ସ୍ୱାମୀ ଗାଡି ପଛରେ ବସି ସ୍ତ୍ରୀ କଲା ଖେଳ । ଦେଖ ସେହି ସମୟର Viral ଦୃଶ୍ୟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ବାମୀ ଥାଉ ଥାଉ ସ୍ତ୍ରୀ କୁ ଚୁ-ମି-ଲେ ଅନ୍ୟ ଜଣେ ଯୁବକ । ତା ପରେ କଣ ଘଟିଲା ଦେଖନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସୋ-ସି-ଆ-ଲ ମି-ଡି-ଆ ଏକ ମୋନରଞ୍ଜନ ର ପ୍ଲାଟଫର୍ମ ହୋଇଉଠିଲାଣି । ବର୍ତ୍ତମାନ ସମାଜ ରେ ଅନେକ ଘଟଣା ଘଟୁଛି । ବର୍ତ୍ତମାନ ସ୍ମାର୍ଟ୍ ଫୋନ୍ ଯୋଗୁ କୌଣସି ପରିସ୍ଥିତି କୋୖଣସି ସମୟ ରେ ଜାଣି ହେଉଛି । ତେବେ କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋ-ସି-ଆ-ଲ ମି-ଡ଼ି-ଆର ବ୍ୟବହାର କରିଥାନ୍ତି । ସୋ-ସି-ଆ-ଲ ମି-ଡ଼ି-ଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟ ରେ ନାନା ପ୍ରକାର ଭିଡ଼ିଓ ବେଶ୍ ଭା-ଇ-ରା-ଲ ହେବାରେ ଲାଗିଛି । ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । 

 

ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ସମସ୍ତ କଳାକାର ବହୁ ପରିଶ୍ରମ ଫଳରେ ସଫଳତାର ଶୀର୍ଷ ରେ ପହଞ୍ଚି ପାରିଛନ୍ତି । କଳାକାର ହେଉ ବା ଗୀତିକାର, ନିଜ ନିଜ ଗୁଣ ରେ ଦର୍ଶକ ଙ୍କୁ ମୋହିତ କରିଥାନ୍ତି । ବର୍ତମାନ ସମୟ ରେ ବିବାହ ଏକ ଏପରି ସ୍ଥାନ ରେ ଯାଇ ପହଞ୍ଚିଛି , ଉଭୟ ନାରୀ ଓ ପୁରୁଷ ବିବାହ କରିବାକୁ ନାରାଜ ହେଉଛନ୍ତି । ନାରୀ ଓ ପୁରୁଷ ଉଭୟ ସୃଷ୍ଠି ର ବିଚିତ୍ର ରୂପ । ଯଦି ସଂସାର ରେ କେବଳ ହିଁ କେବଳ ପୁରୁଷ ରହିଥାନ୍ତେ ତା ହେଲେ ଭି ସଂସାର ଚାଲି ପାରନ୍ତା ନାହିଁ । 

 

ଯଦି କେବଳ ମହିଳା ରହିଥାନ୍ତି ତା ହେଲେ ଭି ସଂସାର ଆଗକୁ ବଢ଼ାନ୍ତା ନାହିଁ । କିନ୍ତୁ ଅନେକ ସ୍ଥାନ ରେ ଆମେ ଦେଖିଥାଉ ଯେ ଯେଉଁ ମଣିଷ ର ହାତ ଧରି ଆମେ ବିବାହ କରି ଘର କୁ ଆଣିଥାଉ ବା ଯେଉଁ ମଣିଷ ସହିତ ଆମେ ଘର କରିବା ପାଇଁ ଯାଇଥାଉ , ସେ ବହୁତ ବଡ଼ ଧୋକେ ବାଜ୍ ବାହାରିଥାଏ । ଆମେ ଏମିତି ଅନେକ ଘଟଣା ଶୁଣିଥାଉ ବା ଅନେକ ଭିଡିଓ ଦେଖିବାକୁ ପାଇଥାଉ , ଯେଉଁଥିରେ ବିବାହ ପରେ ଦୁଇ ଜଣ ସୁଖ ରେ ନଥାନ୍ତି । ସେହିପରି ଏକ ଭିଡିଓ ଦେଖା ଯାଇଛି ସୋ-ସି-ଆ-ଲ ମି-ଡ଼ି-ଆ ରେ । 

 

ଜଣେ ମହିଳା ଜଣକ ନିଜ ସ୍ବାମୀ ଙ୍କ ସହିତ ଗାଡ଼ି ରେ ବସି ଯାଉଥିବା ସମୟ ରେ ପଛରୁ ଏକ ଗାଡ଼ି ଧରି ଜଣେ ଯୁବକ ଯାଇ ପହଞ୍ଚିଲେ ସେହି ମହିଳା ଙ୍କ ପାଖରେ ଓ ହଠାତ୍ ଯୁବକ ଜଣକ ମହିଳା ଙ୍କୁ ଚୁ-ମ୍ବ-ନ କରିଥିଲେ ଯାହା ମହିଳା ଙ୍କ ସ୍ଵାମୀ ମଧ୍ୟ ଜାଣିପାରୁନଥିଲି । କିନ୍ତୁ ଆଶ୍ଚର୍ଯ୍ୟ ର ଘଟଣା ଏହି କି ଯେ ମହିଳା ଜଣକ ମଧ୍ୟ କିଛି କହିନଥିଲେ ସେହି ଯୁବକ ଟି କୁ । ମାଡ଼ ତ ମାରିବା ଦୂର ର କଥା , ସେ ଯୁବକ ଟି କୁ ଗା-ଳି ମଧ୍ୟ କରିନଥିଲେ । ଏଥିରୁ ହିଁ ଜାଣି ପାରୁଚେ ଯେ ସେହି ମହିଳା ଜଣକ କେତେ ଧୋ-କେ-ବା-ଜ୍ ବୋଲି । ଏହି ଭିଡିଓ ଟି ପଛରୁ କେହି ଜଣେ କରି ସୋ-ସି-ଆ-ଲ ମି-ଡି-ଆରେ ଛାଡ଼ି ଦେଇଛନ୍ତି ଯାହାକୁ ଅନେକ ଲୋକ ଦେଖି ସାରିଲେଣି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *