ଶଶୁର ବୋହୁ ସହ ଜଙ୍ଗଲରେ କରିବସିଲେ ଏମିତି ।ସୋସିଆଲ ମିଡିଆରେ ଭିଡ଼ିଓ ଭାଇରଲ । Watch Video…

 

ଦର୍ଶକ ବନ୍ଧୁ ରାଜସ୍ଥାନ ର ଭବାଡି ରେ ଏପରି ଏକ ହୃଦୟ ବିଦାରକ ଖବର ସାମ୍ନା କୁ ଆସିଛି ଯାହାକୁ ଜାଣିଲେ ଆପଣ ମାନଂକ ମନ ମଧ୍ୟ ଦୁଃଖ ହୋଇଯିବ।ବନ୍ଧୁଗଣ ସେଠାରେ ଏହା ଅଭିଯୋଗ ହୋଇଛି ଯେ ମହିଳା ଙ୍କ ନିକଟ ରେ ରହୁଥିବା ତାଙ୍କର ସଂପର୍କୀୟ ମାନେ ତାଙ୍କୁ ଅନେକ ଦିନ ଧରି ତାଙ୍କ ସହ ଦୁଷ୍କର୍ମ  କରିଥିଲେ । ତେବେ ସେହି ମହିଳା ଙ୍କ ସହ ଘଟିଥିବା ସମସ୍ତ କଥା କୁ ଯଦି ଆପଣ ଶେଷ ପର୍ଯ୍ୟନ୍ତ ପଢ଼ିବେ ଆପଣଙ୍କ ହୋସ ଉଡ଼ିଯିବ। ବର୍ତ୍ତମାନ ସମୟ ରେ ସେଠାକାର ଆରକ୍ଷୀ ଅଧିକାରୀ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ସେହି ପୀଡ଼ିତା ଙ୍କ ରିପୋର୍ଟ ଅନୁସାରେ ସେ ବହୁତ୍ କମ ବୟସ ରେ ବିବାହ କରିଥିଲେ ଏବଂ ସେବେଠାରୁ ତାଙ୍କୁ ଶୋଷଣ କରା ଯାଉଥିଲା । ତେବେ ତାଙ୍କୁ 17 ବର୍ଷ ହୋଇଥିବା ବେଳେ ତାଙ୍କର ସସ୍ଵର ତାଙ୍କ ସହ ଦୁଷ୍କର୍ମ କରିଥିବା ର ସେ ଅଭିଯୋଗ କରିଛନ୍ତି । ସେ ଏହି ବର୍ଷ ଗର୍ଭବତୀ ହୋଇଥିବା ସତ୍ତ୍ଵେ ମଧ୍ୟ ତାଙ୍କ ଉପରେ ଶୋଷଣ ଜାରି ରହିଥିଲା ।

କିନ୍ତୁ ଏ ସବୁ ପାଇଁ ସେ ଯେତେବେଳେ ନିଜର ସ୍ବାମୀ ଏବଂ ନିଜର ଶାଶୁ ପାଖକୁ ଯାଇଥିଲେ ସେଠାରେ ଓଲଟା ତାଙ୍କୁ ମାଡ ଦିଆ ଯାଇଥିଲା । ତେବେ 17 ବର୍ଷ ହୋଇଥିବା ବୟସ ରୁ ତାଙ୍କ ସହ ଏହିପରି ଭାବରେ ଖରାପ କାର୍ଯ୍ୟ ହୋଇ ଆସିଛି। କେବଳ ଏତିକି ନୁହେଁ ତାଙ୍କର ଭିଡିଓ ମଧ୍ୟ କରାଯାଇ ତାଙ୍କୁ ବ୍ଲାକ ମେଲ୍ ମଧ୍ୟ କରା ଯାଇଥିଲା ।

ତେବେ ସେହି ଅଭିଯୋଗ ରେ ଏହା ମଧ୍ୟ କୁହାଯାଇଛି ଯେ ତାଙ୍କର ଶାଶୁ ଙ୍କ ର ଦୁଇ ଭାଇ ମଧ୍ୟ ବେଳେବେଳେ ଆସୁଥିଲେ ଏବଂ ସେ ଥଣ୍ଡା ପାନୀୟ ରେ କିଛି ପଦାର୍ଥ ମିଶାଇ ତାଙ୍କୁ ଅଚେତ୍ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ତେବେ  2019 ଏବଂ 2020 ରେ ସେ ଦୁଇଥର ଗର୍ଭବତୀ ହୋଇଥିଲେ ଏବଂ ପରେ ଗର୍ଭପାତ କଲେ। 

ତେବେ ମାର୍ଚ୍ଚ 2021 ରେ ପୀଡ଼ିତା ଙ୍କ ସ୍ବାମୀ ଦ୍ଵିତୀୟ ବିବାହ କରିଥିଲେ ଏବଂ ତା ପରେ ସେହି ମହିଳା ଜଣକ ତାଙ୍କର ପରିବାର ସଦସ୍ୟ ଙ୍କୁ ଏହି ବିଷୟରେ ଜଣାଇ ଥିଲେ । ଏହା ପରେ ସେମାନେ ତାଙ୍କୁ ଥା- ନା କୁ ନେଇ ଥିଲେ ଏବଂ ସମସ୍ତଙ୍କ ବିରୋଧ ରେ ଅଭିଯୋଗ ଦାଖଲ କରା ଯାଇଥିଲା । ବର୍ତ୍ତମାନ ସେହି ଅଭିଯୋଗ ର ତଦନ୍ତ ଜାରି ରହିଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *