ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭା-ଇ-ରା-ଲ ହେଲା ବିଉଟୀ ଖାଁ ଓ ତାଙ୍କ ସହ ଅର୍ବାଜ୍ ମଲିକ୍ ଙ୍କ ଭିଡିଓ । ଯାହା କି ୬ ମିଲିୟନ ଫୋଲୋ୍ସ ହୋଇଥିବା ଖୁସି ରେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ଓଡ଼ିଆ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ହିନ୍ଦୀ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ହିନ୍ଦୀ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଶହେ ରୁ ଶତକଡା ଲୋକ ହିନ୍ଦୀ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି ।ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି ।
ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ।ବେଳେ ମଧ୍ୟ ଏମିତି କିଛି ସୁଟିଂ ସେଟ୍ ର କିଛି ଭିଡିଓ ଆସିଥାଏ ଯାହା ଦର୍ଶକ ମାନଙ୍କୁ ଟିକେ ଆଶ୍ଚର୍ଯ୍ୟ କରିଦେଇଥାଏ । ଆଉ କିଛି ସମୟରେ ମଧ୍ୟ ଆମେ ହିରୋଇନ୍ ଆଉ ହିରୋ ଙ୍କୁ ନେଇ ଏମିତି କିଛି ଫଟୋ ଅବା ଭିଡିଓ ଆସିଥାଏ ଯାହା ପାଇଁ ଦର୍ଶକ ମାନେ କିଛି ସମୟ ଯାଏଁ ଭାବିବାକୁ ରହି ଯାଇଥାନ୍ତି ।
ତେବେ ସୋ-ସି-ଆ-ଲ ମି-ଡି-ଆରେ ବେଳେ ବେଳେ ଅନେକ ହିରୋ ହିରୋଇନ୍ ଙ୍କ ର ଭିଡିଓ ଘୁରି ବୁଲେ । ସେଥିପାଇଁ ସେମାନଙ୍କ ବିଷୟ ରେ ଜାଣିବା ଆହୁରି ସହଜ ହୋଇଥାଏ । ଆମେ ମଧ୍ୟ ସେମାନଙ୍କ ନିଜସ୍ଵ ଜୀବନୀ ବିଷୟ ରେ ଯେପରି କି କେଉଁ ହିରୋ ବା ହିରୋଇନ୍ କାହାକୁ ବିବାହ କଲେ । ଆଜି ର ଏହି ଖବର ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଭାବିବେ ଏହି ଖବର ଟି ସମ୍ପୂର୍ଣ କୁ ଅଲଗା । ଆମେ ଯେ କେବଳ ପରଦା ପଛରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଦେଖୁ ଆଉ ଭଲ ପାଇବା ଦେଇଥାଉ । ତାଙ୍କୁ ବହୁତ୍ ପରିମାଣ ରେ ଫୋଲୋ ମଧ୍ୟ କରିଥାଉ । ସେମାନେ କେମିତି ଅଭିନୟ କରୁଛନ୍ତି କେମିତି ସଜ ବାଜ୍ ହେଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି ।
ଆଜ୍ଞା ଆମେ ଆପଣଙ୍କୁ ସେହି କଥା କହିବା ପାଇଁ ଚେଷ୍ଟା କରୁଛୁ କି ଆପଣ ମାନେ ନିଜ ମୋବାଇଲ ରେ ଯେଉଁ ଟିକ ଟକ୍ ଓ ରିଲ୍ସ୍ ଭିଡିଓ ଦେଖୁଛନ୍ତି ସେଥି ମଧ୍ୟରୁ ଆପଣ ମାନେ ଖୁବ୍ ପସନ୍ଦ କରିଥିବା ସେହି ଝିଅ ଜଣକ ହେଉଛନ୍ତି ବିଉଟୀ ଖାଁ ଓ ତାଙ୍କ ସହ ଅର୍ବାଜ୍ ମଲିକ୍ । ଉଭୟ ଙ୍କ ଇନ୍ଷ୍ଟଗ୍ରମ୍ ଆକାଉଣ୍ଟ୍ ରେ ୬ ମିଲିୟନ ରେ ଫୋଲୋ୍ସ ହୋଇ ଯାଇଥିବା ଯୋଗୁଁ ଉଭୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ଖୁବ୍ ମଜା ମସ୍ତି କରୁଥିବା ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଦେଖିବା ପାଇଁ ମିଳିଛି। ଏହା ସହ ସେ ତାଙ୍କ ଫେନ୍ସ ମାନଙ୍କୁ ବହୁତ ଧନ୍ୟବାଦ୍ ଜଣାଇଛନ୍ତି ଓ କହିଛନ୍ତି ଯେ ଏମିତି ସବୁବେଳେ ତାଙ୍କୁ ସପୋର୍ଟ କରନ୍ତୁ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।