ଷ୍ଟେଜ ଉପରେ ଏମିତି Hot ଡ୍ୟାନ୍ସ କଲେ ରାନି ଦର୍ଶକ ନସମ୍ଭାଳି ପାରି କାଲେ ଏମିତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଯାତ୍ରା ଷ୍ଟେଜ ରେ ଗୀତ ଗାଇଲେ ରାନୀ ପଣ୍ଡା ଓ hot ଡ୍ୟାନ୍ସ କଲେ ଦର୍ଶକ ହେଲେ ଅସମ୍ଭାଳ ଆସନ୍ତୁ ଦେଖିବା ସେହି ଭିଡ଼ିଓ ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ କୋରନା ହେତୁ ଗତ ୨ ରୁ ୩ ବର୍ଷ ହେବ ସମସ୍ତ କର୍ମ କାର୍ଯ୍ୟ ବନ୍ଦ୍ ରହିଛି । ଶହେ ରୁ ଶତକଡା ଲୋକ ଓଡ଼ିଆ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । କିନ୍ତୁ ଯାତ୍ରା ଏପରି ଏକ ପ୍ଲାଟଫର୍ମ ସେଠାରେ କଳାକାର ମାନେ ଦର୍ଶକ ଙ୍କ ସାମ୍ନା ରେ ହିଁ ନିଜ ଅଭିନୟ ର ଚମତ୍କାର ଲାଇଭ ଦେଖେଇ ଥାନ୍ତି । ଓଡ଼ିଆ ଫିଲ୍ମ ଓ ସିରିଆଲ୍ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି । ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଯାତ୍ରା ହୋଇଥାଇ ବା ଫିଲ୍ମ ହେଉ ସେ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି । 

 

ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି , ଇତ୍ୟାଦି ଇତ୍ୟାଦି । ଯାତ୍ରା ଏକ ଏପରି ଜଗତ , ସେଠାକାର କଳାକାର ମାନେ ଦର୍ଶକ ଙ୍କ ସମ୍ମୁଖ ରେ ଲାଇଭ ଶୋ ଦେଖାଇଥାନ୍ତି ଓ ଏହା ମଧ୍ୟ ପାଞ୍ଚ ରୁ ଛଅ ଘଣ୍ଟା ଚାଲି ଥାଏ । ତେବେ ଏତେ ପ୍ରକାର କଥା ମନେ ରଖି ଷ୍ଟେଜ ଉପରେ ଦର୍ଶକ ଙ୍କ ସମ୍ମୁଖ ରେ ବୋଲିବା ସହଜ ହୋଇନଥାଏ । ତେଣୁ ଯାତ୍ରା ହେଉଛି କଳା ର ଅନନ୍ୟ ନିଦର୍ଶନ । କାରଣ କୌଣସି ପର୍ବ ପର୍ବାଣୀ ପାଳନ ହେଲା ନାହିଁ ବା ଯାତ୍ରା ପଡ଼ିଲା ନାହିଁ । 

 

ଦୁର୍ଗା ପୂଜା ହେଉ ବା ଚନ୍ଦନ ପୂର୍ଣ୍ଣମୀ ହେଉ , ଯାତ୍ରା ହୋଇଥାଏ ଗ୍ରାମାଞ୍ଚଳ ରେ । ନାନା ପ୍ରକାର ଯାତ୍ରା ଗୋଷ୍ଠୀ ଯାଇ ଯାତ୍ରା କରି କିଛି ପଇସା ରୋଜଗର କରିଥାନ୍ତି । ତେବେ କଳିଙ୍ଗ ଗଣନାଟ୍ୟ , ରଙ୍ଗମଞ୍ଚ , ଧଉଳି , ରଙ୍ଗମହଲ , ଇଷ୍ଟର୍ନ ମିଡ଼ିଆ , ବିଶ୍ୱ ଦରବାର , ବାଘାଯତିନ ଗଣନାଟ୍ୟ ଆଦି ଯାତ୍ରା ଗୋଷ୍ଠୀ ରହିଥାନ୍ତି । ଅନେକ ପ୍ରକାର ଅଭିନେତା ଓ ଅଭିନେତ୍ରୀ ଙ୍କୁ ନେଇ ହୋଇଥାଏ ଯାତ୍ରା । କିନ୍ତୁ ରାଣୀ ପଣ୍ଡା ଙ୍କୁ କିଏ ନ ଚିଂହିଚି , କିଏ ନ ଜାଣିଛି । ଖଣ୍ଡଗିରି ଯାତ୍ରା ରୁ ନର୍ତ୍ତକୀ ଭାବେ ସେ ଅନେକ ଖ୍ୟାତି କମେଇଛନ୍ତି । 

 

ଖଣ୍ଡଗିରି ଗଣନାଟ୍ୟ ରେ ନିଜ ଅଭିନୟ ବା ନୃତ୍ୟ କ୍ୟାରିୟର ଆରମ୍ଭ କରିଥିଲେ ସୋନି । ତେବେ କୋରନା ସମୟ ରେ ମଧ୍ୟ ଅନେକ ଲୋକ ଙ୍କୁ ସାହାଯ୍ୟ କରିବା ତଥା ଦରକାର ରେ ଥିବା ଲୋକ ଙ୍କ ପାଖରେ ଛିଡା ମଧ୍ୟ ହୋଇଥିଲେ । ତେବେ ଦୀର୍ଘ ୨ ବର୍ଷ ପରେ ଧିରେ ଧିରେ ଯାତ୍ରା ଆଦି ଆରମ୍ଭ ହେଉଛି । କିନ୍ତୁ ରାଣୀ ପଣ୍ଡା ଙ୍କୁ ଏଥର ନୂଆ ଭୂମିକା ରେ ଦେଖିବାକୁ ମିଳିଛି । ଯାତ୍ରା ଷ୍ଟେଜ ରେ ସେ ଆଙ୍କୋର୍ କରିବା ସହିତ ସଂଗୀତ ଗାଉଥିବା ର ଲକ୍ଷ୍ୟ ଆସିଛନ୍ତି । ଦର୍ଶକ ମାନେ ମଧ୍ୟ ମନ ଭରି ଆନନ୍ଦ କରିଥିବା ଦେଖା ଯାଉଚି । ତେବେ ବର୍ତମାନ ଧିରେ ଧିରେ ଯାତ୍ରା ଆରମ୍ଭ ହେଉଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *