ଦେଖ Video : ପୁଅ ମାନଙ୍କ ବିଷୟରେ ଏମିତି କହିଲେ ପ୍ରକୁତି ମିଶ୍ର । ସୋସିଆଲ ମିଡ଼ିଆ ରେ ପୁଅ ମାନେ କଲେ ଭୟଙ୍କର ହୋହଲା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ପୁଅ ମାନଙ୍କ ବିଷୟରେ ଏମିତି କହିଲେ ପ୍ରକୁତି ମିଶ୍ର । ବିବାଦ କଲତେବେ କଣ ରହିଛି ଘଟଣା ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସମାଜ ରେ ଅନେକ ଦୂ-ର୍ବୁ-ତ ଘଟଣା ଘଟୁଛି । ପ୍ରତ୍ୟେକ ଦିନ ଭଳି କି ଭଳି ଆଶ୍ଚର୍ଯ୍ୟ ଜିନିଷ ଦେଖିବାକୁ ମିଳି ଥାଏ । ଏହା ଦେଖିବାକୁ ଜେତିକ କୌତିକିଆ ସେତିକ ଆଶ୍ଚର୍ଯ୍ୟ କର ମଧ୍ୟ । ଆପଣ ମାନେ ସୋ-ସି-ଆ-ଲ ମି-ଡ଼ି-ଆ ସହିତ ଜଡ଼ିତ ଥିବେ । ପ୍ରତ୍ୟେକ ଦିନ ଅନେକ ଘଟଣା ଶୁଣୁଥିବେ ବା ପଢୁଥିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଉ ଥିବ । ଏହି ସୋ-ସି-ଆ-ଲ ମି-ଡ଼ି-ଆ ଜନିତ ଅନେକ ବିଚିତ୍ର ଜିନିଷ ଦେଖିବାକୁ ମିଳି ଥାଏ । ତେବେ ନିକଟ ରେ ଭା-ଇ-ରା-ଲ ହୋଇଛି ଏପରି ଏଇ ଭିଡ଼ିଓ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ । 

 

ପୋଷାକ କେବେ ବି ଜଣେ ବ୍ୟକ୍ତି ର ସଂସ୍କାର କୁ ଦର୍ଶାଇ ନ ଥାଏ । ବର୍ତ୍ତମାନ ର ଯୁବ ପୀଢ଼ି ସମୟ ଅନୁସାରେ ବଦଳି ଯାଉଛନ୍ତି । ବଦଳି ଯାଉଛି ପସନ୍ଦ ବଦଳି ଯାଉଛି ରୁଚି । ଟ୍ରେଣ୍ଡ କୁ ଦେଖି ଆଗେଇ ଯାଉଛନ୍ତି ସେମାନେ । ବିଶେଷତ ଫିଲ୍ମ୍ ରେ ଆସୁଥିବା ନୂଆ ନୂଆ ପରିବର୍ତ୍ତନ ରେ ଯୁବ ପୀଢ଼ି ବଦଳି ଯାଉଛନ୍ତି । ସିନେମା ରେ ହିରୋ କିମ୍ବା ହିରୋଇନ୍ କିପରି ପୋଷାକ ପିନ୍ଧିଲେ ଏହାକୁ ଦେଖି ସେମାନେ ମଧ୍ୟ ପିନ୍ଧୁଛନ୍ତି । ସେମାନେ କିପରି ସଜ ହେଉଛନ୍ତି ତାକୁ ଦେଖି ବର୍ତମାନ ନିଜକୁ ସଜାଉଛନ୍ତି । ବର୍ତ୍ତମାନ ଫଟା ଜିନ୍ସ କୁ ନେଇ ସୋ-ସି-ଆ-ଲ ମି-ଡି-ଆରେ ଚଞ୍ଚଲ୍ୟ ସୃଷ୍ଟି କରିଛି । ଉତ୍ତରାଖଣ୍ଡ ର ନୂଆ କରି ନିର୍ବାଚିତ ହୋଇ ଥିବା ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓତ । ନିକଟ ସେ ଅଭିନେତା ଓ ଅଭିନେତ୍ରୀ ଙ୍କ ପୋଷାକ କୁ ନେଇ ମନ୍ତବ୍ୟ ରଖିଥିଲେ । ଫଟା ଜିନ୍ସ କୁ ନେଇ ମୁଖ୍ୟମନ୍ତ୍ରୀ ନିଜ ବୟାନ ରଖିଥିଲେ । 

 

ସୋ-ସି-ଆ-ଲ ମି-ଡି-ଆରେ ତାଙ୍କର ବୟାନ ରେ ଜନସାଧାରଣ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କର ଏହି ବୟାନ କୁ ଅଭିନେତା ଓ ଅଭିନେତ୍ରୀ ଗ୍ରହଣ କରି ନାହାନ୍ତି । ଜଣେ ଉଚ୍ଚ ଶିକ୍ଷିତ ହୋଇ ଏହି ପରି ବୟାନ ଯୋଗୁଁ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ତୀରଥ ସିଂ ଙ୍କ ବୟାନ ଅନୁଯାୟୀ ଝିଅ ପିଲା ମାନେ ଫଟା ଜିନ୍ସ ପିନ୍ଧିବା ଦ୍ଵାରା ସଂସ୍କୃତି ର ଅ-ବ-ମା-ନ-ନା ହେବା ସହିତ ପରିସମପ୍ତି ଘଟି ଥାଏ । ଏହି ପରି ପୋଷାକ ଗ୍ରହଣୀୟ କିମ୍ବା ଶୋଭାନୀୟ ନୁହଁ  । ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ପାଇଁ ସୋ-ସି-ଆ-ଲ ମି-ଡ଼ି-ଆରେ ଅନେକ ସୋମଲୋଚନା କରା ଯାଇଛି । 

 

ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନ ପାଇଁ ଓଡ଼ିଶା ର ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଗଣସମ୍ମୁଖ ରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି ପୁଅ ମାନଙ୍କୁ ହାଫ୍ ପ୍ୟାଣ୍ଟ ପିନ୍ଧିବା ପାଇଁ ଦିଆ ଯିବା ଉଚିତ୍ ନୁହଁ । ଏଭଳି ଚିନ୍ତାଧାରା ନିଚ ମାନସିକତା ବ୍ୟକ୍ତି ମନ ରେ ଆସିଥାଏ । ରାଜ୍ୟ ର ମୁଖ୍ୟମନ୍ତ୍ରୀ ହୋଇ ଏପରି ବୟାନ ତାଙ୍କୁ ଶୋଭା ପାଉ ନାହି । ପ୍ରକ୍ତୃତି କହିଛନ୍ତି ମୋ ମତ ରେ ଯେତିକ ଫାଟିଛି ସେଠାରେ ବ୍ଲେ-ଡ୍ ମାରି ଆହୁରି ଚିଣ୍ଡାଇ ଦିଅ । ନିଜ ରୁଚି ଅନୁଯାୟୀ ପୋଷାକ ପିନ୍ଧ । ଫଟା ଜିନ୍ସ ପିନ୍ଧିବା ଏକ କ୍ରି-ମି-ନା-ଲ ନୁହଁ । ଯେମିତି ଇଛା ସେମିତି ପିନ୍ଧିବା ଆବଶ୍ୟକ । ମୋର ଯେମିତି ରୁଚି କୁ ସେହି ପରି ପୋଷାକ ପିନ୍ଧେ । ମୁଁ ଛୋଟ ବେଳୁ ସେମିତି ପରିବେଶ ରେ ବଢ଼ିଛି । ପରିବାର ଲୋକ ନିଜ ରୁଚି ରେ ପିନ୍ଧିବା ପାଇଁ ପ୍ରୋତ୍ସାହିତ ମଧ୍ୟ କରିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *