ଚତୁର୍ଥୀ ରାତିର Video ଭାଇରଲ କଲା ସ୍ୱାମୀ । ଦେଖନ୍ତୁ ସେହି ଭାଇରଲ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ତ୍ରୀ ସହିତ ଅ-ନ୍ତ-ର-ଙ୍ଗ ଭିଡିଓ ଅପଲୋଡ କଲେ ସ୍ବାମୀ । ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବିବାହ ଏକ ଏପରି ସ୍ଥାନ ରେ ଯାଇ ପହଞ୍ଚିଛି , ଉଭୟ ନାରୀ ଓ ପୁରୁଷ ବିବାହ କରିବାକୁ ନାରାଜ ହେଉଛନ୍ତି । ନାରୀ ଓ ପୁରୁଷ ଉଭୟ ସୃଷ୍ଠି ର ବିଚିତ୍ର ରୂପ । ଯଦି ସଂସାର ରେ କେବଳ ହିଁ କେବଳ ପୁରୁଷ ରହିଥାନ୍ତେ ତା ହେଲେ ଭି ସଂସାର ଚାଲି ପାରନ୍ତା ନାହିଁ । ଯଦି କେବଳ ମହିଳା ରହିଥାନ୍ତି ତା ହେଲେ ଭି ସଂସାର ଆଗକୁ ବଢ଼ାନ୍ତା ନାହିଁ । କିନ୍ତୁ ଅନେକ ସ୍ଥାନ ରେ ଆମେ ଦେଖିଥାଉ ଯେ ଯେଉଁ ମଣିଷ ର ହାତ ଧରି ଆମେ ବିବାହ କରି ଘର କୁ ଆଣିଥାଉ ବା ଯେଉଁ ମଣିଷ ସହିତ ଆମେ ଘର କରିବା ପାଇଁ ଯାଇଥାଉ , ସେ ବହୁତ ବଡ଼ ଧୋ-କେ-ବା-ଜ୍ ବାହାରିଥାଏ । 

 

ଆମେ ଏମିତି ଅନେକ ଘଟଣା ସୁନିଥାଉ ବା ଅନେକ ଭିଡିଓ ଦେଖିବାକୁ ପାଇଥାଉ , ଯେଉଁଥିରେ ବିବାହ ପରେ ଦୁଇ ଜଣ ସୁଖ ରେ ନଥାନ୍ତି । ସେହିପରି ଏକ ଭିଡିଓ ଦେଖା ଯାଇଛି ସୋ-ସି-ଆ-ଲ ମି-ଡ଼ି-ଆ ରେ ।ବିବାହ ପରେ ଅଧା ରୁ ଅଧିକ ସ୍ଥାନ ରେ ଜଣେ ବିବାହିତା ନାରୀ ଟି ହିଁ ନି-ର୍ଯା-ତ-ନା ର ଶି-କା-ର ହୋଇଥାଏ । ନି-ର୍ଯ୍ୟା-ତି-ତ ହୋଇଥାଏ ଶ୍ଵଶୁର ଘରୁ , ସେ ଶାରୀରିକ ହେଉ ବା ଯୌ-ତୁ-କ ଜନିତ ହେଉ । ସେହିପରି ଜଣେ ନାରୀ ନି-ର୍ଯା-ତି-ତ ହୋଇ ଆଇନ ର ଦ୍ବାରସ୍ଥ ହୋଇଛି । କଟକ ର ତୁଳସୀପୁର ବାଙ୍କୀ ଠାରେ ମହିଳା ଙ୍କ ଶାଶୁ ଘର । 

 

ସ୍ବାମୀ ଙ୍କ ନାମ ଅମିତ୍ କୁମାର ରାଉତ । ଏକ ଘରୋଇ କମ୍ପାନୀ ରେ ସେ କାର୍ଯ୍ୟ କରୁଛନ୍ତି । ତେବେ ଘଟଣା ଅନୁସାରେ ବିବାହ କୁ ମାତ୍ର ୬ ମାସ ହୋଇଛି । ବିବାହ ର ଚତୁର୍ଥ ଦିନ ଠୁ ତାଙ୍କ ଉପରେ ଅ-ତ୍ୟା-ଚା-ର କରିବା ଆରମ୍ଭ କରିଦେଇଥିଲେ ଶଶୁର ଘରେ । ତେବେ ସବୁ ସୀମା ଲଂଘନ କରି ସ୍ବାମୀ ନିଜ ସ୍ତ୍ରୀ ଙ୍କ ସହିତ ବିତେଇ ଥିବା ପ୍ରାଇଭେଟ୍ ସମୟ ର ଭିଡିଓ ଟି ସ୍ତ୍ରୀ ର ସୋ-ସି-ଆ-ଲ ମିଡ଼ିଆ ରେ ପୋଷ୍ଟ କରୁଛନ୍ତି । ତେବେ ମହିଳା ଜଣକ ଆରକ୍ଷୀ ଅଧିକାରୀ ଙ୍କୁ  କଂ-ପ୍ଲେ-ନ୍ ପରେ ମାତ୍ର କିଛି ଦିନ ପାଇଁ ଜେ-ଲ ଯାଇଥିଲେ ଅମିତ୍ । ତା ପରେ ତାଙ୍କୁ ବେଲ୍ ମିଲିଯାଇଥିଲା ।

 

ଏପରି ଅ-ତ୍ୟା-ଚା-ର ପ୍ରତି ଦିନ ଆମ ଦେଶ ରେ ଅନେକ ହେଉଛି । ତେବେ ଏହି ମହିଳା ଙ୍କୁ ଯୌ-ତୁ-କ ନି-ର୍ଯା-ତ-ନା ଦିଆ ଯିବା ସହିତ ମା-ଡ଼ ମଧ୍ୟ ମ-ରା ଜାଉଥିବା ଅ-ଭି-ଯୋ-ଗ କରିଛନ୍ତି ମହିଳା ଜଣକ । ତେବେ ମହିଳା ଙ୍କ ଦରକାରୀ ସର୍ଟିଫିକେଟ ଫାଇଲ ରହିଛି ଶଶୁର ଘରେ ଯେଉଁ ଟି ସେମାନେ ମହିଳା ଙ୍କୁ ଦେଉ ନଥିବା ଅ-ଭି-ଯୋ-ଗ ମଧ୍ୟ ହୋଇଛି । ତେବେ ମହିଳା ଙ୍କୁ ଠିକ୍ ନ୍ୟାୟ ମିଳିବ କେବେ ଓ ଦୋ-ଷୀ ଙ୍କୁ ଉଚିତ୍ ଦ-ଣ୍ଡ କେବେ ମିଳିବ ତାହା ଦେଖିବାକୁ ବାକି ରହିଲା । ତେବେ ଆରକ୍ଷୀ ଅଧିକାରୀ କୁ ଡରି ଅମିତ୍ ଓ ପରିବାର ଲୋକ ଯାଇ ରାଞ୍ଚି ରେ ଲୁଚିଥିବା କଥା କହିଛନ୍ତି ମହିଳା ଜଣକ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *