ବିଜୁଳି ବିଲ କମ କରିବାକୁ ଚାଂହୁଛନ୍ତି ବିନା କୌଣସି ଫର୍ଜରିରେ ଆସନ୍ତୁ ଜାଣିବା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବିଜୁଳି ଖର୍ଚ୍ଚ କୁ କମାଇବ ଏହି ସବୁ ଟିପ୍ସ, ଆସନ୍ତୁ ଜାଣିବା ଡ.ପ୍ରଫୁଲ୍ଲ ମହାନ୍ତି ଙ୍କ ଠାରୁ ଏହି ସବୁ ଟିପ୍ସ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦୁନିଆ ରେ ସବୁ ସମସ୍ୟା ଭାବି ବୁଜିଲୁ ସମସ୍ୟା ଏକ ମୁଖ୍ୟ କାରଣ ପାଲଟିଛି। ଲୋକେ ଗରମ ଦିନେ ଗରମ ନ ସହି ପାରି ବାରୁ ଅଧିକ ମାତ୍ରା ରେ ଫେନ ବ୍ଯବହାର କରନ୍ତି। ତେବେ ଖାଲି ଫେନ ନୁହେଁ କୁଲର , ଏସି ମଧ୍ୟ ଏବେ ଅଧିକ ମାତ୍ରା ରେ ବ୍ୟବହାର କରୁଚୁ ।ଯାହା ପାଖରେ ପଇସା ଅଛି ସେ ଏସି ରେ ଶୋଇଥିବା ବେଳେ ଯୋଉ ମାନଙ୍କ ପାଖରେ ପଇସା ନାହିଁ ସେମାନେ ଫେନ୍ ରେ ଶୁଅନ୍ତି । 

 

ଆଉ ଏହି ସବୁ ଖର୍ଚ୍ଚ କୁ କମାଇବା ପାଇଁ ଆଉ ଏହି ସବୁ ଖର୍ଚ୍ଚ କୁ ବଞ୍ଚାଇବା ପାଇଁ ମଣିଷ ବିଭିନ୍ନ ପ୍ରକାର ର ଉପାୟ ବାହାର କରିଥାଏ। ତାହା ମଣିଷ ର ଜୀବନ ରେ ଅନେକ ପ୍ରଭାବ ପକାଏ ଥାଏ । ସେହି ଭଳି କିଛି ଖର୍ଚ୍ଚ କୁ ଆୟତ ବା ଏହି ପରି ଖର୍ଚ୍ଚ କୁ ନା ବଢ଼ାଇବା ରୁ ରୋକିବା ପାଇଁ ମଣିଷ ଅନେକ ପ୍ରକାର  ଉପାୟ ଚିନ୍ତା କରିଥାଏ । ସେହି କିଛି ଖର୍ଚ୍ଚ କୁ ଆୟତ କରିବା ପାଇଁ  ମଣିଷ ଏସି ବଦଳରେ ରେ ଫେନ୍  ଘୁରାଇ ଥାଉ । 

 

ତେବେ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ଙ୍କ କହିବା ଅନୁସାରେ ଆମେ ଯଦି ପ୍ରତ୍ୟେକ ଜିନିଷ ର ଠିକ୍ ଭରେ ଯତ୍ନ ନିଆ ଯାଏ ତାହାହେଲେ ସେ ଜିନିଷ ଅଧିକ ଦିନ ପର୍ଯ୍ୟନ୍ତ ଲାଷ୍ଟିଂ କରିଥାଏ।ଏସି ରେ ସାଧାରଣତଃ ଲୋକୋମାନେ ଗୋଟିଏ ଅସୁବିଧା ସାମ୍ନା କରନ୍ତି ତାହା ହେଲା ୱାଟର ଲିକେଜ୍।ଏହି ୱାଟର ଲିକେଜ ର କାରଣ ହେଉଛି ଯଦି ଘର ଭିତରେ ଇଣ୍ଡୋର୍ ୟୁନିଟ ଅଛି ତାହାକୁ ରେଗୁଲାର୍ଲି ତାହାର ଫ୍ଲାପର କୁ ଖୋଲି ତାକୁ ସଫା କରାଯାଏ ତାହେଲେ ଏହା ଭିତରକୁ ଆଉ ମଇଳା ଯିବ ନାହିଁ।

 

ତେବେ ସଫା ନା କରିବା ଦ୍ଵାରା ସେହି ମଇଳା ସବୁ ଭିତରକୁ ଯାଇ ହୋଲ୍ ଗୁଡ଼ିକୁ ବ୍ଲକ କରିଦିଏ ,ତେବେ ଏସି ଚଳାଇଲା ବେଳେ ବାହାର ଟେମ୍ପ୍ରେଚର ଠାରୁ କମ୍ ରଖିବାକୁ କହିଛନ୍ତି।ଯାହା ଫଳରେ ୱାଟର ଲୀକେଜ୍ ହୋଇଥାଏ। ଏହାଛଢ଼ା ସବୁ ଜିନିଷର ପ୍ରକୃତ ଯତ୍ନ ନେବା ମଧ୍ୟ ଆବଶ୍ୟକ ରହିଥାଏ। ଯେମିତି ଆମେ ପଶୁ ଟିଏ ପାଳିଲେ ଆମକୁ ତା ଯତ୍ନ ନେବାକୁ ପଢେ ।ସେହି ପରି ଗୋଟେ ଜିନିଷ କୁ ବ୍ୟବହାର କରିବା ପାଇଁ ହେଲେ ତା ର ଉଚିତ୍ ଧ୍ୟାନ ରଖିବାକୁ ପଢ଼ିଥାଏ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *