ଦୁର୍ଗା ପୂଜା ୫ ଟି ରାଶିରେ ଧନ ବର୍ଷା। ଏହି ୫ ରାଶିରେ ମା ଦୁର୍ଗା କରିବେ ଅପାର କୃପା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଏହି 5 ଟି ରାଶିରେ ଧନର ବର୍ଷା । ସେହି ଲୋକର ନିଶ୍ଚୟ ଭାବରେ ବଦଳିଯିବ ଭାଗ୍ୟ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ କଣ କଣ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ପବିତ୍ର ଦୁର୍ଗା ପୂଜା ଏହି ୮ଟି ରାଶିର ଭାଗ୍ୟ ସୁନା ଭଳି ଚମକିବ। ବନ୍ଧୁଗଣ ଯେତେ ବେଳେ ଭଗବାନ ପର୍ଶନ ହୋଇଥାନ୍ତି ସେତେ ବେଳେ ମନୁଷ୍ୟର ଜୀବନରେ ବହୁତ କିଛି ପରିବର୍ତନ ଆସିଥାଏ । ତେବେ ଚଳିତ ବର୍ଷ ଦୁର୍ଗା ପୂଜାରେ ଦିର୍ଘ ୫୦୦ ବର୍ଷ ପରେ ପବିତ୍ର ଦୁର୍ଗା ପୂଜାରେ ଗ୍ରହ ଏବଂ ନକ୍ଷେତ୍ର ମାନଙ୍କର ଗତି ବିଧିରେ ବହୁତ ବଡ ପରିବର୍ତନ ହେବାକୁ ଯାଉଛି । ଯେମିତିକି ଆପଣ ମାନେ ଜାଣିଥିବେ ଗ୍ରହ ଏବଂ ନକ୍ଷେତ୍ର ମାନଙ୍କ ପରିବର୍ତନ ରାଶି ଚର୍କର ବାର ଗୋଟି ରାଶି ମାନଙ୍କ ଉପରେ ପ୍ରଭାବ ପକାଇ ଥାଏ ତେଣୁ ଏହି ମହା ସଂଯୋଗ ପବିତ୍ର ଦୁର୍ଗା ପୂଜା ଅବସରରେ ଘଟୁଥିବାରୁ ଜଗତ ଜନନି ମା ଦୁର୍ଗା ଏହି ୮ଟି ରାଶି ମାନଙ୍କ ଉପରେ ଆଶ୍ରୀବାଦ କରିବାକୁ ଯାଉଛନ୍ତି । ଯାହା ଫଳରେ ଏହି ରାଶିର ବ୍ୟକ୍ତିଙ୍କର ଭାଗ୍ୟ ଏହି ପବିତ୍ର ଦଶହରା ପର ଠାରୁ ସୁନା ଭଳି ଚମକିବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟ ଶାଳୀ ରାଶି ମାନଙ୍କର ଭାଗ୍ୟରେ ମା ଦୁର୍ଗା ଙ୍କର ଆଶ୍ରୀବାଦରୁ କଣ ସବୁ ଘଟିବାକୁ ଯାଉଛି ସେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ । 

 

ମା ଦୁର୍ଗା ଙ୍କର ଆଶିର୍ବାଦରୁ ଆପଣ ମାନଙ୍କର ସବୁଦୀନ ହସ ଖୁସିରେ ବିତିବ । କୌଣସି ସ-ମ-ସ୍ୟା ରହିବ ନାହିଁ ଆପଣ କାହା କଥାରେ ମୁଣ୍ଡ ପରାଇବା ହେବ ନାହିଁ ନହେଲେ ଅଯଥା ଏହା ଆପଣ ମାନଙ୍କର ମୁଣ୍ଡବିନ୍ଧାର କାରଣ ହୋଇପାରେ । ବେପାର ବାଣିଜ୍ୟରେ ଭଲ ଲାଭ ହେବ । କାରବାର ଦୀନକୁ ଦୀନ ବୃଧି ହେବାରେ ଲାଗିବ କାରବାରରେ କୌଣସି ଜିନିଷ ଅ-ଭା-ବ ରହିବ ନାହିଁ । ଆୟରେ ବୃଧି ହେବ ପୁରୁଣା ବୁଡି ଯାଇଥିବା ଟଙ୍କା ପଇସା ପୁଣି ଫେରି ଆସିବାର ସମ୍ଭାବନା ରହିଛି । ଚାକିରୀରେ ପଦ ଉନ୍ନତି ହୋଇପାରେ । ଯଦି ଭଲ ଜୀବନ ସାଥିଙ୍କର ସନ୍ଧାନରେ ଅଛନ୍ତି ତେବେ ତାହା ଆପଣ ମାନଙ୍କର ପୁରା ହେବ । 

 

କାହା ସହିତ ଆପଣଙ୍କୁ ଆପଣଙ୍କର ମନ ପସନ୍ଦର ଜୀବନ ସାଥିଟିଏ ନିଶ୍ଚୟ ମିଳିବ । ଜୀବନ ସାଥିଙ୍କ ସହ ପ୍ରେମ ସଂମ୍ପର୍କ ଅଧିକ ମଧୁର ରହିବ ଏହା ଆପଣଙ୍କର ଆୟ ବୃଧି ହେବା ସହିତ ଖର୍ଚ୍ଚରେ ମଧ୍ୟ ବୃଧି ହେବ ତେଣୁ ଏଥିପ୍ରତି ସାବଧାନ ରହିବା ଆବଶ୍ୟକ । ତେବେ ବନ୍ଧୁଗଣ ଏହି ସବୁ ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି ମକର ରାଶି , ମେଷ ରାଶି , ତୁଳା ରାଶି , ସିଂହ ରାଶି , କନ୍ୟା ରାଶି , ମିଥୁନ ରାଶି , ବିଛା ରାଶି ଏବଂ କୁମ୍ଭ ରାଶି ତେବେ ଆପଣଙ୍କର ଏଥି ମଧ୍ୟରୁ ଯଦି କେଉଁବି ରାଶି ହୋଇଥାଏ ତେବେ ଆପଣଙ୍କ ଭାଗ୍ୟରେ ନିଶ୍ଚିତ ଭାବରେ ଧନ ପ୍ରାପ୍ତିର ସୁଯୋଗ ରହିଛି । ଏବେ ଶ୍ରଦ୍ଧାର ସହିତ କୁହନ୍ତୁ ” ଜୟ ମା ଦୁର୍ଗା ” ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *