ଖାଇବାକୁ ପାଉନଥିଲି ମୋ ପର୍ସରେ 250 ଟଙ୍କା ଥିଲା ମୋ ବାପାଙ୍କ ଦେହ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କୋଭିଡ୍ ବେଳର ଦୁଃଖ ବଖାଣିଲେ ଅଭିନେତ୍ରୀ । କହିଲେ କିଛିଦିନ ଖାଇବାକୁ ମିଳି ନଥିଲା ଏବଂ ପାଖରେ ଥିଲା ମାତ୍ର ୨୫୦ ଟଙ୍କା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କରୋନା ସମୟର ଦୁଃ-ଖ-ଦ ଘଟଣାକୁ ନେଇ ତରଙ୍ଗ ଚ୍ୟାନେଲରେ ପ୍ରସାରଣ ହେଉଛି ‘ଜିତିବ ଓଡିଶା’ । ଏହି କାର୍ଯ୍ୟକ୍ରମକୁ ଆପଣ ସମ୍ମୁଖରେ ପରଷି ଦେଉଛନ୍ତି ଓଡିଆ ହୀରୋ ସବ୍ୟସାଚୀ ମିଶ୍ର । ୨୦୧୯ ରେ ବିଶ୍ୱ ପାଇଁ ନେଇ ଆସିଥିଲା ଏକ ଅ-ଭି-ଶା-ପର ସମୟ । କରୋନା ଭାଇରସ୍‌ର କରାଳ କାୟା ଧିରେ ଧିରେ ବିଶ୍ୱକୁ କବଳିତ କରିବାକୁ ଲାଗିଥିଲା । ମାନବ ସଭ୍ୟତାର ପୁରା ମୂଳଦୁଆ ଦୋହଲି ଯାଇଥିଲା । କୋଭିଡ୍ ସମୟର ଦୁଃ-ଖ ଓ ଯ-ନ୍ତ୍ର-ଣା ଯିଏ ଭୋଗିଛି ସିଏ ଜାଣିଛି । କେଉଁଠି କୁନି ଛୁଆଟିଏ ବାପା-ମା’ଛେ-ଉ-ଣ୍ଡ ହୋଇଯାଇଛି ତ ପୁଣି କେଉଁଠି ନବବିବାହିତାର ମଥାରୁ ଚିରଦିନ ପାଇଁ ଲିଭିଯାଇଛି ସିନ୍ଦୂରର ଗାର । 

 

ପୁଣି କେଉଁଠି ଅ-ସ-ହା-ୟ ବାପା ରୋଜଗାରିଆ ପୁଅକୁ ହରେଛି ତ ପୁଣି କେଉଁଠି ଭାଇକୁ ହରେଇ ଝୁରି ଝୁରି ମରୁଛି ଅଲିଅଳି ଭଉଣୀ । ଏହି ସବୁ ଦୁଃ-ଖର ସମୟ ଧିରେ ଧିରେ ସୁଧୁରୁଥିଲେ ମଧ୍ୟ ସେ ଯେଉଁ ଛାପ ଛାଡିଦେଇ ଯାଇଛି ତାହା କେବେ ବି ଭୁଲିହେବାର ନୁହେଁ । ଖାଲି ଏତିକି ନୁହେଁ, ଅନେକ କରୋନାର ଆ-ଘା-ତରେ ଶ୍ରୀହୀନ ମଧ୍ୟ ହୋଇପଡିଛନ୍ତି । କିଏ ନିଜର କୌଳିକ ବୃତ୍ତି ହରେଇଛି ତ ପୁଣି କିଏ ଚାକିରି। ବେପାର ବଣିଜରେ ମାନ୍ଦା ଅବସ୍ଥା ଯୋଗୁଁ ଅନେକଙ୍କ ଜୀବନ ଜୀବିକା ମଧ୍ୟ ଓଲଟ ପାଲଟ ହୋଇଯାଇଛି । ଏହି ସମୟରେ ସବୁଠାରୁ ବେଶି ହଇରାଣର ସମ୍ମୁଖିନ ହୋଇଥିଲେ ପ୍ରବାସୀ ଶ୍ରମିକ । ତେବେ କରୋନା ସମୟର ଏହିସବୁ ଦୁଃ-ଖ-ଯ-ନ୍ତ୍ର-ଣାକୁ ବୁଝି ଅନେକ ମଧ୍ୟ ଦେବଦୂତ ସାଜି ଛିଡା ହୋଇଥିଲେ । ସେମାନେ ସାଜିଥିଲେ କରୋନା ଯୋ-ଦ୍ଧା । 

 

ଏହିମାନଙ୍କ ଯୋଗୁଁ ଅନେକଙ୍କ ଜୀବନ ବଞ୍ଚିଥିଲା, ଅନେକ ନିଜ ଜନ୍ମଭୂମିକୁ ଫେରିବାରେ ସଫଳ ହୋଇଥିଲେ, ଅନେକ କରୋନା ସହ ଯୁ-ଦ୍ଧ କରି ବିଜୟ ପ୍ରାପ୍ତ ମଧ୍ୟ କରିଥିଲେ । ଏହିସବୁ ଦୁଃ-ଖ-ଦ ସମୟ, କରୋନା ପ୍ରପୀଡିତ ଓ କରୋନା ଯୋ-ଦ୍ଧାଙ୍କୁ ନେଇ ଓଡ଼ିଶାର ଏକ ନମ୍ବର ମନୋରଂଜନ ଚ୍ୟାନେଲ ‘ତରଙ୍ଗ’ ପ୍ରସ୍ତୁତ କରିଛି ଏକ ନିଆରା କାର୍ଯ୍ୟକ୍ରମ, ଯାହାର ନାଁ ‘ଜିତିବ ଓଡ଼ିଶା’। ଏହି କାର୍ଯ୍ୟକ୍ରମକୁ ଓଡିଆ ହୀରୋ ସବ୍ୟସାଚୀ ପରିଚାଳନା କରୁଛନ୍ତି । ସେଠାକୁ ଏକ ଏପିସୋଡ ରେ ଟେଲି ଧାରାବାହିକର ଆଗ ଧାଡ଼ିର ଅଭିନେତ୍ରୀ ମାନେ ଯୋଗ ଦେଇ କୋଭିଡ୍ ସମୟର ନିଜର କାହାଣୀ କହୁଥିଲେ । 

 

ତେବେ ସେଠାରେ ହିରୋଇନ୍ ମଙ୍ଗଳା ନିଜ ଦୁଃ-ଖ କାହାଣୀ କହିବାକୁ ଯାଇ ଯାହା କିଛି ଅନୁଭବ କରିଥିଲେ ସେଇୟା ପରିପ୍ରକାଶ କରିଥିଲେ । ସେ କହିଥିଲେ ତାଙ୍କ ପର୍ସରେ ମାତ୍ର ୨୫୦ ଟଙ୍କା ଥିଲା ଯାହାକୁ ସେ ଘରକୁ ଯିବା ପାଇଁ ବସ୍ ଭଡା ନିମନ୍ତେ ରଖିଥିଲେ । ପଇସା ନଥିବା କାରଣରୁ ଦିନରେ ଥରେ ମାତ୍ର ଖାଇ ଭୋକିଲା ରହୁଥିଲେ । ଘରେ ଆ-ର୍ଥି-କ ଅବସ୍ଥା ଭଲ ନଥିବାରୁ ସେ ଘରେ ମଧ୍ୟ ଜଣାଇ ନଥିଲେ । ଏହାକୁ ଶୁଣି ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିରେ ପାଣି ଆସିଯାଇଥିଲା । ତେବେ ଏକ ନୂଆ ଚିନ୍ତାଧାରାରେ ଡିଜାଇନ୍ କରାଯାଇଥିବାରୁ ଏବଂ କରୋନା ପୀଡ଼ିତଙ୍କ କାହାଣୀ କହୁଥିବାରୁ ଏହି କାର୍ଯ୍ୟକ୍ରମଟି ଦର୍ଶକଙ୍କ ମହଲରେ ପ୍ରଶଂସା ସାଉଁଟି ଚାଲିଛି। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *