ସ୍କୁଲ ଦିଦି ସହ ଛାତ୍ର କଲେ ଖେଳ । ପୁରା ଖବର ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଜ ଶିକ୍ଷୟତ୍ରୀ ଙ୍କୁ ବିବାହ ପାଇଁ ଚାପ ପକାଇଲେ ର-ସି-କି-ଆ ଛାତ୍ର । ତା ପରେ କଣ କଲେ ଜାଣନ୍ତୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରେମ ବର୍ତମାନ ଏକ ସାଧାରଣ ଭାବେ ପରିଗଣିତ ହୋଇ ଗଲାଣି । ଆଜି କାଲି ନବମ ଶ୍ରେଣୀ ରୁ ପୁଅ ଝିଅ ପ୍ରେମ କରୁଛନ୍ତି । ପ୍ରେମ ଚିର ଶାଶ୍ଵତ । କିନ୍ତୁ  ସମାଜ ପ୍ରେମ କୁ ପ୍ରହସନ କରିଦେଇସରିଲାନି । ପ୍ରେମିକ ପ୍ରେମିକା କ୍ଷେତ୍ର ରେ  ବହୁବାର ପ୍ରେମ କରୁଥିବା ପାର୍ଟନର ପ୍ରୋଟେକ୍ଟିଭ୍ ହେବାରେ ଲାଗିଥାଏ ବୋଲି ଲକ୍ଷ୍ୟ କରାଯାଏ ।  କିନ୍ତୁ ପ୍ରୋଟେକ୍ଟିଭ ଓ ଓଭର ପୋଜେଶିଭ ମଧ୍ୟରେ ପାର୍ଥକ୍ୟ ରହିଥାଏ । ଯେତେବେଳେ ଜଣେ ବ୍ୟକ୍ତିର ସ୍ୱଭାବ ଓଭର ପ୍ରୋଟେକ୍ଟିଭ୍ ହେବାକୁ ଲାଗେ, ସେତେବେଳେ ଦୁହିଁଙ୍କ ମଧ୍ୟରେ ଖାଲି ସ୍ଥାନ ହଜିଯାଏ । ବହୁବାର ପାର୍ଟନରଙ୍କ ଏପରି ବ୍ୟବହାର ଯୋଗୁଁ ସମ୍ପର୍କରେ ଅଣନିଃଶ୍ୱସୀ ପରି ଅନୁଭବ ହୋଇଥାଏ । 

 

ତେବେ ପ୍ରେମ ଯାଇ କେଉଁ ଅବସ୍ଥା ରେ ଅବତୀର୍ଣ୍ଣ ହୋଇଛି ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ଗୁରୁ ଏବଂ ଶିଶ୍ୟ ସଂମ୍ପର୍କ କୁ ସଂମ୍ପର୍ଣ୍ଣ ବ-ଦ-ନା-ମ କରିଦେଇଛି । ଘଟଣା ଟି ଛତିଶଗଡ଼ ରେ ଘଟିଛି । ଏଠାରେ ଜଣେ ଛାତ୍ର ନିଜ ଶିକ୍ଷକ ଙ୍କୁ ଜ-ବ-ର୍ଦୋ-ସ୍ତି ବିବାହ କରିବାକୁ ଚାପ ପକାଉଛନ୍ତି । ତେବେ ବର୍ତମାନ ର ଛାତ୍ର ସମାଜ ଯାଇ କେତେ ନିମ୍ନ ଗତି ରେ ପହଞ୍ଚିଛି ଦେଖନ୍ତୁ । ଯଦି ସେହିଁ ଶିକ୍ଷୟତ୍ରୀ ବିବାହ ନକରନ୍ତି ତେବେ ସେ ଛାତ୍ର ଟି ବ-ଦ-ନା-ମ କରିଦେବେ ବୋଲି ଧ-ମ-କ୍ ଦେଇଛନ୍ତି ଶିକ୍ଷୟତ୍ରୀ ଙ୍କୁ । 

 

ତେବେ ସୂଚନା ଅନୁସାରେ ସ୍ୱାମୀ ସ୍ତ୍ରୀ ରାୟଗଡ ର ଖର୍ସିଆ ଅଞ୍ଚଳ ର ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କାମ କରୁଥିବା ବେଳେ ଶିକ୍ଷୟିତ୍ରୀ ଙ୍କ ସ୍ୱାମୀ ଙ୍କର ପ-ର-ଲୋ-କ ହୋଇଥିଲା । ଏହାପରେ ଛାତ୍ର ଜଣକ ଶିକ୍ଷୟତ୍ରୀ ଙ୍କୁ ଦୂ-ର୍ବ୍ୟ-ବ-ହା-ର କରିବା ଆରମ୍ଭ କରିଥିଲେ । ଏ ନେଇ ଅ-ଭି-ଯୋ-ଗ କରିଥିଲେ ଶିକ୍ଷୟତ୍ରୀ ଜଣକ । ଶିକ୍ଷୟତ୍ରୀ ଜଣକ ଏହାକୁ ବି-ରୋ-ଧ ମଧ୍ୟ କରିଥିଲେ । ଏହା ପରେ ପରେ ଛାତ୍ର କୁ ଲୋକ ମାନେ ବୁଝେଇଥିଲେ କି ଏମିତି କରିବା ସଠିକ୍ ନୁହେଁ ବୋଲି । କାରଣ ସେ ହେଉଛନ୍ତି ଗୁରୁ ସମାନ । ତାଙ୍କୁ ସମ୍ମାନ ଦେବା ଉଚିତ୍ । 

 

ହେଲେ ଏମିତି କଥା ରେ ଛାତ୍ର ଜଣକ ବୁଝି ନଥିଲେ କୁ ମାନି ନଥିଲେ ବରଂ ଶିକ୍ଷୟତ୍ରୀ ଙ୍କୁ ଧମକ ଦେବା ଆରମ୍ଭ କରିଥିଲେ । ଛାତ୍ର ଜଣଙ୍କ ଧ-ମ-କ୍ ଦେଇ ଆହୁରି ମଧ୍ୟ କହିଥିଲେ କି ସେ ଯଦି ତାଙ୍କୁ ବିବାହ ନକରନ୍ତି ତେବେ ଛାତ୍ର ଟି ତାଙ୍କୁ ସ୍କୁଲ ରୁ ଅ-ପ-ହ-ର-ଣ କରିନେବ ବୋଲି । ଏହାକୁ ନେଇ ବିଦ୍ୟାଳୟ କାନ୍ଥ ରେ ନାନା ଅ-ଶୀ-ଳ୍ଳ କଥା ବି ଲେଖିଥିଲା ଛାତ୍ର ଜଣକ । ଏହି ସ-ମ-ସ୍ୟା ରୁ ମୁକ୍ତି ପାଇଁ ଶିକ୍ଷୟତ୍ରୀ ଶିକ୍ଷା ଅଧିକାରୀ ଙ୍କ ପାଖରେ ଅ-ଭି-ଯୋ-ଗ କରିଥିବାର ଦେଖିବା ପାଇଁ ମିଲିଥିଲା । ତେବେ ନିଜ ଗୁରୁ ଙ୍କ ପ୍ରତି ଏପରି ବ୍ୟବହାର କରିବା କେତେ ଟା ଯୁକ୍ତି ଯୁକ୍ତ ତାହା ଆପଣମାନେ ଭାବନ୍ତୁ । ଏକ ଭଲ ସଂସ୍କାର କେବେ ହେଲେ ଏପରି କଥା କହିନପରେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *