ପୁରା ପାକିସ୍ତାନ ପାଗଳ ଏହି Bold ମଡେଲ ଙ୍କ ପାଇଁ । ଟୋକାଟା ଠୁ ବୁଢା ସମସ୍ତିଙ୍କ Crush । ସବୁ Hot ଫଟୋ ଦେଖିଲେ ସମ୍ଭାଳି ପାରିବେନି ନିଜକୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛନ୍ତି ଏହି ଯୁବତୀ ଜଣକ, ପୁରା ପାକିସ୍ତାନ ପାଗଳ ଏହି ମଡେଲ ଙ୍କ ପାଇଁ ସୁନ୍ଦରତା ଲୋକ ଥରେ ଦେଖିବା ପରେ ହେଉଛନ୍ତି ପାଗଳ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।

 

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଆମେ ଆଜି ଆପଣଙ୍କୁ ଯାହାଙ୍କ ସମ୍ପର୍କରେ କହିବୁ ତାଙ୍କ ସୌନ୍ଦର୍ଯ୍ୟକୁ ଦେଖି ଆପଣମାନେ ଆଶ୍ଚର୍ଯ୍ୟ ହୋଇ ତ ରହିଯିବେ ଆଉ ପୁଣି ଥରେ ଦେଖିବା ପାଇଁ ବି ଇଚ୍ଛା କରିବେ। ସିଏ ସୋ-ସି-ଆ-ଲ୍ ମି-ଡି-ଆରେ ଖୁବ୍ ଜୋରରେ ଭା-ଇ-ରା-ଲ୍ ହେବାରେ ଲାଗିଛନ୍ତି, ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ। 

 

ପାକିସ୍ତାନର ଜଣେ ମଡେଲ ଯିଏ ଏତେ ସୁନ୍ଦର ଯେ ତାଙ୍କୁ ଥରେ ଦେଖିବା ପରେ ଆପଣ ମଧ୍ୟ ତାଙ୍କ ପାଇଁ ପାଗଳ ହୋଇଯିବେ। ତାଙ୍କୁ ଫଟୋ ବର୍ତମାନ ଭାଇରାଲ ହେବାରେ ଲାଗିଛି ଏବଂ ପାକିସ୍ତାନର ଏହି ମଡେଲ ତାଙ୍କର ହ-ଟ ଷ୍ଟାଇଲ ଏବଂ ଫିଟନେସ କାରଣରୁ ଆଜିକାଲି ହେଡଲାଇନରେ ରହୁଛନ୍ତି। ଏହି ମଡେଲଙ୍କ ନାମ ହେଉଛି ଆଫ୍ରିନ୍,ତାଙ୍କର କିଛି ହ-ଟ ଫଟୋ ଦେଖିବା ପରେ ଆପଣ ମଧ୍ୟ ବଲିଉଡର ବଡ ବଡ ଅଭିନେତ୍ରୀ ମାନଙ୍କୁ ଦେଖିବାକୁ ଭୁଲିଯିବ।ଆଫ୍ରିନ୍ ସୋ-ସି-ଆ-ଲ୍ ମି-ଡି-ଆରେ ବହୁତ ସକ୍ରିୟ ଏବଂ ପ୍ରାୟତ ତାଙ୍କ ବୋଲ୍ଡ ଲୁକ୍ ର ଫଟୋ ସେୟାର୍ କରିଥା’ନ୍ତି, ଯେଉଁ ଫଟୋ ଠାରୁ ସମସ୍ତଙ୍କ ଆଖି ହଟି ନଥାଏ।

ତେବେ ଆସନ୍ତୁ ଆମେ ଆପଣଙ୍କୁ ଆଫ୍ରିନ୍ ର ଆଉ କିଛି ଫଟୋ ଦେଖାଇବୁ, ଯାହା ପାଇଁ ସେ ଆଜିକାଲି ସୋ-ସି-ଆ-ଲ୍ ମି-ଡି-ଆରେ ଚର୍ଚ୍ଚାର ପାତ୍ର ହୋଇଛନ୍ତି ଏବଂ ଲୋକମାନେ ତାଙ୍କ ସୌନ୍ଦର୍ଯ୍ୟ ଦେଖି ପାଗଳ ହୋଇ ଯାଉଛନ୍ତି । ଆଫ୍ରିନ୍ ପାକିସ୍ତାନର ଜଣେ ଜଣାଶୁଣା ମଡେଲ୍। ଆଫ୍ରିନ୍ ଖାନ୍ ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ। ସେ ପାକିସ୍ତାନର ଜଣେ ଜଣାଶୁଣା ମଡେଲ, ଏହି ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଯାହାକୁ ଲକ୍ଷ ଲକ୍ଷ ପାକିସ୍ତାନୀ ଅନୁସରଣ କରନ୍ତି। ଇନଷ୍ଟାଗ୍ରାମରେ ମଧ୍ୟ ଆଫ୍ରିନ୍ ଙ୍କ ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି ଯେଉଁମାନେ ତାଙ୍କର ଡ୍ୟାନ୍ସ ଭିଡିଓ ଏବଂ ଫଟୋକୁ ବିଶେଷ ପସନ୍ଦ କରନ୍ତି।ଅନେକ ଲୋକ ପାକିସ୍ତାନରେ ଆଫ୍ରିନ୍ଙ୍କ ଡ୍ୟାନ୍ସ ଭିଡିଓ ଦେଖନ୍ତି ଏବଂ ଭଲ ପାଇଥାନ୍ତ। ବଲିଉଡ ପରି ପାକିସ୍ତାନରେ ମଧ୍ୟ ଲୋକମାନେ ମଧ୍ୟ ଅଭିନୟ ଏବଂ ମଡେଲିଂକୁ ବହୁତ ପସନ୍ଦ କରନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *