ବେଦୀ କୁ ଯିବା ପୂର୍ବରୁ ଜିମ ରେ କନିଆଁ କଲା ଏମିତି । କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । Watch Video…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏପରି ଏକ ଖବର ସାମ୍ନା କୁ ଆସୁଛି ଯାହାକୁ ଜାଣିଲେ ଆପଣ ମାନେ ମଧ୍ୟ ଚକିତ ହୋଇଯିବେ । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ନଜର ପକାଇବା ସଂପୂର୍ଣ୍ଣ ଖବର ଟି ଉପରେ । ତେବେ ବନ୍ଧୁଗଣ ସାମ୍ନା କୁ ଆସୁଥିବା ଖବର ରୁ ଏହା ଜଣା ପଡ଼ିଛି ଯେ ବାହାଘର ହେବା ପୂର୍ବରୁ ଏକ ଝିଅ କନିଆଁ ବେଶ୍ ରେ ଯାଇ ଜିମ ରେ ପହଞ୍ଚିଥିଲା କିନ୍ତୁ ତା ପରେ ଯାହା ହୋଇଥିଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

 

ତେବେ ଜୀମ୍ ଭିତରେ ସମସ୍ତ ପୁଅ ମାନେ ଏହି ଝିଅ ଙ୍କୁ କନିଆଁ ବେଶ ରେ ଦେଖି ତାଜ୍ଜୁକ ହୋଇଯାଇଥିଲେ। ତାଙ୍କ ସହିତ ମଧ୍ୟ ଏକ ଫଟୋଗ୍ରାଫର ଯାଇଥିଲା ଏବଂ ସେହି ଫଟୋଗ୍ରାଫର ଜଣକ ବିଭିନ୍ନ କୋଣ ରୁ ଫଟୋ ଉଠାଇ ଚାଲିଥିଲା । ତେବେ ବନ୍ଧୁଗଣ ଆପଣ ମାନେ ତ ଭଲ ଭାବରେ ଜାଣିଛନ୍ତି ଯେ ଆଜିକାଲି ବିବାହ ପୂର୍ବରୁ ପ୍ରି-ୱେଡିଂ ଫଟୋସୁଟ୍ ଏକ ଫ୍ୟାସନ  ହୋଇ ଗଲାଣି ।

 

 

ତେବେ ବିବାହ ପୂର୍ବରୁ ଏହା ଏକ ଏପରି ଫ୍ୟାସନ ହୋଇଯାଇଛି ଯେ ବର୍ତ୍ତମାନ ସମୟ ରେ ସମସ୍ତେ ବିବାହ ପୂର୍ବରୁ ପ୍ରି -ୱେଡିଂ ଫଟୋସୁଟ୍ କରୁଛନ୍ତି । ତେବେ ଏହି ପ୍ରି -ୱେଡିଂ ଫଟୋସୁଟ୍ କରିବା ପାଇଁ ବର୍ତ୍ତମାନ ଜଣେ ଯୁବତୀ ଜିମରେ ଏପରି ସ୍ୱାଗ୍ ଦେଖାଇଛନ୍ତି ଯାହାକି ସେଠାରେ ଥିବା ସବୁ ପୁଅ ଙ୍କ ହୋସ ଉଡାଇ ଦେଇଛି ଏବଂ ତାଙ୍କର ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବେଶ୍ ଭଲ ଭାବରେ ଭାଇରାଲ ହେବାରେ ଲାଗିଛି ।

 

ତେବେ ବିବାହ ପୂର୍ବରୁ ଏହି ପ୍ରି -ୱେଡିଂ ଫଟୋସୁଟ୍ କରିବା ପାଇଁ ସେହି ଯୁବତୀ ଜଣକ ଯିମ୍ କୁ ଯାଇ ସେଠାରେ ଡମ୍ବଲ୍ସ ଧରି ବାଇସେପ୍, ଟ୍ରାଇସେପ୍ ଏବଂ ଇନକ୍ଲାଇନ୍ ଚେଷ୍ଟପ୍ରେସ ମାରି ଡୋଲେ ସୋଲେ ଦେଖାଇ ଫଟୋସୁଟ କରୁଥିବାର ସେହି ଭିଡିଓ ଟି ରେ ନଜର ଆସିଛନ୍ତି । ତେବେ ସେହି ଯୁବତୀ ଜଣକ ଶାଢ଼ୀ ପିନ୍ଧି ଛନ୍ତି ,ଏମିତିକି ପୁରା କନିଆଁ ବେଶ ରେ ଯାଇ ପାଖାପାଖି ୩୫ କେଜିର ଡମ୍ବଲ୍ସ ଧରି ଚେଷ୍ଟପ୍ରେସ୍ ଏବଂ ବାଇସେପ୍ସ ୱାର୍କଆଉଟ୍ କରିଥିଲେ । 

 

ତାଙ୍କୁ ଦେଖି ସେଠାରେ ଥିବା ପିଲା ମାନେ ଚକିତ ହୋଇ ଯାଇଥିଲେ ଏବଂ ସୋସିଆଲ ମିଡିଆରେ ତାଙ୍କୁ ଦେଖି ମଧ୍ୟ ଅନ୍ୟ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ତେବେ ସେହି ଯୁବତୀ ଜଣକ କିଛି ଅଲଗା ପ୍ରକାରର କରିବା ଉଦ୍ଦେଶ୍ୟ ରେ ଏଭଳି ଫଟୋ ଶୁଟ କରିଥିଲେ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ 

 

Leave a Reply

Your email address will not be published. Required fields are marked *