ଯାତ୍ରା ହିରୋଇନ ଲିଜା ପଣ୍ଡା ଓ ବାପି ପଣ୍ଡା ଙ୍କ ପ୍ରେମ କାହାଣୀ । ବାପି ଫସେଇଥିଲେ ଏମିତି ଲିଜା ପଣ୍ଡା ଙ୍କୁ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଯାତ୍ରା ଅଭିନେତ୍ରୀ ଲିଜା ପଣ୍ଡା ଙ୍କ ଜୀବନୀ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ । ଯାତ୍ରା ପାଇଁ ଘର ଛାଡ଼ି ଚାଲି ଆସିଲେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଓଡ଼ିଶା ରେ ଏମିତି ବହୁତ୍ ଲୋକ ଅଛନ୍ତି ଯେଉଁମାନେ ଓଡ଼ିଆ ଫିଲ୍ମ ଅବା ସିରିଏଲ  କୁ ଦେଖିବା ପାଇଁ ବହୁତ୍  ଭଲ ପାଇଥାନ୍ତି । କେବଳ ଏତିକି ନୁହଁ ଘରେ ରହୁଥିବା ମାଆ ,ମାଉସୀ ଓ ବୃଦ୍ଧ ଲୋକ ମାନେ ମଧ୍ୟ ସନ୍ଧ୍ୟା ହେବା ମାତ୍ରେ ଟିଭି ଦେଖିବା ପାଇଁ ବସି ଯାଇଥାନ୍ତି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ସିରିଏଲ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତା ଠାରୁ  ଭି ଅଧିକ ଯାତ୍ରା ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି । ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । 

 

କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି । ଆଉ କିଛି ସମୟରେ ମଧ୍ୟ ଆମେ ହିରୋଇନ୍ ଆଉ ହିରୋ ଙ୍କୁ ନେଇ ଏମିତି କିଛି ଫଟୋ ଅବା ଭିଡିଓ ଆସିଥାଏ ଯାହା ପାଇଁ ଦର୍ଶକ ମାନେ କିଛି ସମୟ ଯାଏଁ ଭାବିବାକୁ ରହି ଯାଇଥାନ୍ତି । ଘର ର ମହିଳା ମାନେ ସଦା ସର୍ବଦା ହିରୋଇନ୍ ମାନେ କଣ କେମିତି କରୁଛନ୍ତି ସେହି ସବୁ କୁ ଲକ୍ଷ୍ୟ କରି କାର୍ଯ୍ୟ କରିଥାନ୍ତି । ଆହୁରି ମଧ୍ୟ କିଛି କିଛି ଯାତ୍ରା  କୁ ଲୋକେ ବହୁତ୍ ଅଧିକ ମାତ୍ରା ରେ ଭଲ ପାଇବା ଦେଇଥାନ୍ତି । ଯେଉଁ ହିରୋ ଅବା ହିରୋଇନ୍ ଟିକେ ଅଧିକ ସୁନ୍ଦର ଓ ତାଙ୍କ ଅଭିନୟ ଭଲ ତାଙ୍କ ଯାତ୍ରା କୁ ଲୋକେ ଖୁବ୍ ପରିମାଣ ରେ ଭଲ ପାଇଥାନ୍ତି । 

 

ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଯାତ୍ରା ଅଭିନେତ୍ରୀ ଙ୍କ ବିଷୟରେ କହିବୁ କି ଯିଏ ଅଭିନୟ ପାଇଁ ସମସ୍ତଙ୍କୁ ଛାଡ଼ି ଦେଇ ପାରନ୍ତି । ଅଭିନୟ ପାଇଁ ଖୁବ୍ ପାଗଳ । ଯାତ୍ରା ରେ ଅଭିନୟ କରିବା ପାଇଁ ନିଜ ଘର ଲୋକ ଙ୍କୁ ମଧ୍ୟ ସେ ପର କରି ଅଭିନୟ କରିବା ପାଇଁ ଚାଲି ଆସିଥିଲେ ।ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଲିଜା ପଣ୍ଡା । ଜଗତସିଂହପୁର ଜିଲ୍ଲା ର ନହରଣାପୂର୍ ଗାଁ ରେ ସେ ସୁଧାକର ଶତପଥୀ ଙ୍କ ଝିଅ ଥିଲେ । ତାଙ୍କ ବାପା ତାଙ୍କୁ ଯାତ୍ରା ପାଇଁ ରାଜି ହୋଇ ନଥିଲେ । ସେ ପତିତ ପାବନ ଗାର୍ଲ ସ୍କୁଲ ରେ ୧୦ମ ପଢୁଥିବା ସମୟରେ ଯାତ୍ରା କରିବା ପାଇଁ ସ୍ବପ୍ନ  ଦେଖି ଚାଲିଥିଲେ । 

 

ସେ ମାତ୍ର ୧୬ ବର୍ଷ ରେ ଘର ଛାଡ଼ି ଚାଲି ଆସିଥିଲେ ଓ ତା ପରେ ଅନୁଗୁଳ ର ସୂର୍ଯ୍ୟ ଅପେରା ରେ ଯୋଗ ଦେଇଥିଲେ ମାତ୍ର ସେହି ଅପେରା ଭାଙ୍ଗି ଯାଇଥିଲେ ।ତା ପରେ ସେ ଘରକୁ ଫେରି ବାପା ଙ୍କ ଠୁ ଖୁବ୍ ଗାଳି ଶୁଣିବା ପରେ ପୁଣି ନୂଆ ଅପେରା ରେ ଯୋଗ ଦେଇଥିଲେ । ତା ପରେ ତାରାପୁର ଅପେରା ରେ ଯୋଗ ଦେଇଥିଲେ । ତା ପରେ ମଉନାବତି ରେ ଅଭିନୟ କରିଥିଲେ । ଲିଜା ଙ୍କୁ ଦେଖି ବାପି ଖୁବ୍ ପସନ୍ଦ କରିବାରୁ ସେ ତାଙ୍କୁ ଭଲ ପାଇ ବସିଥିଲେ ଓ କହି ମଧ୍ୟ ଥିଲେ ହେଲେ ଲିଜା ମନା କରି ଦେଇଥିଲେ । ବାପି ତା ପରେ ତାଙ୍କୁ ବିବାହ କରିଥିଲେ ଓ ଧଉଳି ଗଣନାଟ୍ୟ କୁ ପ୍ରବେଶ କରି ଦେଇଥିଲା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *