ଅଭିନେତ୍ରୀ ସୋମାଲୀନ ଙ୍କ ପରେ ବୋହୁ ବେଶ ସାଜିଲେ ଅସୀମା ପଣ୍ଡା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅଭିନେତ୍ରୀ ସୋମାଲିନ  ଙ୍କ ପରେ ବୋହୂ ବେଶରେ ନଜର ଆସିଲେ ଗାୟିକା ଅସୀମା ପଣ୍ଡା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ର ସିନେମା ଦୁନିଆ କି ସିରିଏଲ ଦୂନିଆ ସହ ଯୋଡିତ ନଥିଲେ ଓଲିଉଡ୍ ର ସଙ୍ଗୀତ ଦୁନିଆ ସହ ନିଶ୍ଚିତ ଭାବେ ଯୋଡିତ ଥିବେ,କାହିଁକି ନା ଆମେ ମାନେ ତ ଆମ ଲାଇଭ୍ ରେ ବହୁତ ବିଜି ନିଜ ନିଜ ର କାମ କୁ ନେଇ ଆମକୁ ସମୟ ବି ହେଉନାହିଁ ଅଧଘଣ୍ଟେ କି ୨ ଘଣ୍ଟା ବସି ସିରିଏଲ୍ କି ଫିଲ୍ମ ଦେଖିବା ପାଇଁ । ଯେଉଁମାନେ କି ଓଡିଶା ର ଲୋକ ମାନଙ୍କୁ ସବୁବେଳେ ଅନେକ ସୁନ୍ଦର ସୁନ୍ଦର ଗୀତ ଭେଟି ଦେଇ ଥାଆନ୍ତି । 

 

ତେବେ ଆମ ରାଜ୍ୟ ରେ ମେଲ୍ ସିଙ୍ଗର୍ ମାନଙ୍କ ଭିତରୁ ଦେଖିବାକୁ ଗଲେ ସବୁଠୁ ଆଗରେ ହ୍ୟୁମନ୍ ସାଗର ଥିଲେ ଏବଂ ଏବେ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଆଉ ଜଣେ ମେଲ୍ ସିଙ୍ଗର୍ ହ୍ୟୁମନ୍ ସାଗର ଙ୍କ ର ସେହି ଜାଗା କୁ ନେବାକୁ ବସିଲେଣି, ସ୍ୱୟଂ ପାଢୀ ,ତେବେ ସେ ମଧ୍ୟ ଓଲିଉଡ଼ ର ଜଣେ ଫମେସ୍ ସିଙ୍ଗର୍ । ତେବେ ଖାଲି ଏମାନେ ଫେମସ୍ ନୁହନ୍ତି ।ତେବେ ଅନେକ ଫିମେଲ୍ ସିଙ୍ଗର୍ ମାନେ ମଧ୍ୟ ଅନେକ ଭଲ ଭଲ ଗୀତ  ଦର୍ଶକ ମାନଂକୁ ଯୋଗାଇ ଦେଇଛନ୍ତି । ଆଜି ଆମେ ଏମିତି ଜଣେ ଫିମେଲ୍ ସିଙ୍ଗର ଙ୍କ ବିଷୟରେ ଜାଣିବା ଯିଏ ଲଗାତାର ଭାବରେ ଓଳିଓଡ୍ ଜଗତ କୁ ଅନେକ ସୁନ୍ଦର୍ ଗୀତ ଭେଟି ଦେଇଛନ୍ତି ।

 

ସେ ଦେଖିବାକୁ ଯେତିକି ସୁନ୍ଦର୍ କଣ୍ଠ ରେ ମଧ୍ୟ ସେତିକି ମଧୂର୍ଯ୍ୟ । ତେବେ ସେ ଘରେ ଘରେ ପରିଚିତ ଅସୀମା ପଣ୍ଡା । ନିଜର ସୁମଧୁର କଣ୍ଠ ରେ ଗୋଟେ ପରେ ଗୋଟେ ସୁପରହିଟ ସଙ୍ଗୀତ ଦେଇଛନ୍ତି । ନିଜର ବୋଲ୍ଡ ଅନ୍ଦାଜ ପାଇଁ ସେ ବେଶ୍ ଚର୍ଚ୍ଚିତ । ଘରେ ଘରେ ତାଙ୍କ ସ୍ୱର ର ଚମତ୍କାରିତା ଶୁଣିବାକୁ ମିଳି ଥାଏ । ନିଜ ର କଣ୍ଠ ପାଇଁ ଓଡ଼ିଶା ରେ ଓଳିଓଡ଼ ଇଣ୍ଡଷ୍ଟ୍ରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ।ତେବେ ଅସୀମା ଜଣେ ସୋସିଆଲ ମିଡ଼ିଆ ପ୍ରେମୀ । 

 

ଇନଷ୍ଟାଗ୍ରାମ ରେ ଖୁବ୍ ଚର୍ଚ୍ଚା ରେ ସେ ରହି ଥାନ୍ତି । ସୋସିଆଲ ମିଡ଼ିଆରେ ତାଙ୍କର ଫ୍ୟାନ ଙ୍କ ସଂଖ୍ୟା ଅଧିକ । ନିକଟ ରେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ ଅସୀମା ପଣ୍ଡା ବୋହୂ ବେଶ୍ ରେ ନଜର ଆସିଛନ୍ତି । ଆଗାମୀ ସମୟ ରେ ତାଙ୍କର ଏକ ଗୀତ ରିଲିଜ୍ ହେବାକୁ ଯାଉଛି । ସେହି ଗୀତ ପାଇଁ ସେ ଏପରି ସଜ ହୋଇ ଛନ୍ତି । ଏହି ବେଶ ରେ ସେ ଖୁବ୍ ସୁନ୍ଦର ଦେଖା ଯାଉ ଛନ୍ତି । ତାଙ୍କର ଫ୍ୟାନ ମାନେ  ଶାଢ଼ୀ ରେ ତାଙ୍କୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ତାଙ୍କ ର ଏହି ବେଶ୍ କୁ ନେଇ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *