ଛାଡ ପତ୍ର କୁ ନେଇ ମୁଁହ ଖୋଲିଲେ ପ୍ରିୟଙ୍କା ଚୋପ୍ରା । କହିଲେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ବିଷୟରେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବିଶ୍ୱସୁନ୍ଦରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଆସିଲା ଏହି ବଡ ଖବର, ସ୍ୱାମୀଙ୍କୁ ନେଇ ଏପରି ବୟାନ୍ ଦେଲେ ପ୍ରିୟଙ୍କା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। 

 

ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।ତେବେ ସୋସିଆଲ ମିଡ଼ିଆରେ ବଡ ବଡ ଷ୍ଟାର ମାନଙ୍କର ଅନେକ ଖବର ମଧ୍ୟ ସବୁବେଳେ ଦେଖିବାକୁ ମିଳିଥାଏ। ଏବେ ମଧ୍ୟ ବଲିଉଡ୍ ତଥା ହଲିଉଡ୍ ର ବହୁତ ଚର୍ଚ୍ଚିତ ଚେହେରା ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍ ଜୋନ୍ସଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଆସନ୍ତା ଜାଣିବା ତାଙ୍କର ଏହି ଖବର ସମ୍ପର୍କରେ। 

 

ବଲିଉଡରୁ ଆରମ୍ଭ କରି ହଲିଉଡ ଯାଏ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକ ଜୋନାସଙ୍କୁ ବିବାହ କରିବା ପରଠାରୁ ଚର୍ଚ୍ଚାରେ ରହି ଆସିଛନ୍ତି। ଦୁହେଁ ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ୍ । ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଏହି ଯୋଡିଙ୍କ ଛାଡପତ୍ରକୁ ନେଇ ନିକଟରେ ସୋସିଆଲ ମିଡିଆରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହାକୁ ଏକଦମ୍ ଅସ୍ବିକାର କରିଛନ୍ତି ପ୍ରିୟଙ୍କା ଓ ତାଙ୍କ ମା’। ଏହି ଗୁଜବ ପରେ ପ୍ରିୟଙ୍କା ଜୋନାସ୍ ବ୍ରଦର୍ସ ଫ୍ୟାମିଲି ରୋଷ୍ଟରେ ତାଙ୍କ ସ୍ୱାମୀଙ୍କୁ ବହୁତ ମଜାକ୍‌ ଉଡାଇଛନ୍ତି। ଇନଷ୍ଟାଗ୍ରାମରେ ପ୍ରିୟଙ୍କା ଏହାର ଏକ ଭିଡିଓ ସେୟାର କରିଛନ୍ତି। 

 

ସେ କହିଛନ୍ତି ଯେ,‘ମୁଁ ଆଜି ଏଠାରେ ଉପସ୍ଥିତ ରହି ବେଶ ଗର୍ବ ଏବଂ ସମ୍ମାନିତ ଅନୁଭବ କରୁଛି । ଯେଉଁଠି ମୁଁ ମୋ ସ୍ୱାମୀ ନିକ ଏବଂ ତାଙ୍କ ଭାଇମାନଙ୍କୁ ରୋଷ୍ଟ କରିବି। ଯାହାର ନାମ ମୁଁ କେବେବି ମନେ ରଖି ପାରିବି ନାହିଁ । କାହିଁକି ନାଁ,ମୁଁ ଭାରତରୁ ଆସିଛି।ଯେଉଁଠାରେ ସଂସ୍କୃତି, ସଙ୍ଗୀତ ଏବଂ ମନୋରଞ୍ଜନର ଏକ ଭଣ୍ଡାର ରହିଛି। ଯେଉଁଥିପାଇଁ ଜୋନାସ୍ ବ୍ରଦର୍ସ ସେଠାରେ ନିଜକୁ ସ୍ଥାପିତ କରି ପାରିଲେ ନାହିଁ। କେବଳ ଏତିକି ନୁହେଁ, ଏହା ସହ ସେ ଏକଥା ମଧ୍ୟ କହିଛନ୍ତି ଯେ, ୧୦ ବର୍ଷର ବୟସର ବ୍ୟବଧାନ ରହିଛି  ନିକ୍‌ ଓ ମୋ ଭିତରେ । ହେଲେ କଣ ହେଲା , ଆମେ ଦୁହେଁ ଦୁହିଁଙ୍କୁ କିଛି ନା କିଛି ଶିଖାଇ ଥାଉ । ନିକ୍ ମୋତେ ଟିକ୍‌ଟକ୍‌ ବ୍ୟବହାର କରିବା ଶିଖାଇଥିଲେ । ଆଉ ମୁଁ ତାଙ୍କୁ ସଫଳ ଅଭିନୟ ପାଇଁ କଣ କଣ ଦରକାର ତାହା ତାଙ୍କୁ ବୁଝାଇଥିଲି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *