ଏତେ ତଦନ୍ତ ପରେ ଦୋଷୀ ହେଲେ ବିଦ୍ୟାଭାରତୀ । ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଏତେ ତଦନ୍ତ ପରେ ଶେଷରେ ବିଦ୍ୟା ଭାରତୀ ହେଲା ପ୍ରକୃତ ଦୋଷୀ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜି ଏପିଜି ଆରକ୍ଷୀ ଅଧିକାରୀ ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ,ରୋଷେୟା, ମନ୍ମଥ କୁମ୍ଭ କୁ କ୍ଲିନ ଚିଟ ପାଇବା ପରେ ବିଦ୍ୟା କୁ ଦଫା ଲଗା ଯାଇଥିଲା । ସୌମ୍ୟ ଙ୍କ ଦେହରେ ଲାଗିଥିବା ନି-ଆଁ କୁ ନିଜେ ଲିଭାଇ ନଥିଲେ କି କାହାକୁ ଲିଭାଇବାକୁ ଡାକି ନଥିଲେ । ଦଫା ୨୮୫ ଅନୁସାରେ ୬ ବର୍ଷ ଜେ-ଲ ବା ୧୦୦୦ ତାଙ୍କ ର ଫ୍ୟାନ ହେଇପାରେ ।ହେଲେ ଏହି ସବୁ କଥା କୁ ନେଇ ଦୁଃ-ଖ ପ୍ରକାଶ କରିଛନ୍ତି ସୌମ୍ୟ ଙ୍କ ପରିବାର ଲୋକେ ।

 

ଆଉ କହିଛନ୍ତି ତାଙ୍କୁ ନ୍ୟାୟ ଦେବା ବାହାନାରେ ଆରକ୍ଷୀ ଅଧିକାରୀ ଦେଖାଇ ହେଉଛି ।ବିଦ୍ୟା ଭାରତୀ ଓ ସୌମ୍ୟ କ ସମେତ DFO ଙ୍କ ଫୋନ ର ସିବିଆର ଆନାଲେଶିଷ ରିପୋର୍ଟ ମଧ୍ୟ ଆସିଚି। ମାଜେଷ୍ଟ୍ରି ଏବଂ ଡାକ୍ତର ଦ୍ବାରା ଦାଇଁନ ଡିକ୍ଳରେସନ ମଧ୍ୟ ଜବତ କରାଯାଇଛି। ଏହା ବ୍ୟତୀତ ଦାଇଁନ ଡିକ୍ଳରେସନ ବେଳ ର ଭିଡିଓ ମଧ୍ୟ ଜବତ୍ କରାଯାଇଛି। ଏହି ଘଟଣା ରେ ମୁଖ୍ୟତଃ ସାମ୍ନା କୁ ଆସିଥିବା ସଂଗ୍ରାମ କେଶରୀ ବେହେରା ଓ ବିଦ୍ୟା ଭାରତୀ ପଣ୍ଡା ଏବଂ ମନ୍ମଥ କୁମ୍ଭଙ୍କ ପଲିଗ୍ରାଫ ରିପୋର୍ଟ ମଧ୍ୟ ସାମ୍ନା କୁ ଆସିଚି । ସୌମ୍ୟ ଙ୍କ ଡାଏରୀ ରୁ ସାଇକୋଲଜି ଆନାଲେଶିସ୍ ର ରିପୋର୍ଟ ମଧ୍ୟ ପହଞ୍ଚିଛି । 

 

ପରିବାର ଲୋକେ କ ଅନୁରୋଧ କ୍ରମେ ଏହା କୁ ଅଭାବନୀୟ ମାମଲା ହିସାବ ରେ  ତ-ଦ-ନ୍ତ ଆରମ୍ଭ କରିଥିଲା ।ହେଲେ ସବୁ ସା-କ୍ଷୀ ପ୍ରମାଣ ରୁ ଏହା ପ୍ରମାଣ କରାଇବାକୁ ଚେଷ୍ଟା କରାଇଛନ୍ତି କି ଏକ ଅ-ଭା-ବ-ନୀ-ୟ ଘଟଣା ହୋଇପରେ ବୋଲି । ଆଉ ବିଦ୍ୟା ଭାରତୀ କି ଉପରେ ଧାରା ୨୮୫ ଏବଂ ୩୦୪A ଏହି ଦଫା ଅନୁସାରେ ବିଦ୍ୟା ଭାରତୀ କୁ ହେଇପାରେ ୨ ବର୍ଷ ଜେ-ଲ ।ଏହି ଘୋ-ଷ-ଣା କୁ ନେଇ ସୌମ୍ୟ ଙ୍କ  ଅ-ସୋ-ନ୍ତ-ସ ପ୍ରକାଶ କରିଛନ୍ତି ଆଉ ନିଜର ପ-ର-କି-ୟା ମଧ୍ୟ ରଖିଛନ୍ତି ।ଆଉ କହିଛନ୍ତି କି  DFO କୁ ବଞ୍ଚାଇବା କୁ ଚାଲିଛି ପ୍ରା-ଣ ମୂର୍ଚ୍ଛା ଉଦ୍ୟମ । ଆଉ ବିଦ୍ୟା ଭାରତୀ ସବୁ ଜାଣି ମଧ୍ୟ ସୌମ୍ୟ କୁ ବଞ୍ଚାଇ ନଥିବାର ଅ-ଭି-ଯୋ-ଗ ମଧ୍ୟ କରିଛନ୍ତି । ଏହା ମଧ୍ୟ କହିଛନ୍ତି କି ନ୍ୟାୟ ଦେବା ବାହାନାରେ ସମସ୍ତେ  ଖେଳି ଚାଲିଛନ୍ତି ଖେଳ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *