Breaking News : ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ବାଦ ପଡିଲେ ଷ୍ଟାର ପ୍ଲେୟାର । ଚିନ୍ତାରେ ଭାରତ କ୍ରିକେଟ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା: ଦଳରୁ ବାଦ୍‌ ପଡିଲେ ଷ୍ଟାର ଖେଳାଳି , ଏହି ଖେଳାଳି ହେଲେ ସାମିଲ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଗତ ଟି-୨୦ ବିଶ୍ୱକପ୍ ରେ ପ୍ରଥମରୁ ହିଁ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବହୁତ ଖରାପ ରହିଥିଲା। ପ୍ରଥମରୁ ହିଁ ଇଣ୍ଡିଆ ଦୁଇଟି ମ୍ୟାଚ୍ ଲଗାତାର ହାରି ଯାଇଥିଲା, ଏଥିପାଇଁ ସେ ସେମିଫାଇନାଲରୁ ମଧ୍ୟ ବାଦ୍ ପଡି ଯାଇଥିଲା। ଏହାପରେ ଟିମ୍ ଇଣ୍ଡିଆକୁ ଅନେକ ସବୁ କଥା ମଧ୍ୟ ଶୁଣିବାକୁ ପଡିଥିଲା। ଏବେ ପୁଣି ଟିମ୍ ଇଣ୍ଡିଆ ନୂଆ ଟିମ୍ ଗଠନ କରି ଖେଳିଛି। ଏଥିରେ ରୋହିତ ଶର୍ମା ଅଧିନାୟକ ଅଛନ୍ତି, ଟିମ୍ ଇଣ୍ଡିଆ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣି ଏକ ମ୍ୟାଚ ଖେଳିଛି। ଗତ କିଛିଦିନ ତଳେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖୁବ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିଥିଲା ।

 

 ଏହି ମ୍ଯାଚରେ ଶେଷ ପର୍ଯ୍ୟନ୍ତ ଏହା କହିବା ମୁସ୍କିଲ ହେଉଥିଲା କି କେଉଁ ଟିମ୍ ବିଜୟୀ ହେବ। ନ୍ୟୁଜିଲାଣ୍ଡ ଆରମ୍ଭରୁ ଖୁବ ଭଲ ବ୍ୟାଟିଂ କରିଥିଲା, ବିଶେଷ କରି ମାର୍ଟିନ ଗୁପ୍ତିଲ ଓ ମାର୍କ ଚାପମ୍ୟାନଙ୍କ ପାର୍ଟନରସିପ୍ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଥିଲା। କିନ୍ତୁ ଭାରତୀୟ ଟିମ୍ ବିଜୟ ହାସଲ କରି ସମସ୍ତ ଭାରତୀୟ ପ୍ରଶଂସକଙ୍କୁ ଖୁସି କରାଇ ଦେଇଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ଶକ୍ତ ଝ-ଟ୍‌-କା ଲାଗିଛି । ଭାରତର ଷ୍ଟାର ଓପନର ଲୋକେସ ରାହୁଲ, ଆ-ହ-ତ ଜନୀତ ସ-ମ-ସ୍ୟା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି । 

 

ରାହୁଲଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କ ଦଳରେ ସାମିଲ କରାଯାଇଛି। ବିସିସିଆଇ ଦ୍ବାରା ଜାରି ସୂଚନା ଅନୁଯାୟୀ, ରାହୁଲଙ୍କ ବାମ ପଟ ଜଙ୍ଘ ମାଂସପେସୀ ଟାଣି ଧରିଥିଲା । ଯାହା ଫଳରେ ତାଙ୍କୁ ପୁରା ସିରିଜ୍‌ରୁ ବାଦ୍‌ ହେବାକୁ ପଡିଛି । ତାଙ୍କ ସ୍ଥାନରେ ଟିମ ଇଣ୍ଡିଆର ଆଉ ଜଣେ ଭେଟେରାନ୍‌ ପ୍ଲେୟାର ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଛି । ରାହୁଲଙ୍କୁ ସମ୍ପୂର୍ଣ୍ଣ ଭାବେ ଆରାମ ନେବାକୁ କୁହାଯାଉଛି । ଆ-ହ-ତ ସ-ମ-ସ୍ୟାରୁ ଭଲ ହେବାପରେ ଏନ୍‌ସିଏରେ ଅଭ୍ୟାସ କରିବେ ରାହୁଲ ଏବଂ ଆସନ୍ତା ମାସରେ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଫିଟ୍‌ ହେବେ​‌।

 

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ କାନପୁରରେ ନଭେମ୍ବର ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ମୁମ୍ବାଇରେ ଡିସେମ୍ବର ୩ରୁ ଖେଳାଯିବ ।ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ : ଅଜିଙ୍କ୍ୟ ରାହାଣେ (କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା (ଉପ-ଅଧିନାୟକ), ଶୁଭମାନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ରିଦ୍ଧିମାନ ସାହା (ୱିକେଟ୍ କିପର), କେ.ଏସ୍ ଭରତ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ୍, ଅକ୍ସର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ  କ୍ରିଷ୍ଣା।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *