ଚାଲିଗଲେ ଅମ୍ରିତ ପ୍ରଧାନ। ବଞ୍ଚେଇ ପାରିଲାନି ଓଡିଶା ବାସୀଙ୍କ ସାହାଯ୍ୟ ଓ ପାର୍ଥନା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଉ ନାହାଁନ୍ତି ଅମ୍ରିତ୍ ପ୍ରଧାନ ।କୋରନା ରେ ଭଲ ହେବ ପରେ ମଧ୍ୟ ଆଖି ବୁଜିଦେଲେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କୋରନା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଯାଇନାହିଁ । ଏହି ମ-ହା-ମା-ରୀ କୁ ରୋକିବା ପାଇଁ ଆମେ ଟିକା ର ଦୁଇଟି ଡୋଜ୍ ନେଉଛୁ , ମାତ୍ର ସଚେତନ ହେଉନାହିଁ । ଯାହା ଫଳରେ ଏହା ସଂ-କ୍ର-ମ-ଣ ର ସମ୍ଭାବନା ବଢ଼ି ଯାଉଛି । ତେବେ ଏହି କୋରନା ସମୟ ରେ ଆମେ ଅନେକ ଅଭାବନୀୟ ଘଟଣା  ବିଷୟ ରେ ଜାଣିଚୁ । ସେହିପରି ଜଣେ ଥିଲେ ଅମ୍ରିତ୍ ପ୍ରଧାନ । ଅନେକ ଖବର ରେ ହେଡଲାଇନ୍ ଥିଲେ ସେ ସେତେବେଳେ । ତେବେ ବର୍ତମାନ ଏକ ଦୁଃ-ଖ-ଦ ଖବର ଆସି ପହଞ୍ଚିଛି । ଆଉ ନାହାଁନ୍ତି ଅମ୍ରିତ ପ୍ରଧାନ । ତାଙ୍କ ପ-ର-ଲୋ-କ କୁ ନେଇ ତାଙ୍କ ଭଉଣୀ ସୂଚନା ଦେଇଛନ୍ତି । ଅମ୍ରିତ ପ୍ରଧାନ କୁ ଭୁବନେଶ୍ୱର ରୁ ଚେନ୍ନାଇ କୁ ଏୟାରଲିଫ୍ଟ ମାଧ୍ୟମରେ ନିଆ ଯାଇଥିଲା । ଚେନ୍ନାଇ ରୁ ଫୁସ୍ ଫୁସ୍ ପ୍ରତି ରୋପଣ କରି ଫେରିଥିଲେ ।

 

ଭୁବନେଶ୍ୱର ର ଏମ୍ସ ରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁର ର ଅମ୍ରିତ କୁ ଚେନ୍ନାଇ ସ୍ତିତ ଆପୋଲୋ କୁ ସ୍ତାନନ୍ତରିତ କରାଯାଇଥିଲା । ସ୍ୱତନ୍ତ୍ର ବିମାନରେ ଅମ୍ରିତ କୁ ଚେନ୍ନାଇ ନିଆଯାଇଥିଲା । ଅମ୍ରିତ କୁ ଏୟାରଲିଫ୍ଟ କରିବାକୁ ଚେନ୍ନାଇର ଆପୋଲୋରୁ  ୬ ଜଣିଆ ଡାକ୍ତରୀ ଦଳ ଆସିଥିଲେ । ତେବେ ୨୪ ବର୍ଷ ର ଅମିତ ପ୍ରଧାନ ନା ଜଣେ ସେଲିବ୍ରେଟି ନା ସେ ଜଣେ ଧନୀ ପରିବାରର ସେ ହେଉଛନ୍ତି ଓଡ଼ିଶାର ବ୍ରହ୍ମ ପୁରର ଜଣେ ସଫ୍ଟୱେର ଇଞ୍ଜିନିଅର ଥିଲେ । ତେବେ ପ୍ରାଇମେରୀ ଗମେଣ୍ଟ ଅଫ ଇଞ୍ଜିନିଅରିଂ ଟେକ୍ନଲଗୀ ରୁ ପାସ କରିବା ପରେ ଅମିତ ଏକ କର୍ପରେଟ ଚାକିରୀ ନେଇଥିଲେ । 

 

ତାଙ୍କ ପରିବାରରେ ବାପା ମା ମଧ୍ୟ ଅଛନ୍ତି ଏବଂ ତାଙ୍କ ମା ହେଉଛନ୍ତି ଜଣେ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଏବଂ ପିତା ହେଉଛନ୍ତି ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ । ତେବେ ବ୍ରହ୍ମ ପୁର ରେ ସବୁକିଛି ଠିକ ଭାବରେ ଚାଲିଥିବା ସମୟ ରେ ମା କରୋନା ଭାଇରସ ର ସଂ-କ୍ର-ମି-ତ ହୋଇଥିଲେ । ପରବର୍ତୀ ସମୟରେ ତାଙ୍କ ପିତା ମଧ୍ୟ ପଜେଟିଭ ପରୀକ୍ଷା କରିଥିଲେ ।ମେ ମାସ ୨ ତାରିଖରେ କୋଭିଡ ପଜେଟିଭ ହେବାପରେ ଅମ୍ରିତ ଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାର ଲାଗିଥିଲା । ମେ ମାସ ୧୨ ତାରିଖ ଠାରୁ ସେ ଭେଣ୍ଟିଲିଟର ରେ ରହିଥିଲେ ପରେ ସେ ନିମୋନିଆ ଓ ସେଫଟିସିନିଆ ରେ ପୀ-ଡି-ତ ହେବା ସହ ଫୁସ ଫୁସ ର କିଛି ଅଂଶ ନଷ୍ଟ ହେବାରେ ଲାଗିଥିଲା । 

 

ସ୍ତିତି ଖରପ ହେବାରୁ ଅମ୍ରିତ ଙ୍କୁ ସ୍ଥାନାନ୍ତର କରିବାକୁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ । ତେବେ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋ ରୁ ଏକ ଡାକ୍ତରୀ ଦଳ ଭୁବନେଶ୍ୱର ର ଏମ୍ସ କୁ ପହଁଚିଥିଲେ । ଭୁବନେଶ୍ୱର ରୁ ଚେନ୍ନାଇ କୁ ସ୍ୱତନ୍ତ୍ର ବିମାନ ଯୋଗେ ଅମିତ କୁ ଏୟାରଲିଫ୍ଟ କରାଯାଇଥିଲା । ତେବେ ସେଠାରେ ଅନେକ ଖର୍ଚ୍ଚ ପରେ ତାଙ୍କ ଫୁସ୍ ଫୁସ୍ ପ୍ରତି ରୋପଣ ହୋଇଥିଲା । ତେବେ ବଡ଼ ଦୁଃ-ଖ-ଦ ବିଷୟ , ଅମ୍ରିତ ପ୍ରଧାନ ଆଉ ନାହାଁନ୍ତି । ଆଉ ମାତ୍ର କିଛି ସମୟ ପୂର୍ବରୁ ତାଙ୍କ ପରଲୋକ କୁ ନେଇ ଅମ୍ରିତ ଙ୍କ ଭଉଣୀ ଗଣ ମାଧ୍ୟମ ରେ ଜଣାଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *