷୀ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନ କରିବାରୁ ମହିଳା ଜଣଙ୍କ ଏସ ଏସ ପି ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଏସ ଏସ ପି ଜୟ ପ୍ରକାଶ ସିଂ ଙ୍କୁ ସମସ୍ତ ଘଟଣା କହିଥିଲେ । ମହିଳା ଜଣଙ୍କ ଚକ୍ରନଗର ର ଏକ ଗ୍ରାମ ରେ ବିବାହ କରିଥିଲେ । ଶାଶୁ ଘର ଲୋକ ମହିଳା ଙ୍କୁ ଅ-ତ୍ୟା-ଚା-ର କରୁଥିଲେ । ତାଙ୍କୁ ବାପା ଘରକୁ ଯିବାକୁ ଦେଉ ନ ଥିଲେ । ଆରକ୍ଷୀ ଅଧିକାରୀ ଓ ଘର ଲୋକ ମିଶି ଝିଅ କୁ ଉଦ୍ଧାର କରି ଥିଲେ । ଆରକ୍ଷୀ ଅଧିକାରୀ ଝିଅ ର ବାପା ଙ୍କ ହାତରେ ହସ୍ତାନ୍ତର କରି ଥିଲେ । 

ଶାଶୁ ଘର ବି-ରୋ-ଧ ରେ ବରାହ  ଆରକ୍ଷୀ ଅଧିକାରୀ ଷ୍ଟେସନ ରେ ଏକ ରିପୋର୍ଟ୍ କରିଥିଲେ । ମାତ୍ର ମହିଳା ଙ୍କୁ ଫସାଇବା ପାଇଁ ତାଙ୍କୁ ହୋଟେଲ ନେଇ ଜୋ-ର-ଜ-ବ-ର-ଦ-ସ୍ତି କରା ଯାଇଥିଲା । ଏହି କାଣ୍ଡ ଇନ୍ସପେକ୍ଟର କରିଛନ୍ତି ବୋଲି ଅ-ଭି-ଯୋ-ଗ କରିଥିଲେ । କେବଳ ସେତିକି ନୁହେ ଇନ୍ସପେକ୍ଟର ତାଙ୍କର ଅ-ଶ୍ଳୀ-ଳ ଭିଡ଼ିଓ ମଧ୍ୟ କରିଥିଲେ । ଯାହା ପାଇଁ ତାଙ୍କୁ ବାରମ୍ବାର ବ୍ଲାକ ମେଲିଂ କରୁଥିଲେ । ମାତ୍ର ଏହାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନ ଥିଲା । ଏସ ଏସ ପି ଙ୍କ କହିବା ଅନୁଯାୟୀ ଏହି ଘଟଣା କୁ ମହିଳା  ଆରକ୍ଷୀ ଅଧିକାରୀ ଙ୍କୁ ହସ୍ତାନ୍ତର କରାଯାଇଛି । ଏହା ପରେ ତ-ଦ-ନ୍ତ କରା ଯାଇ କାର୍ଯ୍ୟନୁଷ୍ଠାନ  ଗ୍ରହଣ କରା ଯିବ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *