ମୋଦି କଲେ ଜବରଦସ୍ତ ଯୋଜନା । ସ୍ୱାମୀ ସ୍ତ୍ରୀ ଘରେ ବସି ପାଇ ପାରିବେ ମାସକୁ 10 ହଜାର ଟଙ୍କା । କରିବାକୁ ପଡିବ ଖାଲି ଏହି କାମ । ଆସନ୍ତୁ ଜାଣିବା କଣ ସେହି କେମିତି କରିବେ ଓ ମାସକୁ ପାଇ ପାରିବେ 10 ହଜାର ଟଙ୍କା ।
ବନ୍ଧୁଗଣ ସରକାର ଙ୍କ ଏହି ଯୋଜନା ଟି ର ନାମ ହେଉଛି ଅଟଳ ପେନସନ ଯୋଜନା । ତେବେ ବିଶେଷ କଥା ଟି ଏହା ଯେ ଏହି ଯୋଜନା ରେ ଆପଣ ଯଦି ଯବାନ ଥିବା ଅବସ୍ଥା ରେ କିଛି କିଛି କରି ଟଙ୍କା ନିବେଶ କରିବେ ତାହେଲେ ଆପଣ ନିଜର ବୃଦ୍ଧା ସମୟ ରେ ଏହାର ଲାଭ ପାଇ ପାରିବେ । ତେବେ ଏହି ଯୋଜନା ଟି ର ଲାଭ ଉଠାଇ ପାରିବେ ଉଭୟ ସ୍ତ୍ରୀ ଏବଂ ପୁରୁଷ ।
ସୂଚନା ଯୋଗ୍ୟ କଥା ଏହା ଯେ , ସ୍ବାମୀ ସ୍ତ୍ରୀ ଉଭୟ ଯଦି ଯବାନ ଥିବା ଅବସ୍ଥା ରେ ଏହି ଯୋଜନା ରେ ଟଙ୍କା ନିବେଶ କରନ୍ତି ତାହେଲେ ବୃଦ୍ଧ ସମୟରେ ଉଭୟ ପ୍ରତି ମାସକୁ ୧୦ ହଜାର ଟଙ୍କା ପାଇବେ । ତେବେ ବର୍ତ୍ତମାନ ସମୟ ରେ ଏହା ସୂଚନା ରହିଛି ଯେ ଏହି ଯୋଜନା ର ଅନ୍ତର୍ଭୁକ୍ତ ଥିବା ଲୋକ ମାନେ 60 ବର୍ଷ ପରେ ୧୦୦୦ ରୁ ୫୦୦୦ ଟଙ୍କା ମାସକୁ ପେନସନ ଆକାର ରେ ପାଇ ପାରିବେ।
ଏହା ସହିତ ମଧ୍ୟ ଏହି ଯୋଜନା ଦ୍ୱାରା ଲାଭ ପାଇବାକୁ ଚାହୁଁ ଥିଲେ ଆପଣଙ୍କୁ 18 ରୁ 40 ବର୍ଷ ହେବା ଦରକାର । ତେବେ ଏହି ଯୋଜନା ରେ ଆପଣ ଯେଉଁ ଆକାର ରେ ଟଙ୍କା ନିବେଶ କରିଥିବେ ଆପଣଙ୍କୁ ସେ ସମୟ ରେ ସେହି ଅନୁସାରେ ମାସକୁ ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳିବ । ତେବେ ଯଦି ଆପଣ 60 ବର୍ଷ ହେବା ପରେ ପେନସନ ଆକାର ରେ 5000 ଟଙ୍କା ପାଇ ବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ପ୍ରତି ୬ ମାସରେ ମାତ୍ର ୧୨୩୯ ଟଙ୍କା ନିବେଶ କରିବାକୁ ହେବ କିନ୍ତୁ ଯଦି ଆପଣ 18 ବର୍ଷ ରୁ ଏହି ଯୋଜନା ରେ ମାସକୁ ମାତ୍ର ୨୧୦ ଟଙ୍କା ନିବେଶ କରୁଛନ୍ତି ତାହେଲେ ମଧ୍ୟ ଆପଣ ସେ ସମୟ ରେ 5000 ଟଙ୍କା ପେନସନ ଆକାର ରେ ପାଇ ପାରିବେ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।