ସୋମାଲୀନ ଓ ତାଙ୍କ ସ୍ୱାମୀ ଙ୍କ ପ୍ରଥମ ରାତି ର Video କୁ ନେଇ ଚର୍ଚ୍ଚା । ଦେଖନ୍ତୁ ସେହି ଚର୍ଚ୍ଚା Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବିବାହ ପରେ ଏକାଠି ଦେଖିବାକୁ ମିଳିଲା ସୋମାଲିନ୍ ଓ ତାଙ୍କ ସ୍ୱାମୀଙ୍କୁ, ବିବାହ ପରେ ଏହିପରି ରହୁଛନ୍ତି ସୋମାଲିନ୍।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଆଜିକାଲି ଯୁଗରେ ମନୋରଞ୍ଜନ ପାଇଁ ଚଳଚ୍ଚିତ୍ର ଜଗତ ହେଉଛି ଏକ ମାତ୍ର ପ୍ରମୁଖ ମାଧ୍ୟମ । ଚଳଚ୍ଚିତ୍ର ଜଗତର ନାୟକ ନାୟିକା ମାନେ ନିଜ ଅଭିନୟ ଯାଦୁ ବଳରେ ସମସ୍ତ ଦର୍ଶକଙ୍କ ମନରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥାନ୍ତି । ଏହି ଚଳଚ୍ଚିତ୍ର ଧାରାବାହିକ ମାଧ୍ୟମରେ ଜଗତକୁ ଏକ ନୂଆ ରୂପରେଖ ନୀତିଶିକ୍ଷା ପ୍ରଦାନ କରାଯାଇଥାଏ । ଅନେକ ସମୟରେ ଅଭିନୟ କରୁଥିବା ନାୟକ ନାୟିକା ମାନେ ପ୍ରେମରେ ପଡି ଯାଇଥାନ୍ତି । ଆଉ ବାସ୍ତବ ଜୀବନରେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥାନ୍ତି । ବିବାହ ହେଉଛି ଏକ ପବିତ୍ର ବନ୍ଧନ ।

 

ସିରିଏଲ୍ ଦୁନିଆରେ ମିଛିମିଛିକା ବର ବଧୂ ହୋଇ ମଣ୍ଡପରେ ବାହା ହେଉ ହେଉ କେତେବେଳେ ସେମାନେ ପରସ୍ପର ମଧ୍ୟରେ ପ୍ରେମରେ ପଡି ଯାଆନ୍ତି ଓ ପରସ୍ପରକୁ ଶେଷରେ ସତ ବଧୂ ଓ ବର ବେଶ ହୋଇ ସତ ମଣ୍ଡପରେ ସାତ ଜନ୍ମ ପାଇଁ ପରସ୍ପରର ସାଥୀ ହୋଇ ଯାଆନ୍ତି। ମଝିରେ ଏକ ରିୟାଲିଟି ସୋ ରେ ଦୁଇଟି ଜାଆଁଳା ଭଉଣୀଙ୍କୁ ଦେଖିବାକୁ ମିଳିଥିଲା, ଦୁଇଜଣ ପୂରାପୂରି ଏକା ଭଳି ଦେଖିବାକୁ ଆଉ ସେମାନଙ୍କର ଚାଲିଚଳନ ମଧ୍ୟ ଏକାଭଳି। ସେମାନେ ହେଉଛନ୍ତି ଜାଙ୍କଲିନ୍ ଆଉ ସୋମାଲିନ୍, ଏହି ଦୁଇ ଭଉଣୀ ନିଜର ସୁନ୍ଦରତା, ନିଜର ଆକ୍ଟିଙ୍ଗ୍ ଆଦି ପାଇଁ ଓଡିଶାରେ ଲୋକଙ୍କ ପାଖରେ ଖୁବ୍ ପରିଚିତ ହୋଇଥିଲେ। 

 

ଏମାନେ ପରେ ସିରିଏଲ୍ ଜଗତରେ ପାଦ ରଖିଥିଲେ, ସେମାନଙ୍କୁ ସେଠାରେ ବି ଲୋକମାନେ ଅନେକ ଭଲପାଇବା ଦେଇଥିଲେ। ଏହି କିଛିଦିନ ତଳେ ଜାଙ୍କଲିନ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସିରିଏଲ୍ ଆକ୍ଟର୍ ଅରବିନ୍ଦଙ୍କ ସହ। ଏମାନେ ଦୁହେଁ ଏକା ସହ ଏକ ସିରିଏଲ୍ କରୁଥିଲେ, ଏବଂ ସେଠାରେ ଦୁହେଁ ପରସ୍ପରକୁ ଭଲପାଇଥିଲେ ଏବଂ ପରେ ବିବାହ ମଧ୍ୟ କରିଥିଲେ। ଆଉ ଏବେ ତାଙ୍କ ସାନ ଭଉଣୀ ସୋମାଲିନ୍ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

 

ସୋମାଲିନ୍ ଯାହାଙ୍କୁ ବିବାହ କରିଛନ୍ତି ସିଏ ସିରିଏଲ ଜଗତ ସହ ଯୋଡିତ ନଥିଲେ ବି ଏବେ ତାଙ୍କୁ ସୋ-ସି-ଆ-ଲ୍ ମି-ଡି-ଆରେ ସୋମାଲିନ୍ ଙ୍କ ସହ ଅନେକ ସବୁ ଭିଡିଓରେ ଦେଖିବାକୁ ମିଳୁଛି। ଏମାନେ ଏବେ ବିବାହ କରି ସାରିଛନ୍ତି, କିନ୍ତୁ ଯେତେବେଳେ ସେମାନଙ୍କର ନିର୍ବନ୍ଧ ସରିଥିଲା ତାହା ପରଠାରୁ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଥିଲା। ଦୁହେଁ ଏକା ସହ ସୋ-ସି-ଆ-ଲ୍ ମି-ଡି-ଆରେ ଅନେକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଆଉ ଏବେ ବିବାହ ପରେ ପ୍ରଥମ ଥର ପାଇଁ ସେମାନଙ୍କର ଭିଡିଓ ଦେଖିବାକୁ ମିଳୁଛି, ଦୁହେଁ ବିବାହ ପରେ ଖୁବ୍ ଖୁସି ଥିବାର ମଧ୍ୟ ଦେଖିବାକୁ ମିଳୁଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *