ସୟଦ ମୁସ୍ତାଫି ଅଲି ୨୦୨୧ ର ଫାଇନାଲ୍ ମ୍ୟାଚ୍ ଗତ ସୋମବାର ଦିନ କର୍ଣ୍ଣାଟକ ଏବଂ ତାମିଲନାଡୁ ମଧ୍ୟରେ ଖେଳାଯାଇଥିଲା । ତେବେ ସେହି ମ୍ୟାଚ୍ ରେ କର୍ଣ୍ଣାଟକ କୁ ପରାସ୍ତ କରି ଚଳିତ ବର୍ଷର ସୟଦ ମୁସ୍ତାଫି ଅଲି ଟ୍ରଫିର ବିଜେତା ହୋଇଛି ତାମିଲନାଡୁ । ତେବେ ସେହି ମ୍ୟାଚ୍ ରେ ତାମିଲନାଡୁ ବିଜେତା ହୋଇଯିବା ପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ତାମିଲନାଡୁର ଅଳରାଉଣ୍ଡର ଙ୍କ ଉପରେ ,ଖାସ୍ କରି ମହେନ୍ଦ୍ର ସିଂ ଧୋନି ମଧ୍ୟ ତାଙ୍କ ଉପରେ ଶୁଭ ଦୃଷ୍ଟି ପକାଇଛନ୍ତି ।
ତେବେ ଫାଇନାଲ ମ୍ୟାଚ୍ ରେ ଏକ ବଡ ଭୂମିକା ରହିଥିଲା ତାମିଲନାଡୁର ଅଳରାଉଣ୍ଡର ଶାହାରୁଖ ଖାନଙ୍କ ର । ତେବେ ସେହି ମ୍ୟାଚ୍ ରେ ସେ ମାତ୍ର 15 ଟି ବଲ୍ ରେ 33 ରନ କରି ଅପରାଜିତ ରହିଥିଲେ । ବିଶେଷ କଥା ଏହା ଯେ ସେହି ମ୍ୟାଚ୍ ରେ ସେ ଶେଷ ବଳରେ ଛକା ମାରୀ ତାମିଲନାଡୁ ଟିମ୍ କୁ ବିଜୟ ପ୍ରଦାନ କରିଛନ୍ତି । ତେବେ ତାଙ୍କର ଏହିଭଳି ସୁନ୍ଦର ପ୍ରଦର୍ଶନ ପାଇଁ ତାମିଲନାଡୁ ଟିମ୍ ଦ୍ଵିତୀୟ ଥର ପାଇଁ ସୟଦ ମୁସ୍ତାଫି ଅଲି ଟ୍ରଫି ଜିତିଛି।
ତେବେ ସେହି ମ୍ୟାଚ୍ ପରେ ତାଙ୍କର ବ୍ୟାଟିଂ କୁ ନେଇ ସେ ବର୍ତ୍ତମାନ ସମସ୍ତଙ୍କ ନଜର ରେ ରହିଛନ୍ତି ଏବଂ ମହେନ୍ଦ୍ର ସିଂହ ଧୋନି ମଧ୍ୟ ତାଙ୍କର ଖେଳ ର ବହୁତ୍ ମଜା ନେଇଥିଲେ । ତେବେ ଗତ ଷୋମବାର ଦିନ ଖେଳ ଯାଇଥିବା ସୟଦ ମୁସ୍ତାଫି ଅଲି ଟ୍ରଫିର ଫାଇନାଲ ମ୍ୟାଚ ରେ ତାମିଲନାଡୁ ବିଜୟ ଲାଭ କରିଛି । ତେବେ ସେହି ମ୍ୟାଚ୍ ରେ ତାମିଲନାଡୁ ଟିମ୍ କୁ 1 ବଲ୍ ରେ 5 ରନ ର ଆବଶ୍ୟକତା ରହିଥିଲା କିନ୍ତୁ ସେ ସମୟ ରେ କ୍ରିଜ୍ ରେ ଉପସ୍ଥିତ ରହିଥିବା ଶାହାରୁଖ ଖାନ ଶେଷ ବଲରେ ଛକା ମାରି ଟିମ୍ କୁ ବିଜୟ ପ୍ରଦାନ କରିଥିଲେ ।
ତେବେ ସେହି ମ୍ୟାଚ୍ ରେ ଶାହାରୁଖ କେବଳ ୧୫ଟି ବଲରେ ୩୩ ରନ କରି ଏକ ଅପରାଜିତ ଇନିଂସ ଖେଳିଥିଲେ ଏବଂ ନିଜର ଟିମ୍ କୁ ମଧ୍ୟ ଜିତାଇଥିଲେ । ତେବେ ସୂଚନାଯୋଗ୍ୟ କଥା ଏହା ଯେ , ଚେନ୍ନାଇ ସୁପର କିଙ୍ଗ ସୋସିଆଲ ମିଡିଆରେ ଧୋନି ଙ୍କ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ କି ସେ ଟିଭି ରେ ଶାହାରୁଖ ଖାନଙ୍କ ବ୍ୟାଟିଂ ଦେଖୁଥିବାର ନଜର ଆସିଛନ୍ତି। ତେବେ ଏହା ପରେ ଏମିତି ଚର୍ଚ୍ଚା ହେଉଛି ଯେ IPL ରେ ପଞ୍ଜାବ ଟିମ୍ ଆଡ଼ୁ ଖେଳୁଥିବା ଶାହାରୁଖ ଖାନଙ୍କ ଉପରେ ନଜର ରଖୁଛନ୍ତି ମହେନ୍ଦ୍ର ସିଂ ଧୋନି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।