ଦର୍ଶକ ବନ୍ଧୁ ପୋଷ୍ଟ ଅଫିସ୍ ସ୍କିମ୍ ଜରିଆରେ ଆପଣ ବିନା ବି-ପ-ଦ ରେ ଭଲ ଲାଭ ଉଠାଇ ପାରିବେ । ତେବେ ଡାକଘର MIS ସଞ୍ଚୟ ଯୋଜନା ରେ ଆପଣ ପ୍ରତି ମାସରେ ଥରେ ବିନିଯୋଗ କରି ଏହାର ସୁଧର ଲାଭ ଉଠାଇ ପାରିବେ। ତେବେ ବିଶେଷ କଥା ଏହା ଯେ ଏହି ଆକାଉଣ୍ଟ କୁ 10 ବର୍ଷ ରୁ ଅଧିକ ବୟସ ର ପିଲା ମାନଙ୍କ ନାମ ରେ ଖୋଲା ଯାଇପାରିବ ।
ବନ୍ଧୁଗଣ ଯଦି ଆପଣ ନିଜର ପିଲା ଙ୍କ ପାଇଁ ଏହି ଆକାଉଣ୍ଟ୍ ଖୋଲିବା ପାଇଁ ଚାହୁଁଛନ୍ତି ଆପଣ ନିଜର ନିକଟ ରେ ଥିବା ପୋଷ୍ଟ ଅଫିସ କୁ ଯାଇ ସେଠାରେ ଆକାଉଣ୍ଟ୍ ଖୋଲିପାରିବେ । ଦର୍ଶକ ବନ୍ଧୁ ସୂଚନା ଯୋଗ୍ୟ କଥା ଏହା ଯେ , ଏହି ସ୍କିମ ରେ ସର୍ବନିମ୍ନ 1000 ଟଙ୍କା ଏବଂ ସର୍ବାଧିକ 4.5 ଲକ୍ଷ ଟଙ୍କା ଜମା କରାଯାଇପାରିବ । ଆଉ ମଧ୍ୟ ଏହି ଯୋଜନା ରେ ଦିଆ ଯାଉଥିବା ସୁଧ ର ହାର ହେଉଛି 6.6 ପ୍ରତିଶତ ।
ଜାଣି ରଖନ୍ତୁ ଯେ ଆପଣଙ୍କର ପିଲା ର ବୟସ 10 ବର୍ଷ ରୁ ଅଧିକ ହେଲେ ଆପଣ ନିଜ ପିଲା ନାମ ରେ ଆକାଉଣ୍ଟ ଖୋଲି ପାରିବେ କିନ୍ତୁ ଯଦି 10 ବର୍ଷ ରୁ କମ ହୋଇଥାଏ ତାହେଲେ ଆପଣ ନିଜ ନାମ ରେ ମଧ୍ୟ ଆକାଉଣ୍ଟ୍ ଖୋଲିପାରିବେ । ଯଦି ଆପଣ ଚାହିଁବେ ତାହେଲେ 5 ବର୍ଷ ପରେ ଏହି ଆକାଉଣ୍ଟ କୁ ବନ୍ଦ କରି ପାରିବେ। ତେବେ ସୂଚନା ଯୋଗ୍ୟ କଥା ଏହା ଯେ 10 ବର୍ଷ ର ପିଲା ଙ୍କ ନାମ ରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିହେବ ଏବଂ 6.6 ପ୍ରତିଶତ ହାରରେ ପ୍ରତି ମାସ ରେ ଆପଣଙ୍କର 1100 ଟଙ୍କା ହେବ ।
ପାଞ୍ଚ ବର୍ଷ ହୋଇଯିବା ପରେ ଆପଣ ନିଜର 2 ଲକ୍ଷ ଟଙ୍କା ଫେରସ୍ତ ପାଇବେ ଏବଂ ଆପଣଙ୍କର 5 ବର୍ଷ ରେ ସୁଧ ଦ୍ଵାରା 66 ହଜାର ଟଙ୍କା ହେବ । ତେବେ ଆପଣ ମଧ୍ୟ ନିଜର ପିଲା ଙ୍କ ପାଇଁ ଏହି ଆକାଉଣ୍ଟ ଖୋଲି ଏହାକୁ ତାଙ୍କ ଶିକ୍ଷା ପାଇଁ ବ୍ୟବହାର କରିପାରିବେ । ତେବେ ଏହି ଖାତାର ବିଶେଷତା ହେଉଛି,ଏହା ଏକକ କିମ୍ବା ତିନିଜଣ ବୟସ୍କଙ୍କ ସହିତ ମିଳିତ ଆକାଉଣ୍ଟ୍ ଖୋଲା ଯାଇପାରିବ ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।