ସ୍ତ୍ରୀ କ୍ୟାମେରା ଆଗରେ ଖୋଲିଲା ସ୍ୱାମୀ ର ଗୁମର । ମୋ ସ୍ୱାମୀ ଯେତେବେଳେ କମ୍ବଳ ଭିତରେ ପଶି ମତେ… ଦେଖ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ଵାମୀ ଙ୍କ ବି-ରୁ-ଦ୍ଧରେ ଅ-ଭି-ଯୋ-ଗ ଆଣିଲେ ପତ୍ନୀ,କହିଲେ କମ୍ବଳ ତଳେ ପଶି ସ୍ଵାମୀ ମତେ ଯେତେବେଳେ….।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଓ Video ଦେଖନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବୈଦିକ ରୀତିରେ ବିବାହ ପ୍ରତିଶ୍ରୁତି ଦେଇ ବିବାହ ବେଦିକୁ ବର କିମ୍ବା ତାଙ୍କ ଘରଲୋକେ କେହି ନ ଆସିବା ପରେ ଶ୍ଵଶୁର ଘର ସାମନାରେ ଧାରଣା ଦେଇଥିଲେ ବ୍ରହ୍ମପୁରର ତପସ୍ଵିନୀ ଦାସ ଓରଫ ଡିମ୍ପଲ । ତାଙ୍କ ଦାବି ଅନୁସାରେ ଗତ ବର୍ଷ ଡାକ୍ତର ସୁମିତ କୁମାର ସାହୁଙ୍କୁ ସେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ ଓ ତାଙ୍କ ଘରେ ମଧ୍ୟ ରହିଥିଲେ । ଘରକୁ ଆସି ନଥିବା ଆଗରୁ ତାଙ୍କ ସ୍ବାମୀ ରାତିରେ କମ୍ବଳ ତଳେ ଭିଡ଼ିଓ କଲ୍ କରି କଥା ହୁଅନ୍ତି ବୋଲି କହିଚନ୍ତି। ଶଶୁର କୁ ଆସିବା ପରେ ଶ୍ଵଶୁର ଘର ଲୋକେ ତାଙ୍କୁ ନି-ର୍ଯ୍ୟା-ତ-ନା ଦେଇ ଆସୁଥିଲେ । 

 

ସେଥିପାଇଁ ପୂର୍ବରୁ ସେ ମହିଳା ଥା-ନାର ଦ୍ଵାରସ୍ଥ ହୋଇଥିଲେ ଓ ମାମଲା କୋର୍ଟ ଯାଏଁ ମଧ୍ୟ ଯାଇଥିଲା ।

କିନ୍ତୁ ପରେ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ଓ ଉଭୟ ପକ୍ଷ ବୈଦିକ ରୀତିରେ ବିବାହ ପାଇଁ ରାଜି ହୋଇଥିଲେ । କିନ୍ତୁ ବିବାହ ଦିନ ବେଦିରେ ପହଞ୍ଚି ନଥିଲେ ବରଘର । ତେବେ ତିନି ଦିନ ଯାଏଁ ଶୀତ କାକର ସହି ଶ୍ଵଶୁର ଘର ସାମନାରେ ଧାରଣାରେ ବସିବା ପରେ ଏବେ ଡିମ୍ପଲଙ୍କ ସ୍ଵାମୀ ସୁମିତଙ୍କ ପ୍ରତିକ୍ରିୟା ମିଳିଛି । ତାଙ୍କ କହିବା ମୁତାବକ ସବୁ ବିଷୟ ଏବେ କୋ-ର୍ଟର ତଦାରଖରେ ରହିଛି ।

         

ଡିମ୍ପଲ ତାଙ୍କ ନାଁରେ ଓ ତାଙ୍କର ପୁରା ପରିବାର ନାଁରେ ଧାରା ୪୯୮ ରେ କେ-ସ୍ ମଧ୍ୟ ଦେଇଛନ୍ତି । ଏହା ସହ ତାଙ୍କୁ ଓ ତାଙ୍କର ପରିବାରକୁ ଆରକ୍ଷୀ ଅଧିକାରୀ ଧାରା ୪୧ ସିଆରପିସି ରେ ମଧ୍ୟ ରଖିଛନ୍ତି । ସେଥିପାଇଁ ସେ ତପସ୍ଵିନୀଙ୍କ ଠାରୁ ଛାଡପତ୍ର ନେବାକୁ ମଧ୍ୟ ଆବେଦନ କରିଛନ୍ତି । ସବୁ କିଛି କୋର୍ଟ ରେ ଥିବାରୁ ସେ ତପସ୍ଵିନୀଙ୍କୁ ଅନୁରୋଧ କରିଛନ୍ତି କି ସେ ଆଇନର ପାଳନ କରନ୍ତୁ ଓ ମାନନୀୟ କୋର୍ଟର ସମ୍ମାନ କରନ୍ତୁ ।

 

କୋର୍ଟରେ ଯାହା ବି ନିର୍ଣ୍ଣୟ ନିଆଯିବ ତାହାର ସେ ସମ୍ମାନ କରନ୍ତୁ । ଏହାସହ ଯୁବତୀ ତାଙ୍କ ସହ ରେଜିଷ୍ଟ୍ରି ବିବାହ କରିଥିବା କଥା ଯାହା ଦାବି କରିଛନ୍ତି ତାକୁ ମଧ୍ୟ ସୁମିତ ସ୍ଵୀକାର କରିଛନ୍ତି । ଏହାସହ ତପସ୍ଵିନୀ ତାଙ୍କ ଘରେ ମଧ୍ୟ ରହିବା କଥା ସେ ସତ ବୋଲି କହିଛନ୍ତି । କିନ୍ତୁ ତପସ୍ଵିନୀ ତାଙ୍କ ପୁରା ପରିବାର ନାଁରେ ଯେଉଁ ନି-ର୍ଯ୍ୟା-ତ-ନା ମାମଲା ଦେଇଛନ୍ତି ତାହା ଯୋଗୁଁ କୋର୍ଟର ସମ୍ମାନ ସେ କରିବା ଉଚିତ ବୋଲି ସେ କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *