ନିଜ 4 ବର୍ଷର ପୁଅ ଉପରେ ଗାଡ଼ି ଚଢ଼ାଇଦେଲେ ବାପା – ଦେଖିଲେ ଏହି Video ଛାତି ଥରି ଉଠିବ । ଦେଖ Video…

 

 ବାପା ର ସାମାନ୍ୟ ଅସାବଧାନତା ନେଇଗଲା ତାର ପୁଅ ର ଜୀବନ । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଯାହା ବି ଘଟଣା ଘଟୁଛି ସେ ସବୁ ସଙ୍ଗେ ସଙ୍ଗେ ଏହି ସୋସିଆଲ ମିଡିଆରେ ଦେଖିବାକୁ ମିଳି ଯାଉଛି ।ତେବେ ବର୍ତ୍ତମାନ ଏହି ଘଟଣା ଟି ର ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

 

ସୂଚନା ମୁତାବକ ଘଟଣା ଟି ଘଟିଛି ହାଇଦ୍ରାବାଦ ର ନିଜାମ ଅଞ୍ଚଳ ରେ। ତେବେ ଏହି ଘଟଣା ଟି ଯଦି ଆପଣ ସଂପୂର୍ଣ୍ଣ ଭାବରେ ଜାଣିବେ ତାହେଲେ ଆପଣଙ୍କ ଛାତି ଥରି ଉଠିବ । ଏତେ କମ ବୟସ ର ପିଲା ଟିଏ ଯିଏ ଭଲ କରି ଦୁନିଆ ଦେଖି ନଥିଲା   ଭଗବାନ୍ ତାକୁ ଏତେ ଶୀଘ୍ର ସ୍ୱର୍ଗ ପୁର କୁ ନେଇଗଲେ । ତେବେ ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ଘଟଣା ଟି ବିଷୟ ରେ। 

 

ବାପା ଦ୍ଵାରା ଚାଲିଗଲା ପୁଅ ର ଜୀବନ ,ଏହି କଥା ଶୁଣିଲେ ଆ-ଶ୍ଚ-ର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ ଅଟେ । ତେବେ ଏହି ଘଟଣା ଟି ଘଟିବାର କିଛି ସମୟ ଆଗରୁ ବାପା ତାଙ୍କର ପୁଅ ସାହେବ ଯେ କି 4 ବର୍ଷ ର ପିଲା ତାଙ୍କୁ ଖେଳାଉ ଥିଲେ । ତେବେ ନିଜ ପୁଅ କୁ ଖେଳାଉ ଥିବା ସମୟ ରେ ବାପା ଙ୍କ ଏକ କଲ୍ ଆସିଥିଲା । ତେବେ ସେହି ସମୟ ରେ କଥା ହେଉ ହେଉ ତାଙ୍କର ନଜର ଆଉ ରହି ନଥିଲା ତାଙ୍କର ପୁଅ ସାହେବ ଉପରେ ।

 

ସେହି ସମୟ ରେ ପିଲା ଟି କାର ତଳକୁ ପଶି ଯାଇ ଥିଲା । ଫୋନ ରେ କଥା ହେବା ପରେ ସେ ପୁଅ କଥା କୁ ଭୁଲି ଯାଇଥିଲେ ଏବଂ ହଟାତ ନିଜର କାର ଚଳେଇବାକୁ ଲାଗିଲେ ଏବଂ ତାଙ୍କର ପୁଅ ପଶିଯାଇଥିଲା ତାଙ୍କର କାର ତଳେ ।କିନ୍ତୁ ଯେତେବେଳେ ବାପା ର ପୁଅ କଥା ମନେ ପଡ଼ିଲା ସେ ନିଜର ପୁଅ କୁ ଆଉ ପାଇ ନଥିଲେ । ତେବେ ବାପା ର ଅସାବଧାନତା ଯୋଗୁ ପୁଅ ର ଜୀବନ ଚାଲି ଯାଇଥିଲା ।

 

ତେବେ ବନ୍ଧୁଗଣ କହି ରଖୁଛୁ କି , ଆପଣ ମାନେ କେବେ ବି ଅନ୍ୟମନସ୍କ ହେବେ ନାହିଁ । ବିଶେଷ କରି ଗାଡ଼ି ଚଳାଇବା ବେଳେ ଏବଂ ରାସ୍ତା ରେ ଯିବା ବେଳେ କେବେବି ଅନ୍ୟମନସ୍କ ହେବେ ନାହିଁ । ତେବେ ସଦା ସର୍ବଦା ରାସ୍ତା ର ନିୟମ ମାନିବା ସହିତ କୌଣସି ବି କାର୍ଯ୍ୟ କରିବା ସମୟ ରେ ଅନ୍ୟମନସ୍କ ନ ହୋଇ ସାବଧାନତା ର ସହିତ କାର୍ଯ୍ୟ କରିବା ଉଚିତ୍ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *