ଜାଣନ୍ତୁ ଓଡିଶା ବାସୀ Amrit Pradhan ଙ୍କ ଚି-କି-ତ୍ସା ପାଇଁ କେତେ ଟଙ୍କା ସାହାଯ୍ୟ କରିଥିଲେ ଓ କେତେ ଟଙ୍କା Amrit ଙ୍କ ଚି-କି-ତ୍ସା ରେ ଖର୍ଚ୍ଚ ହେଇଛି…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ମିଡ଼ିଆ କୁ ଆଜି ଆମେ ଜାଣିବା ଅମ୍ରିତ ପ୍ରଧାନ ଙ୍କ ପ-ରଲୋ-କ ବିଷୟରେ ଓ କେତେ ଟଙ୍କା ଓଡିଶା ବାସୀ ସାହାଯ୍ୟ କରିଥିଲେ ଓ ଚି-କି-ତ୍ସା ରେ କେତେ ଟଙ୍କା ଖର୍ଚ୍ଚ ହେଇଛି ଜାଣିବା । ଖବର କୁ ଆରମ୍ଭ ରୁ ଶେଷ ପର୍ଯନ୍ତ ପଢନ୍ତୁ ଜାଣିପାରିବେ ।

Amrita Pradhan କରୋନା ଆକ୍ରାନ୍ତ ହେବା ପରେ ECMO ଚିକତ୍ସା ପାଇଁ ସାହାଯ୍ୟ କୁ ନେଇ ସାରା ଓଡିଶା କୁ ଚର୍ଚ୍ଚା କୁ ଆସିଥିଲେ । ତାଙ୍କ ସ୍ତ୍ରୀ ଙ୍କ କରୁଣ ନିବେଦେନ TV ଚାନେଲ ର ବାରମ୍ବାର ପ୍ରଚାର ପ୍ରସାର କରିଥିଲେ ତାପରେ ଓଡିଶା ବାସୀ ଙ୍କ ସାହାଯ୍ୟ ର ସୁଅ ଛୁଟି ଥିଲା ।

ସେ ଚିକିତ୍ସା ପାଇଁ ଯାଇଥିଲେ କଲିକତା AIRLIFT ରେ । ସେ ଦୀର୍ଘ 141 ଦିନ ର ଚି-କି-ତ୍ସା ହେବା ପରେ ଆଖିବୁଝିଲେ AMRIT PRADHAN । ଓଡିଶା ବାସୀ ଙ୍କ ସାହାଯ୍ୟ ଓ ପାର୍ଥନା ଫେଲ ମାରିଲା । ଏହି ଖବର ତାଙ୍କ ଭଉଣୀ ଦେଇଛନ୍ତି । ଓଡିଶା ବାସୀ 2.5 କୋଟି ଟଙ୍କା ସାହାଯ୍ୟ କରିଥିଲେ ହେଲେ ବି amrit ଭଲ ହେଇ ପାରିଲେନି ।

AMRIT ଙ୍କ ପାଇଁ ତଳେ ଗୋଟିଏ ଲାଇକ ଓ ସେୟାର କରନ୍ତୁ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *