ସାଂସଦ ଅପରାଜିତା ଙ୍କ ଗାଡି ଉପରେ ଏମିତି ହେଇଗଲା ଅଣ୍ଡାମାଡ । ଦେଖ ସେହି ସମୟର ଦୃଶ୍ୟ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୁଖ୍ୟମନ୍ତ୍ରୀଙ୍କ ପରେ ଏବେ ଅପରାଜିତାଙ୍କ ଉପରେ ହେଲା ଅଣ୍ଡା ମାଡ, ଅପରାଜିତାଙ୍କ ଗାଡି ଉପରକୁ କରିଲେ ଅଣ୍ଡା ମାଡ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଓଡିଶାରେ ସବୁବେଳେ  ଗୋଟିଏ ଜିନିଷ ବହୁତ ଚର୍ଚ୍ଚାରେ ଥାଏ ଆଉ ତାହା ହେଉଛି ରାଜନୀତି। ଯେତେବେଳେ ବି ଯୁଆଡେ ବି ଶୁଣିବେ ସବୁଆଡେ ରାଜନୀତି ବିଷୟରେ କିଛି ନା କିଛି କଥା ଶୁଣିବାକୁ ନିଶ୍ଚୟ ପାଇବେ। କାରଣ ଲୋକମାନେ ଚା ପିଇବା ସମୟରେ ବି ରାଜନୀତି ଖବର ଦ୍ୱାରା ଦିନର ଆରମ୍ଭ କରନ୍ତି ରାତିରେ ଶୋଇବା ବେଳେ ମଧ୍ୟ ରାଜନୀତି ଖବରରେ ଦିନ ସାରନ୍ତି। ରାଜନୀତିରେ ବିରୋଧୀ ଦଳ ମାନେ ପରସ୍ପରକୁ ନିଚ୍ଚା ଦେଖାଇବା ପାଇଁ ସବୁବେଳେ ଚେଷ୍ଟାରେ ଥାଆନ୍ତି। ସବୁବେଳେ ବିରୋଧୀ ଦଳ କେବଳ ଏକ ସୁଯୋଗ ଅପେକ୍ଷାରେ ଥାଆନ୍ତି, କିଭଳି ଅନ୍ୟ ବି-ରୋ-ଧୀ ଦଳର ଏକ ଭୁଲ୍ କାମ କରିବ ଆଉ ଏମାନେ ତାହାକୁ ନେଇ ସଙ୍ଗେ ସଙ୍ଗେ ରାଜନୀତି ଆରମ୍ଭ କରିଦେବେ।

 

ସବୁବେଳେ ନେତାମାନେ ବି-ରୋ-ଧ ଦଳର ନେତାଙ୍କ ଭୁଲକୁ ଏପରି ଭାବରେ ଧରି ତାହାକୁ ରାଜନୀତି କରି ଥାଆନ୍ତି କି, ଲୋକମାନେ ମଧ୍ୟ ତାହାକୁ ଦେଖି ଭାବନ୍ତି କି ହଁ ଏହା ପୂରା ଠିକ୍ କଥା ତାଙ୍କର ଏପରି କାମ କରିବା ଟା ଭୁଲ୍ ଅଟେ। ତେବେ ଏହି ରାଜନୀତିରେ ଅନେକ ଚର୍ଚ୍ଚିତ ଚେହେରା ମଧ୍ୟ ଅଛନ୍ତି ଯାହାଙ୍କୁ କି ଟାଣୁଆ ନେତା ବୋଲି ମଧ୍ୟ କୁହା ଯାଇଥାଏ। ଏହି ଟାଣୁଆ ନେତାମାନେ ନିଜର କଟୁ ମନ୍ତବ୍ୟ ଏବଂ ଟାଣୁଆ ମୁହଁ ପାଇଁ ଅଧିକ ପରିଚିତ ଥାଆନ୍ତି। ତେବେ ସେହିସବୁରେ ଅଧିକ ପରିଚିତ ଥାଆନ୍ତି କଂଗ୍ରସର ବିଧାୟକ ସୁର ରାଉତରାୟ। 

 

ସେ ରାଜ୍ୟରେ ନିଜର କଟୁ ମନ୍ତବ୍ୟ, ଟାଣୁଆ ଜବାବ ପାଇଁ ପରିଚିତ। ସେ ମଝିରେ ମଝିରେ ଏପରି କିଛି କିଛି କଥା କହି ଦେଇଥାଆନ୍ତି ତାହା ପରେ ଏକ ବହୁତ ହିଁ ଫେମସ୍ ଡାଇଲଗ୍ ମଧ୍ୟ ହୋଇଯାଏ। ଗତକାଲି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ କାର୍ଯ୍ୟକ୍ରମ ଥିଲା।ନବୀନ ଶ୍ରୀମନ୍ଦିର ପାଇଁ ଅନେକ ପ୍ରକଳ୍ପ ସବୁର ଶିଳାନ୍ୟାସ କରିବାକୁ ଯାଇଥିଲେ। ସେଠାରେ ସବୁ କାର୍ଯ୍ୟକ୍ରମ ସରିଲା ପରେ ମୁଖ୍ୟମନ୍ତ୍ରୀ ଫେରୁଥିବା ସମୟରେ ବି-ରୋ-ଧୀ ଦଳ ନେତା କଂଗ୍ରେସ କର୍ମୀ ମାନେ ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିଥିଲେ। 

 

ଏହାକୁ ନେଇ ଅନେକ ରାଜନୀତି ହୋଇଥିଲା, ମୁଖ୍ୟମନ୍ତ୍ରୀ ଫେରୁଥିବା ସମୟରେ ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିଥିଲେ। ଏହାପରେ ଆଜି ସୋସିଆଲ୍ ମିଡିଆରେ ଏକ ଭିଡିଓ ଦେଖିବାକୁ ମିଳିଛି, ବିଜେପିର ଚର୍ଚ୍ଚିତ ଚେହେରା ଅପରାଜିତା ଷଡ଼ଙ୍ଗୀଙ୍କ ଗାଡି ଉପରକୁ ଅଣ୍ଡା ମାଡ ହେଉଥିବାର ଭିଡିଓ ଦେଖିବାକୁ ମିଳିଛି। ଏହା କେଉଁ ସ୍ଥାନର ଏବଂ ଏପରି କାମ କିଏ କରିଛନ୍ତି କେଉଁ ଦଳ ଏପରି କରିଛନ୍ତି ତାହା ଜଣା ପଡିନାହିଁ। ଗାଡି ଯାଉଥିବା ବେଳେ କିଛି ଯୁବକ ବିଜେପି ହାଏ ହାଏ କହି ଗାଡି ପାଖାପାଖି କୁ ଆସିଥିଲେ ଏବଂ ଅଣ୍ଡା ମାଡ କରିଥିଲେ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *