ବାହା ହେବାକୁ ପ୍ରତିଶୃତି ଦେଇ ଆସିଲାନି ବର । ତାପରେ କନିଆଁ କଲା ତାଣ୍ଡବ । ଦେଖ ଭିଡ଼ିଓ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜୋ-ର-ଜ-ବ-ର-ଦ-ସ୍ତି ପରେ ବିବାହ ପାଇଁ ଦେଲେ ପ୍ରତିଶ୍ରୁତି, ବିବାହ ଦିନ ଆସିଲାନି ବର ଆଉ ଶେଷରେ ବରଘର ଆଗରେ ବଧୂବେଶରେ ଧାରଣା ଦେଲେ କନ୍ୟା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବିବାହ କଥା କହିଲେ ସମସ୍ତଙ୍କ ମନରେ ଏକ ପ୍ରକାରର ଖୁସିର ଭାବନା ଆସିଯାଏ। କାହିଁକି ନା ବିବାହ ଘରରେ ବହୁତ ମଜାମସ୍ତି ହୋଇଥାଏ, ବହୁତ ଖୁସି ମଧ୍ୟ ଥାଆନ୍ତି ସମସ୍ତେ। ଏହି ବିବାହ ଦୁଇଟି ମଣିଷର ଜୀବନକୁ ବଦଳାଇ ଦେଇଥାଏ,ବିବାହରେ କେବଳ ଦୁଇଟି ମଣିଷ ଏକାଠି ହୋଇ ନଥାଆନ୍ତି ବରଂ ଦୁଇଟି ପରିବାର ଏକ ହୋଇଥାଆନ୍ତି। ବିବାହକୁ ବି ଆମ ସମାଜରେ ଏକ ପବିତ୍ର ସମ୍ପର୍କ ବୋଲି ମନା ଯାଇଥାଏ। ବିବାହରେ ପୁଅର ଜୀବନ ବଦଳି ଥାଏ, ହେଲେ ସବୁଠାରୁ ବଡ ପରିବର୍ତ୍ତନ ଆସିଥାଏ ଗୋଟିଏ ଝିଅ ପାଖରେ। 

 

ଗୋଟିଏ ନିଜର ବାପା,ମାଆ,ଭାଇ,ଭଉଣୀ ସାରା ପରିବାରକୁ ଛାଡି ନୂଆ ଏକ ପରିବାରକୁ ଯାଇଥାଏ, ଅଜଣା ଅଚିହ୍ନା ଲୋକମାନଙ୍କ ସହ ସେ ରହିଥାଏ। ଥରେ ଭାବିଲେ ଗୋଟିଜ ଝିଅ କେବେ ଗୋଟିଏ ମଣିଷ ଅର୍ଥାତ୍ ତା ସ୍ୱାମୀ ପାଇଁ ନିଜର ର-କ୍ତକୁ ପର କରି ଆସିଥାଏ, ଆଉ ଯଦି ସେହି ସ୍ୱାମୀ ହିଁ ତାକୁ ଠିକ୍ ରେ ବୁଝିପାରିନଥାଏ, ବା ତାକୁ କ-ଷ୍ଟ ଦେଇଥାଏ, ଭୁ-ଲ୍ ବୁଝିଥାଏ ତେବେ ସେହି ଝିଅଟିର କଣ ହେବ। ଆମେ ଆଜି ଆପଣଙ୍କୁ ଠିକ୍ ସେହିପରି ଏକ ଘଟଣା ସମ୍ପର୍କରେ କହିବୁ। 

 

ଝିଅର ବାହାଘର ହୋଇଥାଆନ୍ତା, ଝିଅ ବଧୂ ବେଶରେ ସଜ ମଧ୍ୟ ହୋଇ ସାରିଥିଲା ହେଲେ ଶେଷରେ ଯାଇ ନିଜ ବର ଘର ସାମ୍ନାରେ ନିଜର ହକ୍ ପାଇଁ ଧାରଣା ଦେଲା। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ, ଆଉ ଏହା ଅନ୍ୟ କେଉଁଠି ନୁହେଁ ବରଂ ଆମ ରାଜ୍ୟର ବ୍ରହ୍ମପୁର ସହରରେ ହିଁ ଦେଖିବାକୁ ମିଳିଛି। ଏଠାରେ ଡାକ୍ତର ଗୋଟିଏ ଝିଅକୁ ଜୋ-ର-ଜ-ବ-ର-ଦ-ସ୍ତି କରିଥିଲେ ଏବଂ ଏହାପରେ ତାକୁ ବାହା ହେବାକୁ ପ୍ରସ୍ତାବ ଦେଇଥିଲେ, ଏବଂ ସେମାନଙ୍କର କୋର୍ଟ ମେରେଜ୍ ମଧ୍ୟ ସରିଥିଲା। ହେଲେ ଏହି କୋ-ର୍ଟ ମେରେଜ୍ କୁ ଶାଶୁ ଶ୍ୱଶୁର ଗ୍ରହଣ କରୁନଥିଲେ, ସେମାନେ କହୁଥିଲେ ବୈଧିକ ରୀତିନୀତିରେ ବାହାଘର ହେଲେ ତାହାକୁ ଗ୍ରହଣ କରିବେ। 

 

ଏଥିପାଇଁ ସେମାନେ ଜିଅକୁ ବୋହୂ ରୂପରେ ଗ୍ରହଣ କରୁନଥିଲେ, ଝିଅକୁ ସିନ୍ଦୂର ଓ ଚୁଡି ପିନ୍ଧିବାକୁ ମନା କରୁଥିଲେ। ଏହାପରେ ଝିଅଘର କେ-ସ୍ ଦେଇଥିଲେ, ତେଣୁ ପୁଅର ବାପା ଓ ଭାଇ ଝିଅର ବାପାଙ୍କର ଗୋଡ ହାତ ଧରି କହିଥିଲେ ବାହାଘର କରି ଦେବା ପାଇଁ, ଏହାପରେ ୨୨ ତାରିଖ ଦିନ ସେମାନଙ୍କର ବାହାଘର ହେବାର ଥିଲା, ସବୁ କିଛି ବ୍ୟବସ୍ଥା ମଧ୍ୟ ହୋଇ ସାରିଥିଲା ହେଲେ ବର ଆସିନଥିଲା। ଏଥିପାଇଁ ଝିଅ ଯାଇ ସକାଳୁ ପୁଅ ଘର ଆଗରେ ଧାରଣା ଦେଇଥିଲା। ଝିଅଟିର ନାମ ହେଉଛି ଡିମ୍ପଲ୍ ଦାସ ଏବଂ ପୁଅଟିର ନାମ ସୁମିତ ସାହୁ, ପୁଅଟି ଜଣେ ଡାକ୍ତର।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *