ନମସ୍କାର କ୍ରିକେଟ ପ୍ରେମୀ ଦର୍ଶକ ବନ୍ଧୁ । ଆଜି ଆମେ ଜଣେଇବୁ ଆପଣଙ୍କୁ ଦ୍ରାବିଡ଼ ଙ୍କ ବଡ଼ ନିଷ୍ପତି ବିଷୟରେ । ରାହୁଲ ଦ୍ରାବିଡ଼ କୋଚ୍ ହେବା ପରେ ଭାରତ କ୍ରିକେଟ ବେଶ ଆଗକୁ ଯିବାର ପୂର୍ବାନୁମାନ କରାଯାଉଛି ।
ଦ୍ରାବିଡ଼ ଙ୍କ କୋଚ୍ ହେବା ପରେ ଭାରତୀୟ ଦଳ ଫୁଣି ମଜଭୁତ ହୋଇଯାଇଛି । ଦଳ ରେ ଦ୍ରାବିଡ଼ ଆସିବାପରେ ବେଶ ଚର୍ଚ୍ଚା ରହିଛି ଆଗାମୀ ବିଶ୍ୱକପ ଭାରତ ଜିତିବା ଲକ୍ଷ୍ୟ । ଦ୍ରାବିଡ଼ ଙ୍କ Under19 ରେ ବିଶ୍ୱକପ ବିଜୟୀ ଦଳ ସମୟରେ ଦ୍ରାବିଡ଼ ହେଡ କୋଚ୍ ଏହା ଭାରତୀୟ ସିନିଅର ଟିମ ରେ ହେଉ ବୋଲି ଭାରତ କ୍ରିକେଟ ର ଆଶା ।
ଦ୍ରାବିଡ଼ି ଏବେ ଖୁଲାସା କରିଛନ୍ତି ଯେ ମୁଁ ଯେ ପର୍ଯନ୍ତ କୋଚ୍ ରହିବି ସେ ପର୍ଯନ୍ତ ଏହି ଦୁଇ ପ୍ଲେୟାର ଙ୍କୁ କେହି ଅଣ ଦେଖା କରିପାରିବେନି । ପ୍ରଥମ ନାମ ଟି ହେଉଛି ବିରାଟ କୋହିଲି ସେ ବିରାଟ କୋହିଲି ଙ୍କୁ ବହୁତ ପସନ୍ଦ କରନ୍ତି ଓ ସେ ଚାଂହୁଛନ୍ତି ବିରାଟ କୋହିଲି କ୍ରିକେଟ ଟିମ ରେ ସବୁବେଳେ ରୁହନ୍ତୁ । ଅନ୍ୟ ଜଣେ ହେଉଛନ୍ତି
ରୋହିତ ଶର୍ମା ସେ ରୋହିତ ଙ୍କ ଅଧିନାୟକ ଙ୍କୁ ବେଶ ପସନ୍ଦ କରନ୍ତି ଏବେ କା ସମୟରେ । ସେ ଚାହୁଁଛନ୍ତି ରୋହିତ ବି ଆଗକୁ ଏମିତି ଦମଦାର ଖେଳ ଦେଖାନ୍ତୁ ଓ ଅଧିନାୟକ ରେ କ୍ରିକେଟ କୁ ଅନେକ ସଫଳତା ଆଣି ଦିଅନ୍ତୁ । ଦ୍ରାବିଡ଼ ଙ୍କ ଏପରି ମତାମତ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସ ରେ ଜଣାନ୍ତୁ ।