ସବୁ ମହିଳା ଙ୍କୁ ମିଳିବ ମାସକୁ 1000 ଟଙ୍କା । ଜାଣନ୍ତୁ କିଏ ଦେବ ଓ କେମିତି ପାଇବେ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସମସ୍ତ ମହିଳା ଙ୍କ ପାଇଁ ୧୦୦୦ ଟଙ୍କା ଘୋଷଣା କଲେ ସରକାର । ଜାଣନ୍ତୁ ପୁର୍ଣ୍ଣ ଖବର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଜନୀତି ହେଉଛି ଏକ ପ୍ରକାର ମି-ଛ ଆଶ୍ଵାସନା ବୋଲି କହିଲେ ଚଳେ । ନେତା ମାନେ ରାଜନୀତି ନାମ ରେ ଅନେକ ଲୋକ ଙ୍କୁ ମି-ଛ ଆଶ୍ୱାସନା ଦେଇଥାନ୍ତି । ମୁଁ ଜିତିଲେ ଏହି ଅଞ୍ଚଳ ରେ ଏଇ ଉନ୍ନତି କରିବି , ସେଇ ଉନ୍ନତି କରିବି କହି ଭୋଟ ନେଇଯାଆନ୍ତି । କିନ୍ତୁ ଜିତିସରିଲା ପରେ ସେହି ନେତା ଙ୍କ ର ଆଉ ଦେଖା ମିଳେନାହିଁ । ତେବେ ବର୍ତମାନ ସୁଦ୍ଧା କିଛି କିଛି ହାତ ଗଣତି ନେତା ଅଛନ୍ତି ଯେଉଁମାନେ ପ୍ରତିଶ୍ରୁତି ବଦ୍ଧ । ଅର୍ଥାତ୍ ଭୋଟ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥାନ୍ତି , ସେହି ପ୍ରତିଶ୍ରୁତି ଜିତିଲା ପରେ ପୂରଣ କରିଥାନ୍ତି । ତେବେ ଯେଉଁ ସ୍ଥାନ ରେ ଭୋଟ ଆସିଥାଏ , ଅନେକ ଭୋଟ କୁ ନେତା ମାନେ ଟଙ୍କା ପଇସା ଦେଇ କିଣି ନେଇଥାନ୍ତି । 

 

ତେବେ ଏପରି ସ୍ଥାନରେ ଭୋଟର ମାନେ ଟଙ୍କା ନ ନେଇ ନିଜ ବୁଦ୍ଧି ଅନୁସାରେ ଭୋଟ ଦେବା ଉଚିତ୍ । ତେବେ ନିକଟ ଭବିଷ୍ୟତ ରେ ପୁଣି ଥରେ ଭୋଟ ଆସୁଛି । ତେଣୁ ବର୍ତମାନ ଠୁ ରାଜନୈତିକ ଦଳ ଦ୍ଵାରା ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇ ସାରିଲାଣି । ବର୍ତମାନ ର ସରକାର ମଧ୍ୟ ନାନା ପ୍ରକାର ଷ୍କିମ୍ କରିଦେଉଛନ୍ତି । ତେବେ ପଞ୍ଜାବ ରେ ଆସନ୍ତା ଇଲେକ୍ସନ ପାଇଁ ଜୋର୍ ଦାର ପ୍ରଚାର ଚାଲିଛି । ତେବେ ଆମ ଆଦମୀ ପାର୍ଟି ଇଲେକ୍ସନ ଜିତିବା ପାଇଁ କେଜ୍ରିୱାଲ ସେଠାରେ ମହିଳା ମାନଙ୍କୁ ପ୍ରତି ମାସ ରେ ଏକ ହଜାର ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 

 ଯଦି ଆସନ୍ତା ଇଲେକ୍ସନ ରେ ଆପ୍ ଦଳ ଜିତିବ , ଯଦି ଲୋକ ମାନେ ବିପୁଳ ଭୋଟ ଦେଇ ସେଠାରେ ଆପ୍ ଦଳ କୁ ଜିତାଇବେ , ତେବେ ପଞ୍ଜାବ ରେ ପ୍ରତି ଟି ମହିଳା ଙ୍କୁ ସେ ପ୍ରତି ମାସ ଏକ ହଜାର ଟଙ୍କା ଲେଖାଏଁ ଦେବେ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ଦିଲ୍ଲୀ ରେ ଇଲେକ୍ସନ ସମୟ ରେ ୩୦୦ ୟୁନିଟ ପର୍ଯ୍ୟନ୍ତ ଫ୍ରି ବିଦ୍ୟୁତ୍ ତଥା ମେଡିକାଲ ରେ ଅନେକ ଛାଡ଼ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନେକ ପ୍ରତିଶ୍ରୁତି ଶେଷ ରେ ପାଣି ଫୋଟକା ପରି ମିଳେଇ ଯାଏ । 

 

କାରଣ ବର୍ତମାନ ର ବିଦ୍ୟୁତ୍ ସେବା କଥା କୁହନ୍ତୁ ବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କଥା କୁହନ୍ତୁ , ରାସ୍ତା କଥା ମଧ୍ୟ କୁହନ୍ତୁ , ଆମେ ଅନେକ ଏପରି ଉଦାହରଣ ଦେଖୁଛୁ ପ୍ରତିଶ୍ରୁତି ଦେଇ ସବୁ ଜିତିବା ପରେ ଭୁଲିଯିବା । ତେଣୁ ପଞ୍ଜାବ କଥା କୁହନ୍ତୁ ବା ଦିଲ୍ଲୀ ହେଉ ବା ଓଡ଼ିଶା , କୌଣସି ସ୍ଥାନ ରେ କୌଣସି ନେତା ଙ୍କ ର କଥା ବାର୍ତ୍ତା ରେ ଠିକ୍ ନା ପୂର୍ବ ରୁ ଥିଲା ନା ଆଜି ମଧ୍ୟ ଅଛି । ତେବେ ଦେଖା ଯାଉ କେଉଁ ସ୍ଥାନ ରେ କିଏ ଜିତି ସରକାର ପ୍ରସ୍ତୁତି କରୁଛନ୍ତି ତଥା କେଉଁ ଦଳ ଜନହିତ ରେ ଲାଗିଛନ୍ତି ଓ କେଉଁ ଦଳ କେବଳ ସୋ-ଷ-ଣ କରୁଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *