ଖୁସି ଖବର ଫୁଣି କମିଲା ପେଟ୍ରୋଲ ଡିଜେଲ ତେଲ ଦର । ଜାଣନ୍ତୁ କେତେ ଟଙ୍କା ଲେଖା କମିଲା ତେଲ ଦର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଖୁସି ଖବର,ପୁଣି ହ୍ରାସ ପାଇଲା ତୈଳ ଦର ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପେଟ୍ରୋଲ ଓ ଡିଜେଲ ର ମୂଲ୍ୟରେ ହ୍ରାସ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସେଥିପାଇଁ ଆମର ନଜର ପ୍ରତିଦିନ ଏହାର ମୂଲ୍ୟ ଉପରେ ଥାଏ । ଆଜି ଅର୍ଥାତ ନଭେମ୍ୱର ୨୨ ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ର ନୂଆ ଦର ଜାରି କରିଦେଇଛନ୍ତି । ପେଟ୍ରୋଲ ଓ ଡିଜେଲର ମୂଳ ମୂଲ୍ୟରେ ଏସବୁ ଯୋଡିବା ପରେ ଖୁଚୁରା ମୂଲ୍ୟ ସାମ୍ନାକୁ ଆସେ । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ବା ଏକ୍ସାଇଜ୍ ଡ୍ୟୁଟି ଆଦାୟ କରନ୍ତି ଯାହା ସମଗ୍ର ଦେଶରେ ସମାନ ଅଟେ । ରାଜ୍ୟ ସରକାର ଭ୍ୟାଟ୍ ଆଦାୟ କରନ୍ତି । 

 

ରାଜ୍ୟଗୁଡ଼ିକରେ ଅଲଗା ଅଲଗା ଭ୍ୟାଟ୍ କାରଣରୁ ବିଭିନ୍ନ ରାଜ୍ୟ ଓ ସହରରେ  ପେଟ୍ରୋଲ ଓ ଡିଜେଲର ଭିନ୍ନ ଦର ରହିଥାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ଆଦାୟ କରୁଛନ୍ତି । ତେବେ ଦିନ କୁ ଦିନ ତୈଳ ଦର ଏପରି ବୃଦ୍ଧି ପାଉଛି ଯେ ଗ୍ରାହକ ଙ୍କ ଠାରେ ବଡ଼ ଅସନ୍ତୋଷ ଦେଖିବାକୁ ମିଳୁଛି । କିନ୍ତୁ ପୁଣି ଏକ ଖୁସି ଖବର । ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର । କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଭ୍ୟାଟ୍‌ ହ୍ରାସ ହେବା ପରେ ଏବେ ବିଭିନ୍ନ ରାଜ୍ୟ ପକ୍ଷରୁ ଭ୍ୟାଟ୍‌ ହ୍ରାସ ପ୍ରକ୍ରିୟା ଜାରି ରଖିଛନ୍ତି । ଏହି କ୍ରମରେ ଆଜି ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍‌ ହ୍ରାସ ହୋଇଛି । 

 

କିନ୍ତୁ ବଡ଼ ଦୁଃଖଦ ଖବର ଯେ ଓଡ଼ିଶା ନୁହେଁ  ତୈଳ ଦର କମାଇଛନ୍ତି ଛତିଶଗଡ ସରକାର । କେନ୍ଦ୍ର ସରକାର ଭ୍ୟାଟ୍‌ କମାଇବା ପରେ ବିଜେପି ଶାସିତ ରାଜ୍ୟ ମାନଙ୍କ ରେ ତୈଳ ଦର ଉପରୁ ତୁରନ୍ତ ଭ୍ୟାଟ୍‌ ହ୍ରାସ କରାଯାଇଥିଲା । ବିଳମ୍ବରେ ହେଲେ ସୁଦ୍ଧା ଏବେ କଂଗ୍ରେସ ଦ୍ଵାରା ଶାସିତ ରାଜ୍ୟ ଗୁଡିକ ରେ ତୈଳ ଦର ଉପରୁ ଭ୍ୟାଟ୍‌ ହ୍ରାସ କରୁଛନ୍ତି ରାଜ୍ୟ ସରକାର । ଓଡ଼ିଶା ନୁହେଁ  ଏମିତି କରିଛନ୍ତି ଛତିଶଗଡ ସରକାର ।କେନ୍ଦ୍ର ସରକାର ଭ୍ୟାଟ୍‌ କମାଇବା ପରେ ବିଜେପି ଶାସିତ ରାଜ୍ୟ ମାନଙ୍କ ରେ ତୈଳ ଦର ଉପରୁ ତୁରନ୍ତ ଭ୍ୟାଟ୍‌ ହ୍ରାସ କରାଯାଇଥିଲା । ବିଳମ୍ବରେ ହେଲେ ସୁଦ୍ଧା ଏବେ କଂଗ୍ରେସ ଶାସିତ ରାଜ୍ୟ ଗୁଡିକ ରେ ତୈଳ ଦର ଉପରୁ ଭ୍ୟାଟ୍‌ ହ୍ରାସ କରୁଛନ୍ତି ରାଜ୍ୟ ସରକାର । 

 

ତେବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ । ତେବେ ବର୍ତମାନ ପାଇଁ ଦିଲ୍ଲୀରେ ଏହା ଲିଟର ପିଛା ୮୬.୬୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୧୪ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୮୯.୭୯ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୧.୪୩ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୯୧.୬୨ ଟଙ୍କା ଦରରେ ବିକ୍ରି ହେଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *